Browsing Tag

protest

ଭୁବନେଶ୍ୱର ଜୟଦେବ ଭବନ ନିକଟରେ ସ୍ପା, ବିଉଟିପାର୍ଲର ସଂଘର ପ୍ରତିବାଦ

ଭୁବନେଶ୍ୱ(କେନ୍ଯୁଜ୍): ଭୁବନେଶ୍ୱରରେ ସ୍ପା, ବିଉଟିପାର୍ଲର ସଂଘର ପ୍ରତିବାଦ । ଜୟଦେବ ଭବନ ନିକଟରେ ପ୍ଲାକାର୍ଡ ଧରି ପ୍ରତିବାଦ କଲା ସଂଘ । ସ୍ପା, ବିଉଟି ପାର୍ଲର ଖୋଲିବା ପାଇଁ ସରକାର ଅନୁମତି ଦେବାକୁ ଦାବି ଜଣାଇଛନ୍ତି । ଦୁଇ ମାସ ହେଲା ବନ୍ଦ ଯୋଗୁ ସ୍ପା ଓ ବିଉଟିପାର୍ଲରରେ କାମ…

ବିନା ସୂଚନା ଫଳକରେ ଟୀକା କରଣ ବନ୍ଦ ନିଷ୍ପତିକୁ ବିରୋଧ, ଧାରଣା ଦେଲେ ଶତାଧିକ ଲୋକେ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଟୀକା କେନ୍ଦ୍ର ସମ୍ମୁଖରେ ଆଜି ସକାଳେ ଶହ ଶହ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକମାନେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଟୀକାକରଣ ବୃଦ୍ଧିକୁ ପରିଲିକ୍ଷିତ କରି ଗତକାଲି ଉକ୍ତ ବିଦ୍ୟାଳୟକୁ…

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାକୁ ଓହ୍ଲାଇ କଲେ ବିରୋଧ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା। ଯାଜପୁର ଜିଲ୍ଲା ଜାରକାଠାରେ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ମହିଳା ତୀବ୍ର ବିରୋଧ କରିଛନ୍ତି। ଦୁବଗାଡିଆ ମୈାଜାରେ ସରକାରଙ୍କ ପକ୍ଷରୁ ଏକ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ସ୍ଥାନ ନିରୂପଣ…

OMC ଖଣିରେ ଲୋଡ଼ିଙ୍ଗ ପାଇଁ ଟୋକନ ବଣ୍ଟାକୁ ନେଇ ଅଶାନ୍ତି

ବାଂଶପାଳ: କେନ୍ଦୁଝର ଜିଲ୍ଲା ସୁଆକାଟି ନିକଟ ତେନ୍ତୁଳି ଠାରେ ଥିବା ଟ୍ରକ ପାର୍କିଙ୍ଗ ୟାର୍ଡରେ ଉତ୍ୟକ୍ତ ମାଲିକ ମାନେ ଟାୟାର ଜାଳି ଅବରୋଧ କରିଛନ୍ତି। ପାର୍କିଙ୍ଗ ୟାର୍ଡ ଫଳରେ ଲୋଡ଼ିଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ମିଳିଥିବା ଖବର ମୁତାବକ, ଟ୍ରକ ମାନଙ୍କୁ…

ପାଣି ପାଇଁ ରାସ୍ତା ଅବରୋଧ: ରାସ୍ତା ଉପରେ ବାଲ୍‌ଟି, ଗରା ଧରି ମହିଳାଙ୍କ ପ୍ରତିବାଦ

ଟିଟିଲାଗଡ଼: ପାଣି ପାଇଁ ରାସ୍ତା ଅବରୋଧ। ଗୋଟିଏ ପଟେ ତାତି ଅନ୍ୟପଟେ ଜଳକଷ୍ଟ। ରାସ୍ତା ଉପରେ ବାଲ୍‌ଟି, ଗରା ଧରି ଛିଡା ହୋଇଛନ୍ତି ମହିଳା। ଗତ ୧୫ ଦିନ ଧରି ଟିଟିଲାଗଡ଼ ପୌରପରିଷଦ ୧୧ନମ୍ବର ସିରଭଟ୍ଟା ପଡାକୁ ପାଣି ଯୋଗାଇ ଦିଆଯାଇନାହିଁ। ଫଳରେ ପାଣି ଟୋପାଏ ପାଇଁ ମହିଳାମାନେ ରାସ୍ତାକୁ…

ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ଶାନ୍ତିପୂର୍ଣ୍ଣ ବିରୋଧ, ମୁହଁରେ କଳା ପଟି ବାନ୍ଧି ବଜରଙ୍ଗ ଦଳ ପକ୍ଷରୁ ନୀରବ…

ଭୁବନେଶ୍ବର: ରାଜ୍ୟରେ ଗୋ ହତ୍ୟା ଓ ଗୋ ଚାଲାଣ ନିଷ୍ଠୁରତାର ସହ ବଢି ଚାଲିଛି । ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଜାରି ରଖିଛି ବଜରଙ୍ଗ ଦଳ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋରକ୍ଷକ ମୁହଁରେ କଳା ପଟି ବାନ୍ଧି ନୀରବରେ ବସିବା ସହ…

ବେଆଇନ ଚିଙ୍ଗୁଡି ଘେରିକୁ ନେଇ ପ୍ରତିବାଦ, ୫୨ କିଲୋମିଟର ଚାଲି ଚାଲି ଆସି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ଚାନ୍ଦବାଲି: ବେଆଇନ ଚିଙ୍ଗୁଡି ଘେରି ପ୍ରତିବାଦରେ ପଦଯାତ୍ରା । ୫୨ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର କ୍ଷତିଗ୍ରସ୍ତ କୃଷକ ମିଳିତ ମଞ୍ଚର ସଦସ୍ୟ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଭେଟି ଦାବି ଜଣାଇଛନ୍ତି । ଚାନ୍ଦବାଲି ତହସିଲ…

ପ୍ରେମିକ ଘର ଆଗରେ ୩ ବର୍ଷର ପୁଅକୁ ଧରି ଗର୍ଭବତୀ ପ୍ରେମିକାର ଧାରଣା, ଜାଣନ୍ତୁ ପୁରା ଘଟଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି । ହଣ୍ଡପା ଥାନା ଅଞ୍ଚଳର ଜଣେ ୩୦ ବର୍ଷିୟା ମହିଳାଙ୍କର କହିବାନୁଯାୟୀ, ସେ ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ବଡ ପୁଅ…

କଟକ: ପୋଲିସ କଲୋନୀ ଉଚ୍ଛେଦ କରି ବସ୍ତି ବାସିନ୍ଦାଙ୍କ ଥଇଥାନକୁ ବିରୋଧ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରିଲେ…

କଟକ(କେନ୍ୟୁଜ୍):  କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କଲେ ଚାଉଳିଆଗଞ୍ଜ ବାସିନ୍ଦା । ପୋଲିସ କଲୋନୀ ଉଚ୍ଛେଦ କରି ବସ୍ତି ବାସିନ୍ଦାଙ୍କ ଥଇଥାନ ଯୋଜନାକୁ ବିରୋଧ କରାଯାଇଛି । ହଜାରେରୁ ଅଧିକ ସାହି ବାସିନ୍ଦା ଘଣ୍ଟାଏରୁ ଅଧିକ ସମୟ ଧରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ…

ପାକିସ୍ତାନରେ ସରକାର ବିରୋଧୀ ବିକ୍ଷୋଭ, ଲୋକଙ୍କ ହାତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର

ପାକିସ୍ତାନର ସିନ୍ଧରେ ସିନ୍ଧିମାନଙ୍କ ବିରୋଧ ପ୍ରଦର୍ଶନ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଅଲଗା ଦେଶ ଦାବି କରିଆସୁଥିବା ସିନ୍ଧିମାନେ ଏବେ ପାକିସ୍ତାନର ପଡ଼ୋଶୀ ଦେଶମାନଙ୍କଠାରୁ ସାହାଯ୍ୟ ନିବେଦନ କରିଛନ୍ତି। ଆଧୁନିକ ସିନ୍ଧି ରାଷ୍ଟ୍ରବାଦର ସଂସ୍ଥାପକମାନଙ୍କ ମଧ୍ୟରୁ ଜଣେ, ଜିଏମ୍‌ ସୈୟଦଙ୍କ…

ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ ପକ୍ଷରୁ ବିକ୍ଷୋଭ

ଯାଜପୁର ଟାଉନ୍: ୪ ଦଫା ଦାବିରେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ । ରାଜ୍ୟରେ ସାର୍ଣ୍ଣା ଧର୍ମକୁ ସାମ୍ବାଧାନିକ ସ୍ୱିକୃତି ପ୍ରଦାନ କରିବା ସହିତ ଏଥିପାଇଁ କୋଡର ମାନ୍ୟତା ପ୍ରଦାନ କରିବା,ବଣ ଜଂଗଲ ଓ ଜୀବଜନ୍ତୁ…

ମୟୁରଭଞ୍ଜ କଣ୍ଟାସିମିଳା ଗାଁରୁ ପଥର ଖଣି ରଦ୍ଦ କରାଯିବା ଦାବିରେ ରରୁଆ ତହସିଲ କାର୍ଯ୍ୟାଳୟ ଘେରିଲେ ସ୍ଥାନୀୟ ଲୋକେ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଅନ୍ତର୍ଗତ କଣ୍ଟାସିମିଳା ଗାଁର ମହିଳା ଓ ପୁରୁଷ ମାନେ ଆଜି ରରୁଆ ତହସିଲ କାର୍ଯ୍ୟାଳୟକୁ ଘେରିଛନ୍ତି । ସ୍ଥାନୀୟ ଲେକମାନେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଶୁଣୁନଥିବାରୁ ଏଭଳି ପଦକ୍ଷପ ନେଇଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଗାଁ…