Browsing Tag

old woman

ହାରି ନାହାନ୍ତି ୭୮ ବର୍ଷିୟା ବୃଦ୍ଧା: ରୋଜଗାର ପାଇଁ ଧାଇଁ ଆସିଛନ୍ତି ତାମିଲନାଡୁ ରୁ ଲମତାପୁଟ

ଲମତାପୁଟ(କେନ୍ୟୁଜ): ବୟସ ୭୮ ଛୁଇଁଲାଣି । ମୁଣ୍ଡର ଚୁଟି ସବୁ ଧଳା ହୋଇଯାଇଛି । ଅଣ୍ଟାରେ ଅସ୍ତ୍ରପ୍ରଚାର ହେବାର ବହୁ ବର୍ଷ ବିତିଗଲାଣି । ସେଥିପାଇଁ ଅଣ୍ଟାରେ ଲାଗିଛି ବେଲ୍ଟ । ସିଧା ହୋଇ ଠିଆ ହୋଇ ପାରୁ ନାହାନ୍ତି । ତଥାପି ଟାଇଁ ଟାଇଁ ଖରାରେ ବିକ୍ରି କରୁଛନ୍ତି ଗଞ୍ଜି । ଲମତାପୁଟକୁ…

ଅସହାୟ ବାସନ୍ତୀଙ୍କ ପାଇଁ ଘର ତୋଳିଦେଲେ ସ୍ଵେଚ୍ଛାସେବୀ, ଛୁଟୁଛି ପ୍ରଶଂସା

ଆଳି(କେନ୍ୟୁଜ୍‌): ଘର ଭିତରୁ ନୀରିହ ଆଖି ଦୁଇଟିରେ ଚାହିଁ ରହିଛନ୍ତି ବୁଢୀ ମାଉସୀ । ତାଙ୍କ ନିରୀହ ଆଖିର ନିଷ୍ପାପ ଚାହାଁଣୀ ଦେଖିଲେ ଆଖିରୁ ଲୁହ ଖସି ଆସିବ ।  ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି । କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି । ଆଉ ଏଭଳି ଅବସ୍ଥାରେ ସେ ଦିନେ ପାଲଟଣା ଘରେ…

ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ, ସୂଚନା ଦେଲେ ଅଗ୍ନିଶମ ଡିଜି

ସୋନପୁର (କେନ୍ୟୁଜ):  ସୋନପୁରରେ ବୋରୱେଲ ଗାତରେ ଖସି ପଡ଼ିଥିବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ବୃଦ୍ଧା । ଦୀର୍ଘ ଘଣ୍ଟାର କସରତ ପରେ ୨୦ ଫୁଟ୍ ବୋରୱେଲ ଗାତ ତଳୁ ତାଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ।…

ବୋରୱେଲରେ ଖସିପଡିଲେ ବୃଦ୍ଧା, ପାଇପ୍‌ ଯୋଗେ ପଠାଗଲା ଅକ୍ସିଜେନ: ସୂଚନା ଦେଲେ ଅଗ୍ନିଶମ ଡିଜି

ସୋନପୁର (କେନ୍ୟୁଜ): ବୋରୱେଲ ଗାତରେ ଖସି ପଡିଲେ ବୃଦ୍ଧା । ସୋନପୁର-ବୁର୍ଡ଼l ରାସ୍ତାର କଇଁଫୁଲ ନିକଟରେ ଏହି ଅଘଟଣ ଘଟିଛି। ୨୦ ଫୁଟ ଗଭୀର ବୋରୱେଲରେ ଫସିଥିବା ଆଶଙ୍କା କରାଯାଉଛି । ତାଙ୍କ ନାଁ ଦୁଖୀ ନାଏକ ଓ ବୟସ ୮୦ ବର୍ଷ । ସେ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ…

ଅମାନବୀୟ କାଣ୍ଡ: ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଯୁବକ ଅଟକ

କଣ୍ଟାବାଞ୍ଜି (କେନ୍ୟୁଜ): କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ୪ଜଣ ଯୁବକ ଦୁଷ୍କର୍ମ ସହ ମାଡ଼ ମାରିଛନ୍ତି ବୋଲି ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ…

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହନ୍ତସନ୍ତ : ଟ୍ରଲିରେ ବୁହା ହୋଇ ଗଲେ ୮୦ ବର୍ଷର ବୃଦ୍ଧା

ଗଜପତି (କେନ୍ୟୁଜ): ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ଥିବା ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ରାଜ୍ୟରେ ବହୁ କଷ୍ଟରେ ଅଧିକ ଖର୍ଚାନ୍ତ ହୋଇ…

କଣ୍ଟ୍ରୋଲ ଚାଉଳ ପାଇବା ପାଇଁ ଡେଢ କିଲୋମିଟର ଚାଲିବାକୁ ପଡ଼ୁଛି ବୃଦ୍ଧ ମହିଳାଙ୍କୁ, ପୁଅ ଥାଇ ନଥିବା ସମାନ

କେନ୍ୟୁଜ୍‌(ବ୍ୟୁରୋ): ବାର୍ଦ୍ଧକ୍ୟ ଗ୍ରାସି ସାରିଲାଣି ଶରୀରକୁ । ଦେହରେ ଛିଡ଼ା ହେବାକୁ ବି ବଳ ନାହିଁ । ହାତକୁ ମାଟିରେ ଥାପି ବହୁ କଷ୍ଟରେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି ବୃଦ୍ଧ ମହିଳା ଜଣକ । ଅଣ୍ଟା ସଳଖି ଛିଡ଼ା ବି ହୋଇପାରୁ ନାହାଁନ୍ତି । ଆଶାବାଡ଼ି ଧରି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି…

ପୁଅ ବୋହୂ ଘରୁ ତଡିଦେବା ପରେ ଏବେ ବସଷ୍ଟାଣ୍ଡ ପାଲଟିଛି  ଅସହାୟ ବୁଢୀ ମା’ର ଠିକଣା

ରେଢାଖୋଲ(କେନ୍ଯୁଜ୍):  ମା’, ସମସ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ପ୍ରତ୍ୟେକ ମଣିଷ ପାଇଁ ଦୁନିଆର ସବୁ ସମ୍ପର୍କଠାରୁ ବଡ଼ ହୋଇଥାଏ ମା’ର ସମ୍ପର୍କ। ମା’ ନିଜ ଛୁଆକୁ ସବୁ ପରିସ୍ଥିତିରେ ଏବଂ ସବୁ ସମୟରେ ସାଥ୍‌ ଦେଇଥାଏ। ମା’ ଭଳି କେହି ହୋଇପାରିବେ ନାହିଁ। କିନ୍ତୁ…

ସମ୍ପତି ପାଇଁ ଭୁଲିଗଲେ ମାନବିକତା, ଠେଙ୍ଗା-ବାଡ଼ି ଦେଖାଇ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମିଳିମିଶି ଭାଙ୍ଗିଦେଲେ ଘର

ଯାଜପୁର ରୋଡ( କେନ୍ଯୁଜ୍): ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ହେବା, ମାଲି ମୋକଦ୍ଦମା ଯାଏ କଥା ଯିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । କିନ୍ତୁ ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ବାସଗୃହ ଭାଙ୍ଗି ଦେବା ଭଳି ଘଟଣା ବୋଧେ ବିରଳ। ଶହଶହ…

ଦାରିଦ୍ର୍ଯର ତାଡନା: ରାସ୍ତା ଉପରେ ବସି ତଳେ ପଡିଯାଇଥିବା ତରକାରୀ ଖାଇଲେ ବୃଦ୍ଧା, ମାଲକାନଗିରିରୁ ଆସିଲା ଏହି ହୃଦୟ…

ମାଲକାନଗିରି:  ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ଅସହାୟ ବୃଦ୍ଧା ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଥିଲେ। ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି…

ପର୍ବତ କୋଳରେ ଛିଣ୍ଡା ପାଲ ତଳେ କଟୁଛି ପ୍ରତିମାଙ୍କ ଜୀବନ, ପରିବାର କହିଲେ କେହି ନାହାନ୍ତି

ଫୁଲବାଣୀ: କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଛି । ତା ମଧ୍ୟରୁ ମୋ କୁଡ଼ିଆ, ବିଜୁ ପକ୍କା ଘର ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ ଯୋଜନା ଏକ ଲୋକାଭିମୁଖୀ ଯୋଜନା । ଏହି ଯୋଜନାର ମୂଳ ଲକ୍ଷ୍ୟ ଯେଉଁ ମାନେ ଗରିବ, ଅସହାୟ ଓ ଭୂମୀ ହୀନ ସେମାନଙ୍କୁ ସାମିଲ କରାଯିବ ଏବଂ…

କାନ୍ଦି କାନ୍ଦି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବୃଦ୍ଧା, ପୋଲିସ ଆସି ଏମିତି କରାଇଲେ ଚୁପ୍‌, ଦେଖନ୍ତୁ ଭିଡିଓ

ପୋଲିସ ଚାକିରି ଖୁବ୍‌ କଷ୍ଟକର। ପୋଲିସମାନଙ୍କୁ ବିଭିନ୍ନ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଦିନ ଦ୍ୱିପ୍ରହର ହେଉ କି ରାତିଅଧ, ସେମାନଙ୍କୁ ସବୁବେଳେ ଜାଗ୍ରତ ରହିବାକୁ ହୁଏ। ପୋଲିସଙ୍କୁ ନେଇ ସାଧାରଣରେ ଭିନ୍ନ ଧାରଣା ରହିଛି। ଲୋକମାନେ ପୋଲିସଙ୍କୁ କଠୋର ଓ ନିର୍ଦ୍ଦୟ ବୋଲି…