Browsing Tag

OTV land grab case

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି…

ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲା: ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ

ଭୁବନେଶ୍ବର: ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାଜବବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ। ପୂର୍ବରୁ ୧୨ଦିନ ଧରି ଖୋର୍ଦ୍ଧା ସାରୁଅ ତରଙ୍ଗ ଷ୍ଡୁଡିଓ ଆଗରେ ଧାରଣାରେ ବସିଥିଲେ। ତୁରନ୍ତ ଜମି…

ଖୋର୍ଦ୍ଧା ସାରୁଅ ଜମି ହଡପ ପ୍ରସଙ୍ଗ: ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ହାଇକୋର୍ଟରେ ଆଜି ଶୁଣାଣି

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଜମି ହଡପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି । ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି କରିବେ କୋର୍ଟ । ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ନଭେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ…

ସାରୁଅ ଜମି କିଣାବିକା ମାମଲା: ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମ…

ଖୋର୍ଦ୍ଧା : ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ । ସାରୁଅରେ ଜଣେ ଅନୁସୂଚୀତ ଜାତିର ବ୍ୟକ୍ତିଙ୍କ ଠାରୁ ବେଆଇନ୍‌ ଭାବେ ଜମି କିଣାଯାଇଥିବା ମାମଲାରେ ତାଙ୍କ ସଂପୃକ୍ତିକୁ ନେଇ ପୂର୍ବରୁ କ୍ରାଇମ୍‌…

ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଜମି ହଡ଼ପ ଅଭିଯୋଗର ତନାଘନା,୮…

ଖୋର୍ଦ୍ଧା(କେନ୍ୟୁଜ୍): ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ । ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଜମି ହଡ଼ପ ଅଭିଯୋଗର ତନାଘନା ତଦନ୍ତ । ଗ୍ରାଉଣ୍ଡରେ ତିନି ଜଣିଆ ତଦନ୍ତକାରୀ ଟିମ୍‌ ଖୋଳତାଡ କରିଛନ୍ତି । ସାରୁଅ ମଲ୍ଲିକ ସାହିରେ ପହିଞ୍ଚିଥିଲେ । ୮…

ସାରୁଅ ଜମି ହଡ଼ପ ମାମଲା: ବିବାଦୀୟ ଜାଗାରେ ହୋଇଥିବା ମହିଳା ସମିତି ସଭାପତି ଓ କୋଷାଧ୍ୟକ୍ଷ ଦେଲେ ଇସ୍ତଫା

ଖୋର୍ଦ୍ଧା: ଖୋର୍ଦ୍ଧାରେ ଓଟିଭିର ସାରୁଅ ଜମି ହଡ଼ପ ମାମଲା । ସାରୁଅ ବିବାଦୀୟ ଜାଗାରେ ଥିବା ମହିଳା ସମିତିର ସଭାନେତ୍ରୀ ଦେଲେ ଇସ୍ତଫା । ଦଳିତଙ୍କ ଜମି ଚଞ୍ଚକତା କରି ହଡ଼ପ କରାଯାଇଥିବା ଜାଣିବା ପରେ ସେ ଇସ୍ତଫା ଦେଇଥିବା କହିଛନ୍ତି । ମହିଳା ସମିତି ଘର ଚାରିପାଖରେ ପାଚେରୀ ନିର୍ମାଣ ହୋଇଥିଲା…

ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ୍, ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପାଙ୍କୁ ପଚରାଉଚରା

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ । ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପା ରଣଧୀର ସିଂହଙ୍କୁ ପଚରାଉଚରା କରିଛି ପୋଲିସ । ଦିନ ୧୧ଟାରେ ପୋଲିସ ପହଁଚିବ ବୋଲି ଲଟକା ଜାରି କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂବରୁ ସାରୁଅ ଷ୍ଟୁଡିଓରେ ପହଁଚିଥିଲେ ଖୋଦ୍ଧା ଏସଡିପିଓ…

ତଦନ୍ତରେ ସହଯୋଗ କରୁନାହାନ୍ତି ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ, ଷ୍ଟୁଡିଓ ଗେଟ୍‌ ଆଗରେ ନୋଟିସ ମାରିଲା ପୋଲିସ୍

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ OTV ସଂସ୍ଥା ଜମି ହଡ଼ପ ଅଭିଯୋଗ ମାମଲାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜଣେ ଅନୁସୂଚିତ ଜାତି ଲୋକଙ୍କ ମାଧ୍ୟମରେ…

ଜମି ହଡପ ମାମଲା: ଓଟିଭି କର୍ତ୍ତୃପକ୍ଷ ଏବଂ ଏତଲାକାରୀଙ୍କୁ ନୋଟିସ କଲା ପ୍ରଶାସନ, ବିବାଦୀୟ ଜମିର ମାପଚୁପ ଆରମ୍ଭ

ଖୋର୍ଦ୍ଧା: ଓଟିଭି ଜମି ହଡପ ମାମଲା । ହାଲୁରୀ ପାହାଡ଼ସିଙ୍ଗ ଓ ସନାତନ ପାହାଡସିଙ୍ଗଙ୍କ ଏତଲା କ୍ରମେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ପ୍ରଶାସନ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷ ଓ ଏତଲାକାରୀଙ୍କୁ ନୋଟିସ କରାଯାଇଛି । ଉପଜିଲ୍ଲାପାଳ ଏହି ନୋଟିସ ଜାରି କରିଛନ୍ତି । ଏହାସହ ବିବାଦୀୟ ଜମିର…

OTV ବିରୋଧରେ ଜମି ହଡପ ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ: ସାରୁଅ ଗାଁରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ବେଗୁନା ତହସିଲଦାର ଓ…

ଖୋର୍ଦ୍ଧା : OTV ବିରୋଧରେ ଜମି ହଡପ ଅଭିଯୋଗ ମାମଲାର ତଦନ୍ତ ଆରମ୍ଭ । ଖୋର୍ଦ୍ଧା ସାରୁଅ ଗାଁରେ ପହଞ୍ଚିଲେ ଖୋର୍ଦ୍ଧା ଉପଜିଲ୍ଲାପାଳ, ବେଗୁନା ତହସିଲଦାର ଓ ରାଜସ୍ୱ ନିରୀକ୍ଷକ । ନକ୍ସା ମଗାଇ ଜମିର ମାପଚୁପ ଆରମ୍ଭ କରିଛନ୍ତି । ଓଟିଭି ସଂସ୍ଥା ସ୍ଥାନୀୟ ଲୋକଙ୍କ ଜମି ଜବର ଦଖଲ କରିଥିବା ନେଇ…