Below header
Browsing Tag

pakistan

ପାକିସ୍ତାନରେ ଅଚାନକ ବଢିଗଲା ପେଟ୍ରୋଲ-ଡିଜେଲ ଦାମ୍‌, ଗଧଙ୍କୁ ବି ମିଳିଗଲା କାମ

କଥାଟି ପଢି ଆଶ୍ଚର୍ଯ୍ୟ ଲାଗୁଥାଇପାରେ ନିଶ୍ଚିତ। ଗଧମାନେ ତ ସେମିତିରେ କାମ କରିଥାନ୍ତି, ପୁଣି କଣ ହେଲା ଯେ ଗଧଙ୍କୁ ରୋଜଗାର କରିବାର ସୁଯୋଗ ମିଳିଗଲା। କଥା କ’ଣ କି, ପାକିସ୍ଥାନର ଆର୍ଥିକ ଅବସ୍ଥା ଏବେ ବେଶ ମାନ୍ଦା ଚାଲିଛି। ପାକିସ୍ଥାନର ଜିଡିପି ହ୍ରାସ ହେବାରେ ଲାଗିଛି। ସବୁ ଦ୍ରବ୍ୟର…

ପାକିସ୍ତାନ ରାୱଲପିଣ୍ଡିରେ ଜନବସତି ଅଞ୍ଚଳରେ ଖସିପଡ଼ିଲା ସାମରିକ ବିମାନ, ୧୫ ମୃତ

ପାକିସ୍ତାନ: ପାକିସ୍ତାନ ରାଓ୍ଵଲପିଣ୍ଡିରେ ସେନାର ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଜନବସତି ଅଞ୍ଚଳକୁ ଖସିପଡିଥିଲା । ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ୫ ଜଣ ପାକ ଯବାନ ଅଛନ୍ତି । ବିମାନଟି ଉଡାଣ…

ରୁଟିର ଦାମ୍ ୩୦ ଟଙ୍କା, ପାକିସ୍ତାନରେ ଜନତାଙ୍କୁ ମହଙ୍ଗାମାଡ

ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ମହଙ୍ଗାମାଡରେ ଭାଙ୍ଗିଗଲାଣି ଲୋକଙ୍କ ମେରୁଦଣ୍ଡ । ଧୀରେ ଧୀରେ ବଢୁଛି ସବୁ ଜିନିଷର ଦାମ । ଗହମ ଏବଂ ଅଟାର ମୂଲ୍ୟ ଏବେ ଆକାଶ ଛୁଆଁ । ପରିସ୍ଥିତି ଏମିତି ଗୋଟିଏ ରୁଟିର ଦାମ୍ ଏବେ ୨୦ ରୁ ୩୦ ମଧ୍ୟରେ ପହଂଚିଲାଣି । ଆର୍ଥିକ ସଙ୍କଟରୁ…

ପାକିସ୍ତାନକୁ ବଡ ଝଟକା, ଇଣ୍ଟରନ୍ୟାନାଲ୍ କୋର୍ଟରୁ କେସ୍ ହାରିବା ପରେ ଏବେ ଦେବ ୪୦ ହଜାର କୋଟି ଜରିମାନା

ଧୀରେ ଧୀରେ ବଢୁଛି ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଅଡୁଆ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକ୍ ସରକାରଙ୍କ ଉପରେ ବଢୁଛି ବୋଝ । ଇଣ୍ଟରନ୍ୟାସନାଲ୍ କୋର୍ଟରେ ଏକ ବଡ କେସ୍ ହାରିଯାଇଛି ପଡୋଶୀ ପାକ୍ । ଯାହା ଫଳରେ ଏବେ ୪୦ ହଜାର କୋଟି ସୁଝିବେ ପାକ୍ ସରକାର । ବେଲୁଚିସ୍ତାନରେ…

ବିଶେଷସୂତ୍ରରୁ ପଡିଛି ଜଣା : ଏୟାରଷ୍ଟାଇକ୍ ପରେ ପାକ୍ ଆତଙ୍କବାଦୀଙ୍କୁ ଆଫଗାନୀସ୍ତାନରେ ମିଳୁଛି ଟ୍ରେନିଂ, ଏନେଇ…

ଭାରତ ପକିସ୍ତାନ ମଧ୍ୟରେ ସବୁବେଳେ ଲାଗିରହିଥାଏ କିଛି ନା କିଛି ବିବାଦ। ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନକୁ ପ୍ରସ୍ତୁତ କରୁଥିବା ଏବେ ଖବର ଆସିଛି। ଖବର ଅନୁସାରେ, ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ଆତଙ୍କବାଦୀମାନେ ଆଫଗାନିସ୍ତାନର ବିଭିନ୍ନ…

ଖେଳୁଥିଲା ହିନ୍ଦୁସ୍ତାନ, ବିଜୟ ପ୍ରାର୍ଥନା କରୁଥିଲା ପାକିସ୍ତାନ ହେଲେ ପାକ୍‌ର ସେମିଫାଇନାଲ୍ ଆଶାରେ ସର୍ଜିକାଲ୍…

ଖେଳୁଥିଲା ହିନ୍ଦୁସ୍ତାନ କିନ୍ତୁ ବିଜୟ ପାଇଁ ପ୍ରାର୍ଥନା କରୁଥିଲା ପାକିସ୍ତାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଇଂଲଣ୍ଡ ଏବଂ ଭାରତ ମୁକାବିଲାରେ । ହେଲେ ପାକର ପ୍ରାର୍ଥନା ପ୍ରାର୍ଥନାରେ ହିଁ ରହିଗଲା । ଆଉ ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ ଅଟକାଇ ଦେଲା ଇଂଲଣ୍ଡ । ଟିମ୍…

ମ୍ୟାଚ୍ ଜିତିଲା ପାକ୍ କିନ୍ତୁ ମନ ଜିତିଲେ ପ୍ରଶଂସକ, ଷ୍ଟାଡିୟମରେ ପଡିଥିବା ମଇଳା ସଫା କଲେ ପାକିସ୍ତାନୀ

ଭାରତଠୁ ହାରିବା ପରେ ପାକିସ୍ତାନ ଟିମ୍ ଏବଂ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଟ୍ରୋଲ୍ କରିଥିଲା ସୋସିଆଲ୍ ମିଡିଆ । ମ୍ୟାଚ୍ ପରେ କେହି ଫ୍ୟାନ୍ କାନ୍ଦୁଥିବାର ତ କେହି ଟିଭି ଭାଙ୍ଗୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏସବୁ ମଧ୍ୟରେ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ । ଯାହାକୁ ଦେଖିବା ପରେ…

ମୈଦାନ ଭିତରେ ପାକ୍ – ଆଫଗାନିସ୍ତାନ ଖେଳାଳି ଆଉ ବାହାରେ ପ୍ରଶଂସକ ପିଟାପିଟି, ଭାଇରାଲ୍ ହେଉଛି ଭିଡିଓ

ମୈଦାନ ମଧ୍ୟରେ ଚାଲିଥଲା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା । ଆଉ ପଡିଆ ବାହାରେ ହୋଇଥିଲା ପ୍ରଶଂସକଙ୍କ ମଧ୍ୟରେ ଲଢେଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାରର ବିଶ୍ବକପ୍ ମ୍ୟାଚ୍ ସମୟରେ । ଆଫଗାନିସ୍ତାନକୁ ଅତି ରୋମାଂଚକର ଭାବରେ ପରାଜୟ କରିବା ପରେ ଷ୍ଟାଡିୟମରେ…

ବିଶ୍ୱକପ୍‌ : ଲଗାତର ଚତୁର୍ଥ ବିଜୟ ହାସଲ କଲା ପାକିସ୍ତାନ

ଲିଡ୍‌ସ : ଚଳିତ ବିଶ୍ୱ କପ୍‌ର ୩୬ତମ ମ୍ୟାଚ୍‌ରେ ଆଜି ଆଫଗାନିସ୍ତାନକୁ ୩ ଓ୍ଵିକେଟ୍‌ରେ ହରାଇ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୯ ଓ୍ଵିକେଟ୍‌ରେ ୨୨୭ ରନ୍‌ କରିଥିଲା । ଜବାବରେ ପାକିସ୍ତାନ ୪୯.୪  ଓଭରରେ ୭ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । ଦଳ…

ବିଶ୍ୱକପ୍‌ : ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ସ୍କୋର କଲା ୬ ଓ୍ଵିକେଟ୍‌ରେ ୨୩୭ ରନ୍‌

ବର୍ମିଂହମ୍‌ : ଚଳିତ ବିଶ୍ୱକପ୍‌ର ଆଜି ଖେଳା ଯାଛି ୩୩ତମ ମ୍ୟାଚ୍‌ । ପାକିସ୍ତାନ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ କରିଛି ୨୩୭ ରନ୍‌ । ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ଲାଇଭ୍ ସୋରେ ସାମ୍ବାଦିକଙ୍କୁ ପିଟିଲେ ପାକ୍ ପିଏମ୍ ଇମରାନ୍ ଖାନଙ୍କ ନେତା, ଦେଖନ୍ତୁ ଭିଡିଓ

ଲାଇଭ୍ ସୋରେ ବରିଷ୍ଠ ପତ୍ରକାରଙ୍କୁ ଆକ୍ରମଣ । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଆୟୋଜିତ ଡିବେଟରେ ବରିଷ୍ଠ ସାମ୍ବାଦିକ ଇମତିୟାଜ୍ ଖାନଙ୍କୁ ଆଟାକ୍ କରିଛନ୍ତି ଜଣେ ନେତା । ଏହି ନେତା ଜଣକ ଆଉ କେହି ନୁହେଁ, ହେଉଛନ୍ତି ଇମରାନ୍ ଖାନଙ୍କ ପାର୍ଟିର ନେତା ମସରୁର ଅଲ୍ଲୀ ସିୟାଲ୍ । ଲାଇଭ୍…

ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ କରିଛି ୩୦୮ ରନ୍‌

ଲଣ୍ଡନ୍‌ : ଲର୍ଡସରେ ଆଜି ଖେଳା ଯାଉଛି ଚଳିତ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ । ଏଥିରେ ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ଦେଇଛି ୩୦୯ ରନ୍‌ର ବିଜୟଲକ୍ଷ୍ୟ । ଶେଷ ୪ଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଦୌଡ଼ରେ ରହିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ପକ୍ଷରୁ ଆଜି ଅଧିକାଂଶ ବ୍ୟାଟ୍‌ସମ୍ୟାନ୍‌ ଭଲ…