ଏହି ଲୋକ PPF ସ୍କିମରେ କରନ୍ତୁ ନାହିଁ ଇନଭେଷ୍ଟ, ଅଟକି ଯାଇପାରେ ଟଙ୍କା!
ଲୋକମାନେ ଭଲ ସଞ୍ଚୟ କରିପାରିବେ ଏବଂ ଭଲ ରିଟର୍ଣ୍ଣ ପାଇପାରିବେ ଏଥିପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର ଲୋକଙ୍କୁ ଭଲ ରିଟର୍ଣ୍ଣ ଦେବାକୁ ଚେଷ୍ଟା କରୁଛନ୍ତି। ସେହିପରି ଏହି ସ୍କିମକୁ ଅଲଗା ଅଲଗା ବର୍ଗ ହିସାବରେ ଡିଜାଇନ କରାଯାଇଛି । ଏଥିମଧ୍ୟରୁ ପିପିଏଫ…