Browsing Tag

puri shrimandira

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ୍‌) : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି । ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥିରେ ଶ୍ରୀଜୀଉ- ମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ। ପଇତା ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୬ଟାରୁ ରାତି ୧୦ଟା…

ସୋମବାର ଅପରାହ୍ଣ ୫ଟା ରୁ ରାତି ୧୦ ଟା ଯାଏ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

କେନ୍ୟୁଜ(ବ୍ୟୁରୋ) : ଆସନ୍ତାକାଲି ୨୦ ତାରିଖ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ନ ୫ଟାରୁ ରାତ୍ର ୧୦ଟା…

ଦେବ ଦୀପାବଳିରେ ମଣିଷ ଭଳି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

ଆମେ ସିନା କଥାରେ କହୁ ଓଡ଼ିଆଙ୍କର ବାର ମାସରେ ତେର ପର୍ବ ହେଲେ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ନିଇତି କିଛି ନା କିଛି ପର୍ବ ଲାଗି ରହିଥାଏ ବର୍ଷ ସାରା । ସେଥି ମଧ୍ୟରୁ ଦେବ ଦୀପାବଳି ହେଉଛି ପ୍ରଭୁଙ୍କର ଏକ ବଡ଼ ପର୍ବ । ହିନ୍ଦୁ ଧର୍ମରେ ସାଧାରଣ ଜନତା ଯେପରି ପିତୃ ପୁରୁଷଙ୍କ ପାଇଁ…

ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହେଲା କଟକଣା, ମେଢ ଦେଖିପାରିବେନି ଦର୍ଶନାର୍ଥୀ

ପୁରୀ(କେନ୍ଯୁଜ୍): ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହେଲା କଟକଣା। କୋଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ଯାତ୍ରାରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମେଢ ଦେଖିବା ପାଇଁ ଦର୍ଶନାର୍ଥୀମାନଙ୍କ ଭିଡ ହେବା ସହ ସାମାଜିକ…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ(କେ.ନ୍ୟୁଜ): ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ବିମାନରେ ଶ୍ରୀ…

ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଗହଳି କାହିଁକି ନାହିଁ ? ବାଧକ ସାଜିଛି କୋଭିଡ ନେଗେଟିଭ ସାର୍ଟିଫିକେଟ୍

ପୁରୀ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ମାତ୍ରାଧିକ ଭାବେ ହ୍ରାସ ପାଇଛି। ଭକ୍ତଙ୍କ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧକ ସାଜିଛି। ବାହାର ଭକ୍ତଙ୍କ ପାଇଁ ପୁରୀରେ କୋଭିଡ ଟେଷ୍ଟ ନଥିବାରୁ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଟକଣା କୋହଳ କରିବା ସହ ପୁରୀରେ ତତ୍କାଳ କୋଭିଡ…

ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ଏବେ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ(କେନ୍ୟୁଜ ବ୍ୟୁରୋ): ଶ୍ରୀମନ୍ଦିରରେ ପତିତପାବନ ଦର୍ଶନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି । ଦୀର୍ଘ ୮ ମାସ ଧରି ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିଲେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଶ୍ରୀମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ମାମଲା, ବନ୍ଦ କରିବାକୁ ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦକୁ ବିରୋଧ କରି ଦାୟର ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଚ୍ଛେଦ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୁପ୍ରିମକୋର୍ଟଙ୍କୁ…

ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଲାଗିହେବ ଦଶମୂଳ ମୋଦକ

ପୁରୀ(କେନ୍ୟୁଜ୍): ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଅଣସରରେ ଥିବା ମହାପ୍ରଭୂଙ୍କୁ ଆଜି ଦଶମୀ ତିଥିରେ ଲାଗିହେବ ଦଶମୂଳକ ମୋଦକ। ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦଶମୂଳ ଔଷଧ ସେବନ କରିବା ପରେ ମହାପ୍ରଭୂ ସଂପୂର୍ଣ୍ଣ ସୁସ୍ଥ ହେବେ। ଗତ ପଞ୍ଚମୀ ତିଥିରେ ମହାପ୍ରଭୂଙ୍କୁ ଫୁଲୁରୀ ତେଲ…

ଆଜି ଶ୍ରୀମନ୍ଦିିର ପରିଚାଳନା କମିଟି ବୈଠକ : ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ

ପୁରୀ (କେ ନ୍ୟୁଜ୍) : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ୟ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ସଂପର୍କରେ ଆଲୋଚନା କରାଯିବ । ଗତ ୧୩ ତାରିଖରେ…

ସଂପୂର୍ଣ୍ଣ ଭଲ ଅଛି ଗୁଣ୍ଡିଚା ମନ୍ଦିର

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀ ଗୁଣ୍ଡିଚା ମନ୍ଦିରର ସଂପୂର୍ଣ୍ଣ ଯାଞ୍ଚ କରାଯାଇଛି। ଶ୍ରୀମନ୍ଦିର କୋର କମିଟି ବିଶେଷଜ୍ଞଙ୍କ ସହ ଏଏସ୍ଆଇ ଅଧିକ୍ଷକ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ଓ ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପର ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ଗୁଣ୍ଡିଚା…