Browsing Tag

odisha news

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ମାଟି ବୋଝେଇ ଟ୍ରାକ୍ଟର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଆନନ୍ଦପୁର: ଭାରସାମ୍ୟ ହରାଇ ସିମେଣ୍ଟ ଦୋକାନ ଭିତରକୁ ଏକ ମାଟି ବୋଝେଇ ଟ୍ରାକ୍ଟର ପଶି ଯାଇଛି । ଟ୍ରାକ୍ଟରଟି ମାଟି ବୋଝେଇ କରି ହାଟଡିହି ବ୍ଲକ ଓରାଳି ପଟୁ ଆପଣ୍ଡା ଛକ ଆଡ଼କୁ ଆସୁଥିବା ସମୟରେ ଆପଣ୍ଡା ଛକ ନିକଟରେ ଥିବା ଏକ ସିମେଣ୍ଟ ଦୋକାନ ମଧ୍ୟକୁ ହଠାତ୍ ଭାରସାମ୍ୟ ହରାଇ ପଶି ଯାଇଥିଲା ।…

କପଡା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଲୁଟ୍‌, ରାତି ଅଧରେ ନେଇଗଲେ ୯ ଭରି ସୁନା ଓ ୩ ଲକ୍ଷ ଟଙ୍କା

ପାଟଣାଗଡ଼: କେମିକାଲ ସ୍ପ୍ରେ ମାରି ଲୁଟିନେଲେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସାଲେପାଲି ଗ୍ରାମପଞ୍ଚାୟତ ରହେନମାଲ ଗ୍ରାମର କପଡା ବ୍ୟବସାୟୀ କ୍ଷୀରସିନ୍ଧୁ ମେହେରଙ୍କ ଘରେ ହୋଇଛି ଲୁଟ । ଗତକାଲି ରାତିରେ କ୍ଷୀରସିନ୍ଧୁ ନିଜ ପରିବାର ସହିତ ଶୋଇଥିବା ବେଳେ କେମିକାଲ ସ୍ପ୍ରେ ମାରି ପ୍ରାୟ…

ଛିଡ଼ା ହୋଇଥିବା ହାଇଓ୍ଵାକୁ ପଛରୁ ଧକ୍କା ଦେଲା ଟ୍ରଲର, ଦୁଇ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ : ଛିଡ଼ା ହୋଇଥିବା ହାଇଓ୍ଵାକୁ ପଛରୁ ଧକ୍କା ଦେଲା ଟ୍ରଲର । ବଣାଇଁ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ତାରିଣୀ ଢାବା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ହାଇୱା ଗାଡି ଛିଡା ହୋଇଥିବା ବେଳେ ପଛପଟୁ ଏକ ଟ୍ରଲର ଗାଡି ଆସି ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡିର ଡ୍ରାଇଭର…

ବିଷାକ୍ତ ସାପ କାମୁଡ଼ାରେ ୯ବର୍ଷ କୁନି ଝିଅର ମୃତ୍ୟୁ, ଶୋଇଥିବା ସମୟରେ ଘଟିଲା ଏଭଳି ଅଘଟଣ

କଣ୍ଟାବାଞ୍ଜି: ଦୁନିଆ କଣ ଜାଣିବା ଆଗରୁ ସବୁ ଶେଷ ହୋଇଗଲା । ରାତିରେ କୁନି ଝିଅଟି ଶୋଇଥିବା ବେଳେ ହଠାତ ଏକ ବିଷାକ୍ତ ସାପ କେଉଁଠି ଥିଲା କେଜାଣି କୁନି ଝିଅକୁ କାମୁଡ଼ି ଦେଲା । ଆଉ ତା ପରେ କାନ୍ଦ ବୋବାଳିରେ ଫାଟିଗଲା ସାରା ଘର । ସଙ୍ଗେ ସଙ୍ଗେ କୁନି ଝିଅକୁ ଡାକ୍ତରଖାନାକୁ ନେଇଥିଲେ ।…

ଇସ୍ରୋ ପରିଦର୍ଶନ କରିବେ ଓଡିଆ ଛାତ୍ରଛାତ୍ରୀ, ଆରମ୍ଭ ହୋଇଯାଇଛି ଯାତ୍ରା

ଇସ୍ରୋ ପରିଦର୍ଶନ କରିବେ ଓଡିଆ ଛାତ୍ରଛାତ୍ରୀ । ଇସ୍ରୋ ଭଳି ସ୍ଥାନକୁ ଯିବା ପାଇଁ ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥାଏ । ସେଠାରେ କିପରି କାମ ଚାଲେ ? ସ୍ପେସ୍‌ ସମ୍ଭନ୍ଧୀୟ କଥା ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ବେଶ ଆଗ୍ରହ କରନ୍ତି । ଏହାକୁ ନଜରରେ ରଖି ଟାଟା ଷ୍ଟିଲ୍ ଯୁବ…

ଆକ୍ସନ ମୁଡ୍ ରେ ବିଧାୟିକା, ସମସ୍ତ ଅଧିକାରୀଙ୍କୁ ଡାକି କଲେ ସମ୍ମନ୍ଵୟ ବୈଠକ

ବ୍ରହ୍ମଗିରି : ଆକ୍ସନ ମୁଡ୍ ରେ ବିଧାୟିକା । ନିର୍ବାଚନରେ ଜନତାଙ୍କ ଭୋଟ ଆଧାରରେ ଜୟଯୁକ୍ତ ହେବାପରେ ଏବେ ସେହି ଜନତାଙ୍କୁ କିଭଳି ଉଚିତ୍ ସେବା ଯୋଗାଇବେ ସେ ନେଇ ଅଣ୍ଟା ଭିଡିଛନ୍ତି ।  ସେ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକା । ଯାହାଙ୍କୁ ଏବେ ଆକ୍ସନ…

ପ୍ରତି ତିନି ବର୍ଷରେ ଥରେ ପାଳନ ହୁଏ ମା’ ପୋଲକାଶୁଣୀ ଠାକୁରାଣୀଙ୍କ ଯାତ୍ରା, ସଜେଇ ହୋଇଛି ପୂରା ସହର

ଆସିକା: ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛି ଭିନ୍ନ ପରମ୍ପରା । ପ୍ରତ୍ୟେକ ଗାଁରେ ନିଜ ଆରାଧ୍ୟ ଦେବୀଙ୍କୁ ନେଇ ପାଳିତ ହୁଏ ଯାତ୍ରା । ସମାନ ଭାବେ ମା’ ପୋଲକାଶୁଣୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆସିକା ସହର l ବିଭିନ୍ନ ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣରେ ସଜେଇ ହୋଇଛି ସମଗ୍ର ଅଞ୍ଚଳ ।…

ବିପଜ୍ଜନକ ଅବସ୍ଥାରେ ରାସ୍ତାରେ ଝୁଲି ରହିଛି ୧୧ କେଭିର ବିଦ୍ୟୁତ ତାର, ଠିକ୍‌ କରିବା ପାଇଁ ସାଧାରଣରେ ଦାବି

ସୁବର୍ଣ୍ଣପୁର: ମୁଖ୍ୟ ରାସ୍ତା ଉପରେ ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି ୧୧ କେଭିର ବିଦ୍ୟୁତ ତାର । ଗାଡି ମୋଟର ତ ଦୂରର କଥା ଚାଲି ଚାଲି ଯାଉଥିବା ଲୋକ ବି ସାବାଧାନତାର ସହ ନଗଲେ ଦେହରେ ଲାଗିଯିବ ଏହି ବିଦ୍ୟୁତ ତାର । ଉକ୍ତ ରାସ୍ତାଦେଇ ଯାଉଥିବା ଲୋକ କୌଣସି ବି ମୁହୂର୍ତ୍ତରେ ବିଦ୍ୟୁତ ତାର…

ବାଇକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର

ପାରାଦୀପ(କେନ୍ୟୁଜ): ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଥିବା ସୂଚନା ମିଳିଛି । ଦୁଇ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଇକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟିଛି ଏଭଳି…

ଆଜି ଅଣସର ଦର୍ଶନର ଦ୍ୱିତୀୟ ଦିନ, ସକାଳ ୬ ଟା ରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ବ୍ରହ୍ମଗିରି(କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି , ଅବକାଶ, ବେଶ, ଗୋପାଳ ବଲ୍ଲଭ ନୀତି ବଢିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଭକ୍ତ ମାନଙ୍କ…

କ୍ୟାନ୍ସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ୪ ବର୍ଷୀୟ ଶିଶୁ ମିଷ୍ଟି ପୁଟେଲ

ବଲାଙ୍ଗୀର(କେନ୍ୟୁଜ): କୁନି ଝିଅ ଏମିତି ମହତ କାମ କରିଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । କୁନି ଝିଅ ଜଣକ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରିଛି ନିଜ ଚୁଟି । ଛୋଟ ବେଳୁ ଲମ୍ବା କେଶ ରଖି ଖୁବ ଯତ୍ନ ନେଉଥିଲେ କୁନି ଝିଅର ମା’ । କିନ୍ତୁ କ୍ୟାନ୍ସର ରୋଗୀଙ୍କ ପାଇଁ ଚୁଟି ଆବଶ୍ୟକ ଜାଣିବା…

ରାତି ଅଧରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ତଦନ୍ତ କରୁଛି ପୋଲିସ

ବାସୁଦେବପୁର(କେନ୍ୟୁଜ): ମା’ ଝିଅ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ କେହି ଜଣେ କବାଟ ଠକ୍‌ ଠକ୍‌ କଲା । ଘରେ କେହି ପୁରୁଷ ନଥିବାବେଳେ ମହିଳା ଜଣଙ୍କ ବାଧ୍ୟ ହୋଇ କବାଟ ଖୋଲିଥିଲେ । କିନ୍ତୁ ସେ କେବେ ଭାବି ନଥିଲେ କବାଟ ଖୋଲିବା ପରେ ତାଙ୍କ ଜୀବନ ଯିବ । କବାଟ ଖୋଲିବା ପରେ ଜଣେ…