Browsing Tag

rajya sabha

ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ, ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି

କେନ୍ୟୁଜ୍(ବ୍ୟୁରୋ):  ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍‌ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର ଉପ ନିର୍ବାଚନ…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

କେନ୍ୟୁଜ୍‌: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟସଭାରୁ ସୁବାସ ସିଂଙ୍କ ଇସ୍ତଫା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଆବଶ୍ୟକ ପଡ଼ିଲେ ୧୩ ଜୁନ୍‌ରେ ଭୋଟ । ୩ ଜୁନ୍‌ରେ ନାମାଙ୍କନପତ୍ର ଯାଞ୍ଚ ଓ ୬…

ରାଜ୍ୟସଭା ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ଜୁନ୍‌ ୧୦ ତାରିଖରେ ଭୋଟ୍‌ ଗ୍ରହଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟସଭା ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଜୁନ୍‌ ୧୦ ତାରିଖରେ ଭୋଟ୍‌ ଗ୍ରହଣ । ଓଡ଼ିଶାର ୩ଟି ଆସନ ସମେତ ୧୫ ରାଜ୍ୟର ୫୭ ଆସନ ପାଇଁ ଭୋଟ୍‌ ନିଆଯିବ । ମେ ୩୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩…

ପଞ୍ଜାବରେ ସରକାର ଗଠନ ହେବା ପରେ ହରଭଜନ ସିଂହ ହେବେ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ: କେଜ୍ରିୱାଲଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : କ୍ରିକେଟର ହରଭଜନ ସିଂହଙ୍କୁ ଆମ ଆଦମୀ ପାର୍ଟି ନିଜର ରାଜ୍ୟସଭା ପ୍ରାର୍ଥୀ କରିଛି। କୁହାଯାଉଛି ଯେ ତାଙ୍କୁ ସ୍ପୋର୍ଟ ସୟୁନିଭର୍ସିଟିର ଦାୟିତ୍ୱ ମଧ୍ୟ ଦିଆଯାଇପାରେ। ନିଜେ ନିର୍ବାଚନ ପ୍ରଚାର ସମୟରେ ଭଗଓ୍ବନ୍ତ ମାନ୍‌ ଘୋଷଣା କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ…

ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌

ନୂଆଦିଲ୍ଲୀ: ଶାନ୍ତନୁ ସେନ୍‌ ସସ୍‌ପେଣ୍ଡ । TMC ସାଂସଦ ସାନ୍ତନୁ ସେନ୍‌ ରାଜ୍ୟସଭାରୁ ସସ୍‌ପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ସାନ୍ତନୁ ସେନ୍‌ ସସ୍‌ପେଣ୍ଡ । କାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌ । ଗତ ତିନି ଦିନ ଧରି ସଂସଦରେ ପେଗାସସ୍‌କୁ…

ପେଗାସସ୍‌ ମାମଲାରେ ରାଜ୍ୟ ସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ପେପର ଛଡାଇ ଚିରିଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ :  ଗୁରୁବାର ରାଜ୍ୟ ସଭାକୁ ପୁରା ଦିନକ ପାଇଁ ସ୍ଥଗିତ କରିଦିଆଯାଇଛି । ପେଗାସସ୍‌ ମାମଲାକୁ ନେଇ ବିରୋଧି ଦଳ ହଙ୍ଗାମା ସୃଷ୍ଟି କରିଥିଲେ । ଦିନ ୨ଟା ବେଲେ ଗୃହ କାର୍ଯ୍ୟ ଆରମ୍ଭ ହେଲା ବିରୋଧୀ ସଦସ୍ୟମାନେ ଆଇଟି ମନ୍ତ୍ରୀଙ୍କୁ ପେଗାସସ୍‌ ମାମଲାରେ ଉତ୍ତର ରଖିବାକୁ ଦେଇନଥିଲେ ।…

ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ

ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ କରିଥିବା ସାଂସଦଙ୍କ ବିରୋଧରେ ଆକ୍ସନ । ଆକ୍ସନ ନେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ୮ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଗଲା । ଗତକାଲି କୃଷି ବିଲ୍‌କୁ ନେଇ ହଙ୍ଗାମା କରିଥିଲେ ୮ ସାଂସଦ ।…

ରାଜ୍ୟସଭା ସାଂସଦଙ୍କୁ BJDର ହ୍ଵିପ୍‌ ଜାରି, ୧୪ ତାରିଖରେ ଉପସ୍ଥିତ ରହିବାକୁ କରାଯାଇଛି ଅନୁରୋଧ

ଭୁବନେଶ୍ବର: BJDର ହ୍ଵିପ୍‌ ଜାରି । ରାଜ୍ୟସଭା ସାଂସଦଙ୍କୁ BJDର ହ୍ଵିପ୍‌ ଜାରି । ୩ ଲାଇନ୍‌ ହ୍ଵିପ୍‌ ଜାରି କରିଛି ବିଜେଡି । ୧୪ ତାରିଖରେ ଉପସ୍ଥିତ ରହିବାକୁ ହ୍ଵିପ୍‌ ଜାରି ହୋଇଛି । ୧୪ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏନେଇ ରାଜ୍ୟସଭାରେ ବିଜୁ ଜନତା ଦଳର ସମସ୍ତ ସଦସ୍ୟ…

ନୂଆ ରୂପରେ ଓ ଢଙ୍ଗରେ ବସିପାରେ ମୌସୁମୀ ଅଧିବେଶନ: ସାଂସଦଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା, ସିଟ୍‌ ମଝିରେ ଲାଗିବ…

ନୂଆଦିଲ୍ଲୀ : ନୂଆ ରୂପରେ ନୂଆ ଢଙ୍ଗରେ ହୋଇପାରେ ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଦେଖିବାକୁ ମିଳିପାରେ ବଡ ବଡ ଟିଭି ସ୍କ୍ରିନ୍‌ । ସାଂସଦଙ୍କ ମଧ୍ୟରେ ରହିବ ଛଅ ଫୁଟର ଦୂରତା । ଦୁଇ ସାଂସଦଙ୍କ ମଧ୍ୟରେ ରହିବ ଫାଇବର ଗ୍ଲାସ କିମ୍ବା ପ୍ଲେକକ୍ସି ଗ୍ଲାସର ସିଟ୍‌ । କମିପାରେ ସଂସଦର…

ଆଜି ଶପଥ ନେବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସାଂସଦ, ଲକ୍ ଡାଉନ୍ ଫଳର ବହୁ ଦିନ ହେବ ଯାଇପାରିନଥିଲେ…

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଶପଥ ନେବେ ୪ ସାଂସଦ। ଓଡ଼ିଶାରୁ ରାଜ୍ୟସଭାକୁ ନବନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁନ୍ନା ଖାଁ ଓ ମମତା ମହନ୍ତ ଶପଥ ନେବେ। ରାଜ୍ୟସଭା ହାଉସ ଚାମ୍ବରରେ ଦିନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ…

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ । ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍‌ କୁମାର ଓ ମମତା ମହନ୍ତ ନୋମିନେସନ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ ।…

ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା, ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା । ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ମୋଦି ସରକାରଙ୍କ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ ଦଳ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବ । ବିଲକୁ କଂଗ୍ରେସ ସମେତ ଟିଏମ୍‌ସିି, ବାମଦଳ, ଏଆଇଏମ୍‌ଆଇଏମ୍‌,…