Below header
Browsing Tag

punjab

ପଞ୍ଜାବ: ବନ୍ୟାଞ୍ଚଳ ବୁଲି ଦେଖୁଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କୁ କାମୁଡ଼ିଲା ସାପ, ଜାଣନ୍ତୁ କେମିତି ଅଛି…

ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍‌ପୁର, ଅମୃତସର, କପୁରଥଲା, ରୋପଡ୍‌, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଲୋକେ ଗାଁ…

ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସୁରିନ୍ଦର ସିନ୍ଦାଙ୍କ ଦେହାନ୍ତ, ୨୦ ଦିନ ଧରି ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା

ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ଆସିଛି । ଫେମସ ସିଙ୍ଗର ସୁରିନ୍ଦର ସିନ୍ଦାଙ୍କର ୬୪ ବର୍ଷରେ ଦେହାନ୍ତ ହୋଇଯାଇଛି । ଲୁଧିୟାନାର ଡିଏମସିଏଚ ହସ୍ପିଟାଲରେ ଆଜି ସକାଳ ସମୟରେ ସେ ସମସ୍ତଙ୍କୁ ଏକାକରି ବିଦାୟ ନେଇଛନ୍ତି । ସୁରିନ୍ଦର ଅନେକ ଦିନ ଧରି ରୋଗାଗ୍ରସ୍ଥ ଥିଲେ ଏବଂ ଜୀବନ…

ଇନସୁରାନ୍ସ ଟଙ୍କା ପାଇବା ପାଇଁ ନିଜ ମୃତର କାହାଣୀ ଗଢିଥିଲା, ଆଉ ଟ୍ରକ ଚକା ତଳକୁ ସାଙ୍ଗକୁ ଠେଲିଦେଲା

ସାଙ୍ଗ ସାଜିଲା ସଇତାନ । ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍ ଆଗକୁ ଠେଲି ଦେଇଛି ସାଙ୍ଗ । ଏମିତି ଅମାନବୀୟ କାଣ୍ଡ ପଞ୍ଜାବରେ ହୋଇଛି । ଏହି ଘଟଣାର ଅଭିଯୁକ୍ତ ଗୁରପ୍ରୀତ ସିଂଙ୍କୁ ପୋଲିସ ଗିରଫ କରିବା ସବୁ ସତ ଉଗାଳିଛି ଅଭିଯୁକ୍ତ । ଗୁରପ୍ରୀତଙ୍କ ବିଜନେସ ମାନ୍ଦାରେ ଚାଲିଥିବା…

ପଞ୍ଜାବରେ ପୁଣି ଗ୍ୟାସ୍‌ ଲିକ୍‌! ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ହସ୍ପିଟାଲରେ…

ପଞ୍ଜାବର ଲୁଧିଆନାରେ ଗତ ଏପ୍ରିଲ୍‌ ୩୦ରେ ହୋଇଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ଦିନ କେଇଟା ବିତି ନ ଥିବାବେଳେ ଏବେ ପଞ୍ଜାବରୁ ଆଉ ଏକ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ନଙ୍ଗଲର ସେଣ୍ଟ ସୋଲ୍‌ଜର ସ୍କୁଲରେ ଗ୍ୟାସ୍‌ ଲିକ ହେତୁ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରଭାବିତ ହୋଇଛନ୍ତି।…

ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟ ବିସ୍ଫୋରଣ ଘଟଣାରେ ୫ ଗିରଫ

ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ପାଖରେ ହୋଇଥିବା ବିସ୍ଫୋରଣ ଘଟଣାରେ ୫ ଜଣକୁ ଗିରଫ କରିଛି ଅମୃତସର ପୋଲିସ । ପାଞ୍ଚ ଦିନରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ହେଲାଣି ୩ଟି ବିସ୍ଫୋରଣ । ଗତ କାଲିରାତି ୧ଟା ରେ ଗଲିୟାରା ସ୍ଥିତ ଶ୍ରୀ ଗୁରୁ ସରାୟ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଲୋକେ ଘରୁ…

ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରୁ ମିଳିଲା ସନ୍ଦିଗ୍ଧ ଜିନିଷ

ପଞ୍ଜାବ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ହେରିଟେଜ୍ ଷ୍ଟ୍ରିଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ହୋଇଛି । ୩୬ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ବିସ୍ଫୋରଣ ବୋଲି ଖବର ମିଳିଛି । ଶନିବାର ରାତି ୧୨ଟାରେ ସାରାଗଢି ପାର୍କିଂ ନିକଟରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଆହତ ମଧ୍ୟ ହୋଇଥିଲେ ।…

ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ଲୁଧିଆନା ଜିଲ୍ଲାର ଗିୟାସପୁରରେ ରବିବାର…

କ୍ଲାସ୍‌ରେ ଶିକ୍ଷକ LCDରେ ଦେଖାଇଲେ ପର୍ଣ୍ଣ, ଭିଡିଓ ଚଲାଇ ଛାତ୍ରୀଙ୍କ ସାମ୍ନାରେ କଲେ ଅଶ୍ଳୀଳ ହରକତ

ଜଣେ ଶିକ୍ଷକର ପେସା ବହୁତ ମୂଲ୍ୟବାନ ହୋଇଥାଏ, କିନ୍ତୁ ଅନେକ ବାର ଏମିତି କିଛି ଶିକ୍ଷକ ସାମ୍ନାକୁ ଆସନ୍ତି, ଯେଉଁମାନେ ନିଜର ଘୃଣ୍ୟ ହରକତ ଯୋଗୁ ଏହି ପେସାକୁ ମଧ୍ୟ ବଦନାମ୍‌ କରିଦିଅନ୍ତି। ଏମିତି ହିଁ ଏକ ମାମଲା ପଞ୍ଜାବରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଶ୍ରେଣୀଗୃହରେ…

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୯ ମୃତ, ୧୧ ଗରୁତର

ପଞ୍ଜାବ ଲୁଧିୟାନାରେ ବଡ ଅଘଟଣ । ଗ୍ୟାସ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ, ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ସହିତ ଆଜି ହେବ ଶେଷକୃତ୍ୟ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କ…

ଧନୀ ହେବା ପାଇଁ ମହିଳାଙ୍କ ବଳି ଦେବାକୁ ଯୁବକଙ୍କୁ ଉସକାଇଥିଲା ତାନ୍ତ୍ରିକ, ଶୂନଶାନ ରାସ୍ତାରେ ମହିଳାଙ୍କୁ ଆକ୍ରମଣ କରି…

ଜଲଦି ଧନୀ ହେବାକୁ ଚାହୁଁଛ, ମହିଳାଙ୍କ ବଳି ଦିଅ । ତାନ୍ତ୍ରିକଙ୍କ ଏଭଳି କଥାରେ ଫସିଗଲେ ଯୁବକ । ଶୂନଶାନ ରାସ୍ତାରେ ଯାଉଥିବା ମହିଳାଙ୍କୁ ଆକ୍ରମଣ କରି ବଳି ଦେବା ପାଇଁ ନେଉଥିବା ବେଳେ ପୋଲିସ ଯୁବକଙ୍କୁ ଗିରଫ କରିଛି । ପଞ୍ଜାବ ଫତେହଗଡ ସାହିବରେ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି ।…

ପଞ୍ଜାବ: ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ୪ ଯବାନ ମୃତ

ପଞ୍ଜାବର ବଠିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନ ଭିତରେ ଗୁଳିକାଣ୍ଡ ଘଟିଛି। ଏଥିରେ ୪ ଯବାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଷ୍ଟେସନ କ୍ୱିକ୍‌ ରେସ୍‌ପନ୍ସ ଟିମ୍‌କୁ ଆକ୍ଟିଭ୍‌ କରାଯାଇ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି। ଏଥିସହିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। କୁହାଯାଉଛି ଯେ…