Browsing Tag

protest

ଛଟେଇ ପରେ ଧାରଣା: ବିଦ୍ୟୁତ ବିଭାଗର ୮ହଜାର କର୍ମଚାରୀ ଓ ୬ଶହରୁ ଅଧିକ ଇଞ୍ଜିନିୟର ସାମିଲ୍

ଭୁବନେଶ୍ବର : ଧାରଣାରେ ଛଟେଇ ହୋଇଥିବା ବିଦ୍ୟୁତ ବିଭାଗ ଠିକା କର୍ମଚାରୀ । ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ କଂପାନୀ ସେସୁ ଅଧିନରେ ଥିବା ଏନଜେନ୍‌ ଓ ଫେଡକୋ ଭଳି ଫ୍ରାଞ୍ଚାଇଜ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଛଟେଇ ହେବା ପରେ ଧାରଣାରେ ବସିଛନ୍ତି। ପ୍ରାୟ ୮ହଜାର କର୍ମଚାରୀ ଓ ୬ଶହରୁ…

ଭାରତୀୟ ଛାତ୍ର ଫେଡେରେସନ ଟାଙ୍ଗୀ ଶାଖା ପକ୍ଷରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ସରକାରୀ…

ଟାଙ୍ଗୀ : ଭାରତୀୟ ଛାତ୍ର ଫେଡେରେସନ SFI ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶାଖା ପକ୍ଷରୁ ଟାଙ୍ଗୀ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ପ୍ରତିବାଦ କରି ଶତାଧିକ ଛାତ୍ର ଛାତ୍ରୀ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଛାତ୍ରଛାତ୍ରୀମାନେ ବଳରାମ…

ବିଭିନ୍ନ ଦାବି ନେଇ ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା, କମ୍ପାନୀ କର୍ତ୍ତୃପକ୍ଷ ଜାଲ ଦସ୍ତଖତ କରିଥିବା…

ଯାଜପୁର (କେନ୍ୟୁଜ): ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ହରିଦାସପୁରଠାରେ ଥିବା ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ଗଣଧାରଣା । କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ରାମକୋ ପ୍ରତିରୋଧ…

କେନ୍ଦ୍ରାପଡ଼ାରେ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ, ସମାଧାନ ନ ହେବା ଯାଏ ଯୋଗ ଦେବେ ନାହିଁ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ । ଧାରଣାରେ ବସିଲେ ଡାକ୍ତର । ସମାଧାନ ନ ହେବା ଯାଏ କୌଣସି ଡାକ୍ତର କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି…

ଭୁବନେଶ୍ବର: ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା,କଟକଣା ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା। କୌଣସି ପ୍ରକାର ବିକ୍ଷୋଭ, ରାଲି, ଶୋଭାଯାତ୍ରା ଆୟୋଜନ ନେଇ ନିଷିଦ୍ଧ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସି ଦୃଷ୍ଟିକୁ ଏଭଳି ଘଟଣା ଆସିଲେ, ସଂପୃକ୍ତ ଅଞ୍ଚଳ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ। ପରେ…

ବେଙ୍ଗାଲୁରୁ : ବକେୟା ଦରମା ଦେବା ଦାବିରେ ଧାରଣାରେ ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପାଲିଆ ଓଁମ୍ ଶକ୍ତି ଲେଆଉଟ୍ ୟୁନିଟ୍-୪ଠାରେ ଥିବା  ପୁନିତ୍ କ୍ରିଏସନ୍ ଗର୍ମେଣ୍ଟ କମ୍ପାନୀ ସମ୍ମୁଖରେ କର୍ମଚାରୀଙ୍କ ଧାରଣ । ବକେୟା ଦରମା ଓ କମ୍ପାନୀ ବନ୍ଦ ନେଇ ଧାରଣା ଦେଇଛନ୍ତି ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ। ଦୀର୍ଘ ୮ଦିନ ହେବ କମ୍ପାନୀ ବନ୍ଦ…

ଆମେରିକାରେ ମୁଣ୍ଡ ଟେକୁଛି ବିଦ୍ରୋହ, ରଙ୍ଗଭେଦକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ

କରୋନା ମହାମାରୀ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁବରଣ ହୋଇସାରିଲାଣି। ଅନ୍ୟ ପଟେ ଜଣେ କୃଷ୍ଣକାୟ ନାଗରିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ୱେତ ପୁଲିସ୍ ଅଧିକାରୀଙ୍କ ହତ୍ୟାର ଶିକାର ହେବା ପରେ କୃଷ୍ଣକାୟମାନଙ୍କର ବିଦ୍ରୋହ ମୁଣ୍ଡ ଟେକୁଛି। ଦେଶରେ ଏଥିପାଇଁ ବିରୋଧ…

ବାଲିଆପାଳ ବିଡ଼ିଓଙ୍କ ନିଲମ୍ବନ ପ୍ରତିବାଦରେ ଧାରଣା

ଜଳେଶ୍ବର: ଗତ ୧୩ ତାରିଖରେ ଗୁଜୁରାଟରୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ବାଲିଆପାଳ ବ୍ଲକ ବିଡ଼ିଓ ଛବି ରାଣୀ ସାହୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଦୁର୍ବ୍ୟବହାର ପାଇଁ ବାଲେଶ୍ବର ଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମନ୍ତ୍ରୀ…

ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ

ବ୍ରହ୍ମପୁର : ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ। ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ନର୍ସମାନେ ଧାରଣାରୁ ହଟିଛନ୍ତି। କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ ସହ ଆନୁସଙ୍ଗିକ ସୁବିଧା…

ବରଗଡ଼ରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି, ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର ବନ୍ଦ

ବରଗଡ଼: ଜୋର ଧରୁଛି ସିଟି ହସ୍‌ପିଟାଲ ଦାବି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରତିବାଦରେ ବରଗଡ଼ ସହରରରେ ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପୁରୁଣା ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆଯାଇଛି। ଟୁକୁର୍ଲାକୁ ମୁଖ୍ୟ ଚକିିତ୍ସାଳୟ ସ୍ଥାନାନ୍ତର ପରଠୁ ସହରବାସୀଙ୍କ…

ଉତ୍ତର ପ୍ରଦେଶରେ ମହଙ୍ଗା ପଡିବ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡ, ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବା ପାଇଁ…

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସିଏଏ ପ୍ରତିବାଦକାରୀଙ୍କୁ ମହଙ୍ଗା ପଡିବ ହିଂସାକାଣ୍ଡ। ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବେ ପୋଡାଜଳା ଭଙ୍ଗାରୁଜା କରିଥିବା ପ୍ରତିବାଦକାରୀ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରତିବାଦକାରୀଙ୍କୁ ୭ ଦିନର ମହଲତ ଦିଆଯାଇଛି। ୭ ଦିନ ମଧ୍ୟରେ…