Below header
Browsing Tag

Ram temple

ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ରାତ୍ରି ସମୟର ଦୃଶ୍ୟ, ଫଟୋ ସେୟାର କଲା ମନ୍ଦିର ଟ୍ରଷ୍ଟ୍‍

ଅଯୋଧ୍ୟାରେ ପୂର୍ଣ୍ଣାଙ୍ଗ ରାମ ମନ୍ଦିର ନିର୍ମାଣକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାମ ଭକ୍ତ। ବର୍ତ୍ତମାନ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରରେ ନୂତନ ବିଗ୍ରହର ପ୍ରାଣ…

ରାମ ମନ୍ଦିରରେ ଗୋଟିଏ ଦିନରେ ୭୫,୦୦୦ ଭକ୍ତ କରିପାରିବେ ଦର୍ଶନ; ପ୍ରଭୁଙ୍କୁ ଦେଖିବା ପାଇଁ ମିଳିବ ୨୦ ସେକେଣ୍ଡ୍‌ ସମୟ

ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ଏହି ସମୟରେ ସମଗ୍ର ଦେଶରୁ ବହୁ ସଂଖ୍ୟାରେ…

ରାମ ମନ୍ଦିରର ପ୍ରଥମ ଆଳତି ପାଇଁ ଯୋଧପୁରରୁ ଆସିବ ୬୦୦ କିଲୋ ଘିଅ; ୧୦୮ ରଥରେ ରଖି ଅଣାଯିବ

୨୦୨୪ ଜାନୁୟାରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବ। ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ। ଏହି ଐତିହାସିକ ଉତ୍ସବରେ ଯୋଧପୁରର ମଧ୍ୟ ଖାସ୍‌ ଯୋଗଦାନ ରହିବ। ରାମ ମନ୍ଦିରରେ ହେବାକୁ ଥିବା ପ୍ରଥମ ଆଳତି ଏବଂ ମହାଯଜ୍ଞରେ ଯେଉଁ ଶୁଦ୍ଧ ଦେଶୀ ଘିଅ ବ୍ୟବହାର ହେବ,…

ଅଯୋଧ୍ୟା: ରାମ ମନ୍ଦିର ଗର୍ଭଗୃହରେ ଲାଗିବ ‘ସୁନାର କବାଟ’, ଚଣ୍ଡୀଗଡ଼ରେ ତିଆରି ଚାଲିଛି ସ୍ୱତନ୍ତ୍ର ଇଟା

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି। ୨୦୨୪ ଜାନୁୟାରୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ସାଧାରଣ ଲୋକଙ୍କ ଦର୍ଶନ…

ଆଲିଗଡ଼ ଦମ୍ପତି ତିଆରି କଲେ ରାମ ମନ୍ଦିରର ବିଶାଳକାୟ ତାଲା, ଓଜନ ୪୦୦ କିଲୋ, ଚାବି ୪ ଫୁଟ୍‌

ତାଲା ନିର୍ମାଣ ପାଇଁ ସାରା ଦେଶରେ ବେଶ୍‌ ଖ୍ୟାତ ଆଲିଗଡ଼ ସହର। ସହରର ଏହି ପରିଚୟକୁ ବଜାୟ ରଖିବା ପାଇଁ ଜଣେ ଦମ୍ପତି ଅନେକ ପରିଶ୍ରମ କରିଛନ୍ତି। ନିକଟରେ ଏହି ଦମ୍ପତି ଏକ ବିଶାଳକାୟ ତାଲା ଓ ୪ ଫୁଟ୍‌ର ଚାବି ତିଆରି କରିଛନ୍ତି, ଯାହାକି ଦେଶରେ ଚର୍ଚ୍ଚାରେ ବିଷୟ ହୋଇଛି। ସେମାନଙ୍କ ଦ୍ୱାରା…

ଦୀର୍ଘ ତିରିଶି ବର୍ଷ ହେବ ରାମ ପାରାୟଣ ଶୁଣି ଶୁଣି ଗ୍ରାମରେ ପ୍ରତିଷ୍ଠା ହେଲା ମନ୍ଦିର, ବେଦ ପାଠରେ ପ୍ରକମ୍ପିତ ହେଲା…

କାକଟପୁର(କେନ୍ୟୁଜ): ଦୀର୍ଘ ତିରିଶି ବର୍ଷ ହେବ ରାମ ପାରାୟଣ ଶୁଣି ଗ୍ରାମରେ ପ୍ରତିଷ୍ଠା ହେଲେ ରଘୁନାଥ। ନୂତନ ମନ୍ଦିରରେ ରାମ ,ଲକ୍ଷ୍ମଣ ,ସିତାଙ୍କୁ ଅଧିଷ୍ଠିତ କଲେ ଗ୍ରାମବାସୀ । ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେବାପରେ ବିଗ୍ରହ ମାନଙ୍କୁ ମନ୍ଦିରରେ…

ଦ୍ବାପର ଯୁଗରେ ଅଯୋଧ୍ଯାରେ ଭଗବାନ ଶ୍ରୀକୃଷ୍ଣ ନିର୍ମାଣ କରିଥିଲେ ରାମ ମନ୍ଦିର, ଜାଣନ୍ତୁ ଏହା ସମ୍ପର୍କରେ କିଛି ଅଜଣା…

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମିରେ ଭୂମି ପୂଜା କରିବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ଯ ଆରମ୍ଭ ହେବା ସହ ରାମନଗରୀର ପାଖାପାଖି ୧୫୦ରୁ ଅଧିକ ପୁରୁଣା ମନ୍ଦିରର ନବୀକରଣ ସହିତ ଆରମ୍ଭ ହେବ। ସେଥିମଧ୍ୟରୁ ଗୋଟିଏ ହେଉଛି ଦ୍ୱାପର ଯୁଗରେ ଭଗବାନ…

ସାଢ଼େ ତିନି ବର୍ଷ ପରେ ଏପରି ଦେଖାଯିବ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର, ଦେଖନ୍ତୁ ପ୍ରସ୍ତାବିତ ମଡେଲର ଫଟୋ

ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଯାହାକୁ ସାରା ଦେଶ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା। ବୁଧବାର ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରାଯିବ। ତେବେ ଏହି ସବୁ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ହେଉଥିବା ଭବ୍ୟ ରାମ…

ରାମ ମନ୍ଦିର ଭୂମିପୂଜନ ନିମନ୍ତେ ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଓ ବିରଜାଙ୍କ ପୀଠରୁ ମାଟି ସଂଗ୍ରହ ହୋଇ…

ଯାଜପୁର ଟାଉନ (କେନ୍ୟୁଜ୍‌): ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯେଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଏଥିପାଇଁ ସମଗ୍ର ଭାରତ ବର୍ଷର ପ୍ରମୁଖ ଶକ୍ତିପୀଠ, ପୂଣ୍ୟନଦୀରୁ ଜଳ ସହିତ ତୀର୍ଥକ୍ଷେତ୍ରମାନଙ୍କରୁ ମାଟି ସଂଗ୍ରହ କରାଯାଉଛି । ଏହି ଅବସରରେ ଯାଜପୁର ଜିଲ୍ଲା ବଜରଂଗ ଦଳ…

ରାମ ମନ୍ଦିର ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଲୋକସଭାରେ ଏ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟ ଗଠନ ହେବ । ୬୭ ଦଶମିକ ୦୩ ଏକର ଜମି ଟ୍ରଷ୍ଟକୁ…

କଶ୍ମୀର ପରେ ‘ରାମ ମନ୍ଦିର’ ମଧ୍ୟ ସୋସିଆଲ ମିଡିଆରେ ରହିଲା ‘ଟପ୍‌ ଟ୍ରେଣ୍ଡ’, ୟୁଜର ଦେଲେ ଏମିତି ପ୍ରତିକ୍ରିୟା

ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସଭାରେ ସଂକଳ୍ପ ପତ୍ର ଉପସ୍ଥାପନା କରିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ତେବେ ସବୁଠାରୁ ଖାସ୍‌ କଥା ହେଉଛି, ଧାରା ୩୭୦ ବ୍ୟତୀତ ରାମ ମନ୍ଦିର ମଧ୍ୟ ‘ଟପ୍‌ ଟ୍ରେଣ୍ଡ’ରେ ଆସିଯାଇଛି। ତେବେ ଲୋକଙ୍କର କହିବା କଥା ହେଲା,…