Browsing Tag

rape case

ଦୁଷ୍କର୍ମ ବେଳେ ବିରୋଧ କରିବାରୁ ଗୁପ୍ତାଙ୍ଗରେ ପୂରାଇଲେ କାଚ ବୋତଲ, ତା’ପରେ କଲେ ପାଶବିକ ଅତ୍ୟାଚାର

ରାଜସ୍ଥାନ: ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଅମାନୁଷିକ ମାମଲା ଦେଖିବାକୁ ମିଳିଛି ରାଜସ୍ଥାନର ନାଗୋର ଜିଲ୍ଲାରେ। ଏଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ବେଳେ ସେ ବିରୋଧ କରିବାରୁ ରାକ୍ଷସମାନେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବୋତଲ ଭର୍ତ୍ତି…

ବଳାତ୍କାରୀଙ୍କ ଗଡ଼ ପାଲଟିଛି ପାକିସ୍ତାନ ! ୬ ବର୍ଷରେ ୨୨ ହଜାର ଦୁଷ୍କର୍ମ, କିନ୍ତୁ ଦଣ୍ଡ ପାଇଛନ୍ତି ମାତ୍ର ୭୭ ଜଣ…

ପାକିସ୍ତାନରେ ପ୍ରତିଦିନ ଅତିକମରେ ୧୧ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଗତ ୬ ବର୍ଷରେ ୨୨ ହଜାରରୁ ଅଧିକ ମାମଲା ଥାନାରେ ରୁଜୁ କରାଯାଇଛି କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସେଥିରୁ କେବଳ ୭୭ ଜଣଙ୍କୁ ଦଣ୍ଡ ମିଳିଛି। ଯାହା ଅପରାଧର ମାତ୍ର ୦.୩ ପ୍ରତିଶତ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ…

କରଞ୍ଜିଆ ତିନିଟିଆ ଅଞ୍ଚଳରେ ଅଭାବନୀୟ ଘଟଣା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତିନିଟିଆ ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ଗତକାଲି ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଘରର ଏକ ୨୫ ବର୍ଷିଆ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି କରଞ୍ଜିଆ ଉପଖଣ୍ଡ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୪ ଅଭିଯୁକ୍ତ, ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜେଲ ଗଲେ ୪ ଅଭିଯୁକ୍ତ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ଦୁଇ ଜଣ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ।…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ। କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଛି। ଗତକାଲି ରାତିରୁ ୪ଜଣଙ୍କୁ ଟକ ରଖାଯାଇଥିବା ସୂଚନା ମିଳିଛି। ହେପାଜତରେ ଅଛନ୍ତି FIRରେ ନାଁ ଥିବା ୪ ଜଣ।…

ଆଳି ବନ୍ଧସାହିରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୭ବର୍ଷର ବୃଦ୍ଧ ଗିରଫ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ପରେ, ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂଇଁପୁର, ବନ୍ଧସାହି ଗ୍ରାମର ମହିଳା ସିପାନୀ ନାଥ(ଛଦ୍ମନାମ)…

ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଟୋରୁ ଠେଲି ଦେଲା ଡ୍ରାଇଭର, ମାମଲା ରୁଜୁ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ମୋହନା: ଯୁବତୀଙ୍କୁ ଅଟୋ ଡ୍ରାଇଭରଙ୍କ ଦୁଷ୍କର୍ମ ଅଭିଯୋଗ। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଧନପଟା ଗାଁର ଜଣେ ଯୁବତୀ ଗତ ୫ ତାରିଖରେ ମୋହନାରୁ ଜିନିଷପତ୍ର ନେଇ ଅଟୋରେ ଘରକୁ ଫେରୁଥିଲେ। ସଂଧ୍ୟା ହୋଇଯାଇଥିବାରୁ ନିଛାଟିଆ ଜାଗାରେ ଅଟୋ ଡ୍ରାଇଭର ତାଙ୍କୁ ଦୁଷ୍କର୍ମ…

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି, ଭିଡିଓ କନ୍‌ଫରେନ୍‌ସିଂରେ ହାଜର ହେବେ ପୋଲିସ…

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି । ଭିଡିଓ କନ୍‌ଫରେନ୍‌ସିଂରେ ହାଜର ହେବେ ପୋଲିସ ଡିଜି । ଗତ ୯ ତାରିଖରେ ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ଭିଡିଓ କନ୍‌ଫରେନ୍ସିଂରେ ପୋଲିସ ଡିଜି ହାଜର ହେବାକୁ…

ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ! କାମାକ୍ଷାନଗର ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର

ଢେଙ୍କାନାଳ: ପୁଣି ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଥାନା ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଓ କଙ୍କଡାହାଡ…

ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ

ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାର ଡାକ୍ତରୀ ମାଇନା ସହ ବୟାନ ରେକର୍ଡଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ତ୍ୱା ଅଭିଯୋଗ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ପୀଡିତା ଜଣକ ଭୁବନେଶ୍ୱରରେ ଜଣେ ବରିଷ୍ଠ…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲା, ଏପରି ପ୍ରତିକ୍ରିୟା ରଖିଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣ ଦୁଷ୍କର୍ମ ମାମଲା । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା । ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛୁ । ଓଟିଭି ଏମଡିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛୁ । ଅଭିଯୋଗକାରିଣୀ ଅଭିଯୋଗ ଅନୁସାରେ ଓଟିଭି…

ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ପ୍ରତିକ୍ରିୟା ରଖିଲେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ବର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ ତଦନ୍ତ ଚାଲିଛି, ତଦନ୍ତ ଠିକ କରାଯାଉଛି। ଏହାସହ ଠିକ ସମୟରେ ସମସ୍ତ ତଥ୍ଯ ସାମ୍ନାରେ ରଖାଯିବ। ବର୍ତ୍ତମାନ କୌଣସି ବକ୍ତବ୍ଯ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି…