Browsing Tag

omicron variant

ଭାରତରେ ଚିହ୍ନଟ ହେଲା ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ BQ.1ର ପ୍ରଥମ ମାମଲା; ବୈଜ୍ଞାନିକ ଜାରି କଲେ ଚେତାବନୀ, ଦୀପାବଳିରେ…

ଗୋଟିଏ ପଟେ ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟର ସବ୍‌-ଭାରିଆଣ୍ଟ ଦେଶରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରର ପୁଣେରେ ଓମିକ୍ରନର ସବ୍‌-ଭାରିଆଣ୍ଟ ଅର୍ଥାତ୍‌ BQ.1ର ପ୍ରଥମ ମାମଲା ମିଳିଛି। BQ.1 ହେଉଛି ଓମିକ୍ରନ BA.5ର ବଂଶଜ, ଯାହାକି, ବର୍ତ୍ତମାନ…

ଖୁବ ଶୀଘ୍ର ଦେଶରେ ଉତ୍ପାଦନ ହେବ ଓମିକ୍ରନ ଟିକା : ପ୍ରସ୍ତୁତି ଚଳାଇଛି ଜେନୋଭା ବାୟୋଫାର୍ମାସିଟ୍ୟୁକାଲ

ନୂଆଦିଲ୍ଲୀ : ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଜାରି ରହିଥିବା ଆଗାମୀ ଦିନରେ ଏହାର ପ୍ରଭାବକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପୂର୍ବରୁ ଭାରତ କୋଭିଡ୍ ଲଢ଼େଇ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟିକା ଲୋକଙ୍କୁ ପ୍ରଦାନ କରିଥିବା ବେଳେ ଏଥର ମଧ୍ୟ ପଛରେ…

ଓଡ଼ିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରେ ମାଡୁଛି ଓମିକ୍ରନ୍‌ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଜିନମ୍‌ ସିକ୍ୱେନ୍ସିଂ ପରେ ଜଣଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ଜଣାପଡ଼ିଛି…

ଓମିକ୍ରନ ଭାରିଆଣ୍ଟ ସହ ଦେଶରେ ଘାରିଛି ତୃତୀୟ ଲହରର ଭୟ , ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାର

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟ ସହ ଦେଶରେ ତୃତୀୟ ଲହରର ଭୟ ଘାରିଛି। ସମସ୍ତଙ୍କ ମନରେ ଏହି ଆଶଙ୍କା ଥିବା ବେଳେ କୋଭିଡ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଇଥିବାରୁ ଭୟ ଦ୍ୱିଗୁଣିତ ହୋଇଛି। ଦେଶର ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାର କରିଛି। ସର୍ବାଧିକ ସଂକ୍ରମିତ…

ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା, ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି ଟିକା ସୁରକ୍ଷା ଦେବ । ଟିକା ନେଲେ ଗୁରୁତର ହେବା ଓ ମୃତ୍ୟୁମୁଖରେ ପଡିବା ଆଶଙ୍କା କମ୍‌ ରହିବ । ଲୋକଙ୍କୁ ଟିକା ନେବା ପାଇଁ…

ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ, ମାତ୍ର ଗୁରୁତର କରୁନାହିଁ: WHO

ନୂଆଦିଲ୍ଲୀ: ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ମାତ୍ର ସଂକ୍ରମିତଙ୍କୁ ବେଶି ଗୁରୁତର କରୁନାହିଁ। ଏପରି ରିପୋର୍ଟ ଦେଇଛି WHO । ଓମିକ୍ରନ ଟିକାର ପ୍ରଭାବ କମାଇ ଦେଉଛି। ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଉଛନ୍ତି। ମାତ୍ର ସେତେଟା ଗୁରୁତର…

ଏଣିକି ଦୁଇ ଘଣ୍ଟାରେ ଜାଣିପାରିବେ ଆପଣ ଓମିକ୍ରନ୍ ସଂକ୍ରମିତ କି ନୁହେଁ; ICMR ତିଆରି କଲା ସ୍ୱତନ୍ତ୍ର RT-PCR କିଟ୍

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବରେ ଓମିକ୍ରନ୍ ଭାରିଆଣ୍ଟ ଦିନକୁ ଦିନ ବୃଦ୍ଧି ପାଉଛି । ଏହି ସମୟରେ, ICMRର ବୈଜ୍ଞାନିକ ମାନେ ଓମିକ୍ରନ୍ ଭାରିଆଣ୍ଟର ପରୀକ୍ଷା କରିବା ପାଇଁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି। ଓମିକ୍ରନ୍ ପରୀକ୍ଷଣ ପାଇଁ, ଏହି କିଟ୍ ପୂର୍ବ- ଉତ୍ତର ଆଞ୍ଚଳିକ ମେଡିକାଲ୍…

ଧୀରେ ଧୀରେ ଡେଣା ମେଲାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ, ଜାନୁଆରୀରେ ଆସିବକି ଥାର୍ଡ ୱେଭ

ଏବେ ସମସ୍ତଙ୍କୁ ଶୀତ କଣ ଥରାଇବ, ଥରାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ। ଦିନକୁ ଦିନ ଓମିକ୍ରନ୍‌ ମାମଲା ବଢ଼ି ବଢ଼ି ଚାଲିଛି। ସୋମବାର ମୁମ୍ବାଇରେ ଓମିକ୍ରନର ୨ଟି କେସ୍‌ ବାହାରିବା ପରେ ଦେଶର କରୋନାର ନୂଆ ବେରିଏଣ୍ଟ ଓମିକ୍ରନର ସଂଖ୍ୟା ୨୩ରେ ପହଁଚିଛି। ପ୍ରଥମେ କର୍ଣ୍ଣାଟକରେ ଦୁଇଟି…

ହୁ ହୁ ହୋଇ ବ୍ୟାପୁଛି ଓମିକ୍ରନ, ଟିକା ନୁହେଁ ଏବେ ଚୁଇଁଗମ୍ ରୋକିବ ସଂକ୍ରମଣ

କୋଭିଡର ନୂଆ ପ୍ରକାର ଭାରିଆଣ୍ଟ ଓମିକ୍ରନ, ଯାହା ନଭେମ୍ବରର ଶେଷ ସପ୍ତାହରେ ଚିହ୍ନଟ ହୋଇଥିଲା । ଏହାକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଅନିଶ୍ଚିତତା ଏବଂ ଭୟ ସୃଷ୍ଟି କରିଛି। ତେବେ WHO ଅନୁଯାୟୀ ୪୭ ରୁ ଅଧିକ ଦେଶରେ ବ୍ୟାପିଥିବା ଓମିକ୍ରନ୍ ଭାରିଆଣ୍ଟର କୌଣସି ମୃତ୍ୟୁ ଖବର ଏପର୍ଯ୍ୟନ୍ତ…

ଓମିକ୍ରନ୍ ପାଇଁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅ ପୁଅକୁ ହତ୍ୟାକଲେ ଡାକ୍ତର

''ବହୁତ ହେଲା ଆଉ କରୋନାକୁ ସହି ହେବନାହିଁ। ଏ ଓମିକ୍ରନ୍‌ ସମସ୍ତଙ୍କୁ ମାରିବ । ମୁଁ ଆଉ ଶବ ଗଣିପାରିବି ନାହିଁ । କରୋନାର କରୁଣ ସ୍ୱର ଏବେ ବି ମୋ କାନରେ ଶୁଭୁଛି । କରୋନାର କରାଳ ରୂପ ମୋତେ ଆଜି ବି ଶାନ୍ତିରେ ବଞ୍ଚିବାକୁ ଦେଉନି। ଏବେ ଆଉ ମୋତେ ଏସବୁକୁ ଦେଖିବାକୁ ସାହସ ନାହିଁ ସେଥିପାଇଁ…

ଓମିକ୍ରନ୍‌କୁ ନେଇ ଭୟ ନକରି ସତର୍କ ରୁହ: ନବ ଦାସ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟିକା ଉପରେ ଏହା କେତେ ପ୍ରଭାବୀ ତା ବିଷୟରେ ଗବେଷଣା ଚାଲିଛି । କେବଳ ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ ଆମକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ। ଫଳରେ ତାଙ୍କୁ ଯୋଗାଯୋଗ କରି…

ମାଡ଼ି ଆସୁଛି ଓମିକ୍ରନ! ରକ୍ଷା କରିବ ସବୁଜ ପରିବା ଓ ଋତୁକାଳୀନ ଫଳ, ଦୈନିକ ୪୦ ମିନିଟ୍‌ ବସନ୍ତୁ ଖରାରେ; ଜାଣି ରଖନ୍ତୁ…

କରୋନାର ଭୟ, ଯାହା ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହୋଇଥିଲା, ତାହା କିଛି ମାସ ଧିମା ପଡ଼ି ଯାଇଥିଲା। କିନ୍ତୁ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ଆସିବା ପରେ ଏହା ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଓମିକ୍ରନ ଏତେ ବିପଜ୍ଜନକ ହେବ ଯେ ଏଥିରେ ଆମେ ଭୟଭୀତ…