Browsing Tag

rape case

ଢେଙ୍କାନାଳ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲେ ପକ୍‌ସୋ କୋର୍ଟ

ଢେଙ୍କାନାଳ: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌। ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ପକ୍‌ସୋ କୋର୍ଟ। ଅଭିଯୁକ୍ତ ହେଉଛି ଢେଙ୍କାନାଳ ନିତ୍ୟାନନ୍ଦପୁର ଗ୍ରାମର ମଣ୍ଟୁଆ ମଲ୍ଲିକ। ନିହଲ ପ୍ରସାଦ ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ସେ ଅପହରଣ ପରେ…

ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଅଇଁଠାପାଲି ଥାନା ଅନ୍ତର୍ଗତ ଡେନସର୍ଗିଠାରେ ମହିଳାଙ୍କୁ ୪ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ହୀରାକୁଦ ଅଞ୍ଚଳର ବୋଲି ଜଣା ପଡ଼ିଛି। କୌଣସି କାମରେ ସେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର…

କଟକରେ ଲଜ୍ଜା, ଖାନନଗର ସେଣ୍ଟ୍ରାଲ ଲାଇବ୍ରେରୀ ପଛ ଜଙ୍ଗଲରେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କଟକ(କେନ୍ୟୁଜ୍): କଟକରେ ଲଜ୍ଜା । ଖାନନଗର ସେଣ୍ଟ୍ରାଲ ଲାଇବ୍ରେରୀ ପଛ ଜଙ୍ଗଲରେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଲାଇବ୍ରେରୀରେ ପଢୁଥିବା ଛାତ୍ରମାନେ ଅଭିଯୁକ୍ତକୁ କାବୁ କରି ବାଦାମବାଡି ଥାନରେ ଜିମା ଦେଇଛନ୍ତି । ସେପଟେ ନାବାଳିକାଙ୍କ ମାଙ୍କ…

୪ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ, ଭଡ଼ା ଘରେ ରଖି ଦଲାଲ କଲେ ସାମୂହିକ ଦୁଷ୍କର୍ମ

ବୁଲନ୍ଦସହରର ଖାନପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ୪ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ମହିଳାଙ୍କୁ ତାଙ୍କ ସ୍ୱାମୀ ବିକ୍ରି କରିଦେବା ପରେ ଦଲାଲ୍‌ମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ତେବେ ଏ ନେଇ ମହିଳା ଜଣକ…

ଥମୁନି ନର ରାକ୍ଷସଙ୍କ ନାରକୀୟ କାଣ୍ଡ: ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ…

ହାଇଦ୍ରାବାଦ: ଥମୁନି ନର ରାକ୍ଷସଙ୍କ ନାରକୀୟ କାଣ୍ଡ। ଏମିତି ଅକଥନୀୟ ଅପରାଧ କରୁଛନ୍ତି ଯେ ସବୁ ଦଣ୍ଡ ଏମାନଙ୍କ ଆଗରେ ଫିକା ଲାଗୁଛି । ଟପିଚାଲିଛନ୍ତି ସବୁ ସୀମା । ନିର୍ଭୟା ଘଟଣା ପରେ ଏମିତି ଅନେକ ଘଟଣା ଘଟେଇ ଚାଲିଛନ୍ତି ମଣିଷ ରୂପଧାରୀ କିଛି ଅମଣିଷ। ଯାହାର କଳାଫର୍ଦ୍ଦରେ ଯୋଡି ହୋଇଯାଇଛି…

ଭେଡେନ: ୩ ବର୍ଷ ତଳେ ପୋଲିସ ଉପସ୍ଥିତିରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ପୋଲିସ ବିରୋଧରେ ମାମଲା ରୁଜୁ ପାଇଁ…

ସମ୍ବଲପୁର(କେନ୍ୟୁଜ୍): ୩ବର୍ଷର ପୁରୁଣା ମାମଲାରେ ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିସନଙ୍କ ନିର୍ଦ୍ଦେଶ । ୨୦୧୬ର ଏକ ମାମଲାରେ ଭେଡେନ ଥାନା ପୋଲିସ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିବାକୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ରେ ଭେଡେନ ଥାନା ରୂପାପାଲି ଗାଁର ତିନି ଜଣ ମହିଳାଙ୍କୁ…

ଜୁନାଗଡ଼: ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼, ମୁଖ୍ୟ ଖଳନାୟକ ବସ୍‌ ଡ୍ରାଇଭର

କଳାହାଣ୍ଡି(କେନ୍ୟୁଜ୍): ଜୁନାଗଡ଼ ଥାନା ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼। ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା। ଏନେଇ ପୀଡ଼ିତା ଏକ ୱେବ ଚ୍ୟାନେଲକୁ ସୂଚନା ଦେଇଛନ୍ତି। ଏ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ…

ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ପର୍ଦ୍ଦାଫାସ, ୭ ଗିରଫ

କଳାହାଣ୍ଡି(କେନ୍ୟୁଜ୍):ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପର୍ଦ୍ଦାଫାସ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ୪ ଦୁଷ୍କର୍ମ ଅଭିଯୁକ୍ତ ଓ ୩ ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ…

ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତର ନାଁ ଶିବୁ ପଟ୍ଟନାୟକ । ଘର ଅମଲାପଡ଼ାରେ । ଘଟଣାଦିନ ରାତିରେ ଉତ୍କଳିକା ବାରଣ୍ଡାରେ ଏକ ଯାଯାବର ପରିବାର ନାବାଳିକା ନିଜ ସଂପର୍କୀୟଙ୍କ ସହ ଶୋଇଥିବା ବେଳେ ଅଭିଯୁକ୍ତ…

ପୁରୀରେ ଲଜ୍ଜା, ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ(କେନ୍ୟୁଜ୍): ପୁରୀରେ ଲଜ୍ଜା । ବସ୍‌ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । କଣ୍ଟକ୍ଟରଏଭଳି କାଣ୍ଡ କରିଛି । ଗତକାଲି ରାତିରେ ନାବାଳିକା ଜଣକ କାନ୍ଦୁଥିବା ଦେଖି ସ୍ଥାନୀୟଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପିଡୀତାଙ୍କୁ…

ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା : ୪ ଦୋଷୀଙ୍କୁ ୨୫ ବର୍ଷ ଜେଲ, ୫୦ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର : ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ । ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଆଉ ଏକ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଅତିରିକ୍ତ ଜିଲ୍ଲା ଓ…

ପଶୁତ୍ବର ସୀମା ଲଙ୍ଘିଥିବା ଦେଶର ଚାରିଟି ଲୋମଟାଙ୍କୁରା ଦୁଷ୍କର୍ମ ମାମଲା , ଯାହା ଆଇନକୁ ବଦଳିବାକୁ କରିଛି ବାଧ୍ୟ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମକୁ ପୁରିଛି ୬ ବର୍ଷ । ୧୬ ଡିସେମ୍ବର ୨୦୧୨ରେ ହୋଇଥିବା ଏହି ଲୋମଟଙ୍କୁରା ଘଟଣା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଦୋଷୀଙ୍କୁ ଦଣ୍ଡାଦେଶ । ପୀଡିତାର ନ୍ୟାୟ ଜେଲ୍…