Browsing Tag

odisha news

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ ଆଜି ଦୁହେଁ ସମାନ ମାର୍କ ରଖି ହୋଇଛନ୍ତି ଟପ୍ପର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସମାନ ମାର୍କ ରଖି ଦୁହେଁ A1 ଗ୍ରେଡ଼ରେ ପାସ ହୋଇ ସମସ୍ତଙ୍କୁ କରିଛନ୍ତି ଚକିତ ।…

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି । ସାଧାରଣ ଜନତା ହୁଅନ୍ତୁ କିମ୍ବା ଗାଡ଼ି ଯାତ୍ରୀମାନେ ସମସ୍ତେ ଶୋଷ ମେଣ୍ଟାଇବା ପାଇଁ ଟିକେ ଥଣ୍ଡା ପାନୀୟ ପିଇବାକୁ ବାଧ୍ୟ ହେଉଛନ୍ତି । ତେବେ ଖରାଦିନେ…

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନେ ସିଗାରେଟ, ଗୁଟୁଖା ଆଦି ସେବନ କରୁଛନ୍ତି । କିନ୍ତୁ ଏହା ସେବନ କରିବା ଦ୍ୱାରା ଶରୀର ଉପରେ କେତେ ଯେ ଖରାପ…

ଗୋଟିଏ ଦିନରେ ପିଇଗଲେ ୬୦ କୋଟି ଟଙ୍କାର ମଦ, ଜାଣନ୍ତୁ ରିପୋର୍ଟ

ଏଥର ନୂଆବର୍ଷ ଖାଲି ନାଚ ଗୀତ, ମଜା ମଜଲିସରେ ନୁହେଁ ବରଂ ଆରମ୍ଭ ହୋଇଥିଲା ନାଲିପାଣି ନିଶାରେ । ଖୁସି ଖୁସିରେ ଓଡିଶାବାସୀ ପିଇଦେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ମଦ । ଏହା ଆମେ ନୁହେଁ ତଥ୍ୟ କହୁଛି । ନୂଆବର୍ଷରେ ପୂରା ନିଶାରେ ମାତାଲ ହୋଇ ଝୁମିଥିଲା ସାରା ଓଡିଶା । ଗୋଟିଏ ଦିନରେ ପିଇଦେଇଥିଲେ…

ଉନ୍ମୋଚନ ହେଲା ବିଜୟ ନାୟକଙ୍କ ଗଳ୍ପ ସଂକଳନ ‘ମାୟାବର୍ତ୍ତ’, କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ, ଡ. ପ୍ରତିଭା ରାୟ ଓ…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବିଶିଷ୍ଟ କଥାଶିଳ୍ପୀ ଶ୍ରୀ ବିଜୟ ନାୟକଙ୍କ ନବମ ଗଳ୍ପ ସଂକଳନ ‘ମାୟାବର୍ତ୍ତ ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଓଡ଼ିଶା ରାଜଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥିତଯଶା…

ଭେଲ୍‌ଭ୍ୟୁ ଛକର ନବୀକରଣ ପାଇଁ ଖର୍ଚ୍ଚ ହେବ ୯ କୋଟି ଟଙ୍କା

କଟକ (କେନ୍ୟୁଜ୍‌): ଏବେ ଝଲସି ଉଠିବ କଟକ ସହରର ଭେଲ୍‌ଭ୍ୟୁ ଛକ । ଏହି ଛକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ନଷ୍ପତି ନେଇଛନ୍ତି । ବୁବନେଶ୍ୱର ନନ୍ଦନକାନନ ରାସ୍ତାରେ କଟକ ଆସିବା ବେଳେ ତ୍ରିଶୁଳିଆ ବ୍ରିଜ୍‌ ଶେଷରେ ପଡ଼େ ଭେଲ୍‌ଭ୍ୟୁ ଛକ । ଏହି ଛକର ଉନ୍ନତି ମୂଳକ…

ଫିଫା ବିଶ୍ୱକପ ପାଇଁ ଆୟୋଜିତ ଷ୍ଟାଡିୟମର ଭିତ୍ତିଭୂମି ନିର୍ମାଣ ପଛରେ କେନ୍ଦ୍ରାପଡ଼ା କୁଶଳୀ କାରିଗର, ଜିଲ୍ଲାର ୪୦୦ ଶହ…

କେନ୍ୟୁଜ୍‌: ଗତ ନଭେମ୍ବର ୨୦ରେ କାତାରରେ ଆରମ୍ଭ ହୋଇଯାଇଛି ଫିଫା ବିଶ୍ୱକପ । ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି । କିନ୍ତୁ, ଏକ ବଡ଼ କଥା ହେଉଛି ଯେଉଁ ଷ୍ଟାଡିୟମରେ ଫିଫା ବିଶ୍ୱକପ ଆୟୋଜନ କରାଯାଇଛି ତାର ସୁନ୍ଦର ସାଜସଜା ଏବଂ ଭିତ୍ତିଭୂମିର ନିର୍ମାଣ ପଛରେ ଓଡ଼ିଶାର…

ଆଠଗଡ଼ ଜଙ୍ଗଲ ଛାଡ଼ି ଗହୀର ଭିତରେ ହାତୀ ପଲ, ଆତଙ୍କିତ ଅଞ୍ଚଳବାସୀ

ଆଠଗଡ଼(କେନ୍ୟୁଜ୍‌): ଆଠଗଡ଼, ଜଙ୍ଗଲ ଛାଡି ଏବେ ଜନବସତି ମୂହାଁ ହୋଇଥିବା ୧୮ ଟିକିଆ ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ନାକେଦମ୍ ହେଉଛି। ୫୫ ନମ୍ବର ଜାତୀୟ ରାଜପଥର କୁସ୍ପଙ୍ଗି ଡିହସାହି ରାସ୍ତାର ଗହୀର ଭିତରେ ୧୮ ଟିକିଆ ହାତୀପଲ ଫସି ରହିଛନ୍ତି, ଯାହା ମଧ୍ୟରେ ଚାରୋଟି ଛୁଆ ହାତୀ ଥିବା…

ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ କିସ୍ ରେ ଜାତୀୟ ଗୌରବ ଦିବସ ପାଳିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜାଦିର ଅମୃତ ମହୋତ୍ସବ ପାଳନ୍ କରୁଛି ପୁରା ଦେଶ । ଆଜି ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଏହି ଅବସରରେ କିସ୍ ପରିସରରେ ଜାତୀୟ ଗୌରବ ଦିବସ ପାଳିତ ହୋଇଛି। କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ,…

ସ୍କୁଲରେ ରାଗିଂ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ପରେ ୪ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ବିଦା

କନ୍ଧମାଳ(କେନ୍ୟୁଜ୍‌): ସ୍କୁଲରେ ରାଗିଂ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ପରେ ବିଦାହେଲେ ୪ ଜଣ ଦଶମ ଶ୍ରେଣୀ ଛାତ୍ର ।ଏମିତି ଏକ ସାଙ୍ଘାତିକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ । ଦାରିଙ୍ଗି ବାଡ଼ି ବ୍ଲକର ଗ୍ରୀନ୍‌ବାଡ଼ ସ୍ଥିତ ସରକାରୀ ଉଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ରାଗିଂ…

ଚୁଲି ନିଆଁରେ ପୋଡ଼ି ହୋଇ ଶିଶୁକନ୍ୟା ଗୁରୁତର, ଜଳି ଯାଇଛି ୮୦ ପ୍ରତିଶତ; ପାଖରେ ଟଙ୍କା ନାହିଁ; ଆଖିରୁ ଲୁହ ଗଡ଼ାଉଛନ୍ତି…

ଚୁଲି ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛି ଅଢ଼େଇ ବର୍ଷର ଶିଶୁକନ୍ୟା। ଖେଳୁ ଖେଳୁ ଝିଅଟି କୌଣସି ମତେ ଚୁଲି ମୁହଁକୁ ଚାଲି ଯାଇଥିଲା, ଯାହାଫଳରେ ତା’ ଶରୀରର ପାଖାପାଖି ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ଯଦିଓ ସୌଭାଗ୍ୟବଶତଃ ମୁଣ୍ଡ ଏବଂ ଶରୀରର ସାମ୍ନା ଭାଗ ନିଆଁ ମୁହଁରୁ ବର୍ତ୍ତି ଯାଇଛି,…

ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ, ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ…

କଟକ(କେନ୍ଯୁଜ୍): ରାଜ୍ୟରେ ବରିଷ୍ଠ ଜୁଡିସିଆଲ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ। ୭୭ଜଣ ଜିଲ୍ଲା ଜଜ୍‌ ଓ ୧୧ଜଣ ସିନିୟର ସିଭିଲ୍‌ ଜଜ୍‌ଙ୍କ ବଦଳି ହୋଇଛି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଶିର କୁମାର ରଥଙ୍କୁ ଦେବୋତ୍ତର କମିଶନର ଭାବେ ଅବସ୍ଥାପିତ…