Browsing Tag

paytm

LPG Offers: ୯ ଟଙ୍କାରେ ମିଳିବ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର, ୩୦ ଏପ୍ରିଲ ଯାଏ ରହିଛି ମଉକା, ଏମିତି ଉଠାନ୍ତୁ…

ତୈଳ କମ୍ପାନୀଗୁଡ଼ିକ ଚଳିତ ମାସ ୧ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା କମାଇଥିଲେ। ଏଥିରୁ ଉପଭୋକ୍ତାମାନଙ୍କୁ ସାମାନ୍ୟ ଆଶ୍ୱସ୍ତୀ ମିଳିଥିଲା। କିନ୍ତୁ ବିନା ସବ୍‌ସିଡିଯୁକ୍ତ ୧୪.୨ କିଗ୍ରା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ବି ୮୦୯ ଟଙ୍କା ରହିଛି। ତେବେ…

LIC ପଲିସି ଧାରକଙ୍କ ପାଇଁ ଭଲ ଖବର! Paytmରୁ କରିପାରିବେ ସବୁ ପ୍ରକାର ପେମେଣ୍ଟ, ଦୁହିଁଙ୍କ ମଧ୍ୟରେ ହେଲା ଚୁକ୍ତିନାମା

ଯଦି ଆପଣ ଲାଇଫ୍‌ ଇନସ୍ୟୁରାନ୍ସ କମ୍ପାନୀ(LIC)ରୁ କୌଣସି ପଲିସି କିଣିଛନ୍ତି, ତ ଆପଣଙ୍କ ପାଇଁ ଭଲ ଖବର। ଆପଣ ପଲିସି ପ୍ରିମିୟମର ଭରଣା କିମ୍ବା କୌଣସି ବି ପ୍ରକାର ପଲିସି ସହ ଜଡ଼ିତ ପେମେଣ୍ଟ Paytmରୁ ବି କରିପାରିବେ। LIC, Paytmକୁ ନିଜର ସମସ୍ତ ପ୍ରକାର ଡିଜିଟାଲ ପେମେଣ୍ଟର ସୁବିଧା ଦେବା…

Paytm ଆଣିଲା ଶାନଦାର ଅଫର, କେବଳ ୧୦ ଟଙ୍କା ଖର୍ଚ୍ଚ କରି ଆପଣ ବି ଉଠାନ୍ତୁ ଫାଇଦା

ଶେୟାର ବଜାରରେ ବର୍ତ୍ତମାନ ଚମକ ନଜର ଆସୁଛି। ଲୋକେ ପଇସା ତ ଲଗାଇବାକୁ ଚାହାନ୍ତି, ହେଲେ କମ୍‌ ତଥ୍ୟ ଯୋଗୁ କିଛି କରିପାରନ୍ତି ନାହିଁ। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ନିକଟରେ Paytm ଏକ ନୂଆ ସେବା ଆରମ୍ଭ କରିଛି, ଯାହା ସାହାଯ୍ୟରେ ଆପଣ ବହୁତ କମ୍‌ କମିଶନ ଦେଇ…

LPG Cylinder ରେ ମିଳୁଛି ୫୦୦ ଟଙ୍କାର କ୍ଯାଶବ୍ଯାକ୍, ଜାଣନ୍ତୁ କେମିତି ପାଇବେ

ରୋଷେଇରେ ବ୍ଯବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଆପଣଙ୍କୁ ୫୦୦ ଟଙ୍କାର ଫାଇଦା ସିଧାସଳଖ ମିଳିପାରେ। ଏହି ଖାସ୍ ସ୍କିମ ଜରିଆରେ ଆପଣଙ୍କୁ କରିବାକୁ ପଡ଼ିବ ଏଲପିଜି ସିଲିଣ୍ଡର ବୁକିଂ । ତେବେ ଆସନ୍ତୁ ଜାଣିବା… କେମିତି ଉଠାଇବେ ଫାଇଦା.. ସୂଚନା ମୁତାବକ, ପେଟିଏମ୍ ନିଜର ଗ୍ରାହକଙ୍କୁ…

Paytm ଲଞ୍ଚ କଲା ନୂଆ କ୍ରେଡିଟ୍‌ କାର୍ଡ, ପ୍ରତି ଟ୍ରାଞ୍ଜାକ୍ସନରେ ମିଳିବ କ୍ୟାଶବ୍ୟାକ୍‌

Paytm ଭାରତରେ କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ୍‌ କାର୍ଡ ଜରିଆରେ କିଛି ବି କିଣିଲେ କ୍ୟାଶବ୍ୟାକ ଅଫର ମିଳିବ ବୋଲି କମ୍ପାନୀ କହିଛି। କମ୍ପାନୀ ନେକ୍ସ ଜେନେରେସନ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଆଗାମୀ ବର୍ଷେ ମଧ୍ୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଡ ଜାରି କରିବା ପେଟିଏମ୍‌…

Paytm ରୁ ପେମେଣ୍ଟ କରିବା ହେଲା ମହଙ୍ଗା, ଓ୍ଵାଲେଟରେ ପଇସା ଯୋଡିଲେ ଲାଗିବ ଏକ୍ସଟ୍ରା ଚାର୍ଜ

ଯଦି ଆପଣ ଡିଜିଟାଲ ପେମେଣ୍ଟ କରିବା ପାଇଁ ପେଟିମ୍‌ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖରାପ ଖବର। ଏବେ ପେଟିଏମ ଓ୍ବାଲେଟରେ ଟଙ୍କା ଯୋଡିବା ପାଇଁ ଅତିରିକ୍ତ ଚାର୍ଜ ଲାଗିବ । ଅର୍ଥାତ୍‌ ଆପଣଙ୍କୁ ଏବେ ୨ ପ୍ରତିଶତ ଅତିରିକ୍ତ ଟଙ୍କା ଦେବାକୁ ହେବ। ଅବଶ୍ୟ ପୂର୍ବରୁ ଏ ନିୟମ ଦଶ ହଜାର…

ଗୁଗଲ ପ୍ଲେ ଷ୍ଟୋରରୁ ହଟାଇଥିଲା Paytm, ଏବେ କମ୍ପାନୀ ଲଞ୍ଚ କଲା ନିଜର Mini App Store

ଗତ କିଛିଦିନ ତଳେ ଗୁଗଲ ପ୍ଲେ ଷ୍ଟୋରୁ ପେଟିଏମ୍‌କୁ ହଟାଇଦେଇଥିଲା। କିନ୍ତୁ ୨୪ ଘଣ୍ଟା ପରେ ପୁଣି ଆପ୍‌ଟି ପ୍ଲେ ଷ୍ଟୋରରେ ନଜର ଆସିଥିଲା। ଗୁଗଲର ଏପରି କାମରେ ପେଟିଏମ୍‌ ନାରାଜ ହୋଇ ନିଜର ମିନି ଆପ୍‌ ଷ୍ଟୋର ଲଞ୍ଚ କରିଛି। ୟୁଜର୍ସଙ୍କୁ ପେଟିଏମ୍‌ ଆପ୍‌ ଡାଉନଲୋଡ କରିବା ପାଇଁ ଆଉ ଏକ ଆପ…

Google Play Storeକୁ ପୁଣି ଫେରିଲା Paytm, କିନ୍ତୁ ଏବେ ଏହି ଆପରେ ହୋଇଛି ଏଭଳି ପରିବର୍ତ୍ତନ

ଗୁଗଲ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ ୱାଲେଟ ଆପ୍ଲିକେସନ ପେଟିଏମ(Paytm Android App) ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ ଟୁଇଟ କରି ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ସୂଚନା ଦେଇଛି। ତେବେ ଗୁଗଲ ପ୍ଲେ ଷ୍ଟୋର ପେଟିଏମ ଆପକୁ ଜୁଆ ଖେଳାଯିବା ଅଭିଯୋଗରେ ନିଜ…

ଛୋଟ ବ୍ୟବସାୟ ପାଇଁ Paytm ଲଞ୍ଚ କଲା ପ୍ରଥମ POS ଡିଭାଇସ

ଛୋଟ ବ୍ୟବସାୟ ପାଇଁ ପେଟିଏମ୍ ପ୍ରଥମ ପକେଟ୍ ଆଣ୍ଡ୍ରଏଡ୍ POS ଲଞ୍ଚ କରିଛି ଯାହାଦ୍ୱାରା କଣ୍ଟାକ୍ଟଲେସ ପେମେଣ୍ଟ କରାଯାଇ ପାରିବ । ଏହି ଡିଭାଇସକୁ ମାସକୁ 499 ଟଙ୍କା ଦେଇ ଭଡାରେ ମଧ୍ୟ ନିଆଯାଇପାରିବ । ଏହା ଏକ ଫୋନ୍ ପରି ଡିଜାଇନ୍ ହୋଇଛି । ପେଟିଏମ୍ ଦାବି କରିଛି ଯେ ଅର୍ଡର ନେବା ଏବଂ ଦେୟ…

ଏବେ Paytm ଏବଂ Google Pay ମଧ୍ୟ ନାହିଁ ସୁରକ୍ଷିତ, ୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ ବ୍ୟକ୍ତି

ଆପଣ ଯଦି ଅନଲାଇନ୍‌ ପେମେଣ୍ଟ କରିବା ପାଇଁ paytm କିମ୍ବା google pay ଭଳି ଆପ୍ସ ବ୍ୟବହାର କରୁଛନ୍ତି ତେବେ ଆପଣ ବର୍ତ୍ତମାନ ସାବଧାନତାର ସହ ବ୍ୟବହାର କରନ୍ତୁ। ଆମେ ଆପଣଙ୍କୁ ଏଭଳି କହିବାର କାରଣ ଡିଜିଟାଲ ପେମେଣ୍ଟ ସହ ଜଡିତ ଥିବା ଏଭଳି ଏକ ଠକାମି ଘଟଣା ମହାରାଷ୍ଟ୍ର ସହରର ଥାଣେ ଅଞ୍ଚଳରୁ…

ମାତ୍ର ୧ ଟଙ୍କା ନିବେଶରେ କିଣି ପାରିବେ ସୁନା, ଏହି କମ୍ପାନୀ ଗୁଡିକ ଦେଉଛନ୍ତି ଅଫର

ନୂଆଦିଲ୍ଲୀ : ଭାରତରେ ସୁନା କିଣିବା ଏବଂ ପିନ୍ଧିବାର ସଉକ ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ। ପୁରାତନ କାଳରୁ ଆରମ୍ଭ କରି ଆଜି ପର‌୍ୟ୍ୟନ୍ତ ସମସ୍ତେ ସୁନା କଣିବାକୁ ଖୁବ ପସନ୍ଦ କରିଥାନ୍ତି। କିନ୍ତୁ ସୁନା କିଣିବାର ଇଛା ଥିଲେ ମଧ୍ୟ ଟଙ୍କା ଅଭାବରୁ ଅଥବା ଏକା ସାଙ୍ଗରେ ଲକ୍ଷଧିକ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର : ଏବେ Paytmରେ ବୁକିଂ କଲେ ଲାଗିବ ନାହିଁ ଟ୍ରାଂଜାକସନ୍ ଚାର୍ଜ

ରେଳଯାତ୍ରୀଙ୍କ ପାଇଁ ଖୁସିଖବର। ଯଦି ଆପଣ ଟିକେଟ ବୁକ୍ କରିବା ପରେ ଡିଜିଟାଲ ମାଧ୍ୟମରେ ଏହି ଟଙ୍କାକୁ ଭରୁଛନ୍ତି ଏବଂ ଏହି କାରଣରୁ ହେଉଥିବା ଟ୍ରାଜାକସନ ଚାର୍ଜ ପାଇଁ ଚିନ୍ତିତ ହେଉଛନ୍ତି। ତେବେ ଏବେ ଏହି ଖବର ଶୁଣିବା ପରେ ଆପଣଙ୍କୁ ଶାନ୍ତି ମିଳିବ। ମୋବାଇଲ ୱାଲେଟ କମ୍ପାନୀ ପେଟିଏମ୍ ,…