Browsing Tag

president ramnath kovind

ରାଷ୍ଟ୍ରପତି ଦେଖିଲେ ନୌସେନା ପରାକ୍ରମ: ୬୦ ଜାହାଜ, ବୁଡା ଜାହାଜ ଓ ୫୫ ଏୟାରକ୍ରାପ୍ଟ ହୋଇଥିଲେ ସାମିଲ୍

ବିଶାଖାପାଟଣା: ରାଷ୍ଟ୍ରପତି ଦେଖିଲେ ନୌସେନା ପରାକ୍ରମ। ସୁପ୍ରିମ୍‌ କମାଣ୍ଡର କଲେ ନୌସେନା ସମୀକ୍ଷା। ବିଶାଖାପାଟଣାରେ ନୌସେନାର ଶକ୍ତି ପ୍ରଦର୍ଶନ । ୬୦ ଜାହାଜ , ବୁଡା ଜାହାଜ ଓ ୫୫ ଏୟାରକ୍ରାପ୍ଟ ଏଥିରେ ସାମିଲ ହୋଇଛନ୍ତି। ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ପ୍ରେସିଡେଣ୍ଟ ଫ୍ଲିଟ ରିଭ୍ୟୁ…

ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି, ୧୦ଟା ୩୫ରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ କରିବେ ପରିଦର୍ଶନ

ପୁରୀ(କେନ୍ୟୁଜ୍): ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟାରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ ଏକ ଘଣ୍ଟା ରହିବା ପରେ ୧୨ଟା ବେଳେ…

ସପରିବାରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦୁଇଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ରରେ ଦେଶର ପ୍ରଥମ ନାଗରିକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଉପସ୍ଥିତ ଥିଲେ…

ସ୍ୱାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର, ୧୯ରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ (କେନ୍ଯୁଜ୍): ଦୁଇଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ। ତାଳବଣିଆ ହେଲିକପ୍‌ଟରେ ପହଞ୍ଚିବା ପରେ ସେଠାରୁ ପୁରୀ ଯାଇ ରାଜଭବନରେ ଅବସ୍ଥାନ କରିବେ। ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ରେ…

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ପୁରୀର ଏକ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଆସିବେ ରାଷ୍ଟ୍ରପତି । ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ଯ୍ୟକ୍ରମରେ…

ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଏମ୍‌ସରେ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାର୍ଟ ବାଇପାସ୍ ସର୍ଜରୀ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୩୦ ତାରିଖରେ ଦିଲ୍ଲୀ ଏମ୍‌ସରେ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାର୍ଟ ବାଇପାସ୍ ସର୍ଜରୀ । ଏନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି । ଏବେ ଦିିଲ୍ଲୀ ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଛି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି ।…

ଆର୍ମି ହସ୍ପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି, କିଛି ଦିନ ତଳେ ନେଇଥିଲେ କରୋନା ଟିକା

ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପରେ ତାଙ୍କର ରୁଟିନ୍‌ ଚେକ୍‌ଅପ୍‌ ଆରମ୍ଭ ହୋଇଛି। ଏବେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ଜଣାଯାଇଛି। ଆର୍ମି…

ଓଡିଶାରେ ମହାମହିମ, ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ମହାମହୀମ ।ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୂସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିବା  ପାଇଁ ଏୟାର ପୋର୍ଟରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ…

ଆଜି ସନ୍ଧ୍ଯାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସରିଛି ବ୍ଯାପକ ପ୍ରସ୍ତୁତି ଓ ସୁରକ୍ଷା…

ଭୁବନେଶ୍ବର(କେନ୍ଯୁଜ): ଆଜି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ୱରେ ପହଞ୍ଚି ରାଜଭବନରେ ରାତ୍ରିରହଣି କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ସକାଳେ ରାଉରକେଲା ଗସ୍ତ କରିବେ । ସକାଳ ୧୦ଟା ୫୫ ମିନିଟରେ ଏନଆଇଟି ରାଉରକେଲାର ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଅପରାହ୍ଣ ୩ଟା…

ନିର୍ଭୟା ଦୋଷୀ ବିନୟକୁ ଝଟକା, ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନିର୍ଭୟା ଦୋଷୀ ବିନୟର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି । ସୂଚନା ଅନୁଯାୟୀ ନିର୍ଭୟା ଗ୍ୟାଙ୍ଗରେପ କେସରେ ଚାରି ଦୋଷୀଙ୍କ ମଧ୍ୟରୁ ବିନୟର ରାଜକ୍ଷମାକୁ ଆଜି ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ବିନୟର ଓକିଲ ଏପି ସିଂ ଗତ ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ…

ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅହିଂସା ଉପାୟରେ…

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ ବୋବିନ୍ଦ। କୌଣସି ଦାବି ପାଇଁ ବିରୋଧ ବେଳେ ଅହିଂସା ଉପାୟରେ ଆନ୍ଦୋଳନ କରିବାକୁ ଯୁବ ସମାଜକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଅହିଂସା…

ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ

ଖୋର୍ଦ୍ଧା (କେନ୍ୟୁଜ୍) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଜୟ ଜଗନ୍ନାଥ କହି ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। ସଂଗ୍ରାମୀ ପାଇକଙ୍କ ବୀରତ୍ୱକୁ ମନେପକାଇ ଏହି…