ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର
ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ଖସି ପଡ଼ିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ଧ୍ରୁବ ଚକ୍ରବର୍ତ୍ତୀ (୬୫) । ତାଙ୍କ ଘର ପଶ୍ଚିମବଙ୍ଗରେ । ଶ୍ରୀ ଚକ୍ରବର୍ତ୍ତୀ ଅସାବଧାନତା ଯୋଗୁଁ ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ପଡ଼ିଯାଇଥିଲେ । ସେ କୂଅରେ ପଡ଼ିଯିବା ପରେ ଉପରେ ଥିବା ତାଙ୍କ ସ୍ତ୍ରୀ ଚିତ୍କାର…
Read More...