Browsing Tag

Rape

ଯୋଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୁଣି ଲଜ୍ଜା । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଆଜାଦ ବସ୍ତି ନିକଟ ପଡିଆରେ ଅଚେତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଯୋଡ଼ା ମେଡିକାଲରେ ଭର୍ତ୍ତି…

ସଇତାନ ବାପାର କୁତ୍ସିତ ଚେହେରା, ଦୀର୍ଘ ୬ମାସ ଧରି ନିଜ ଝିଅ ସହ କରୁଥିଲେ ଦୁଷ୍କର୍ମ

ଯାଜପୁର ଟାଉନ(କେନ୍ୟୁଜ୍) : ବାପା ସାଜିଲା ସଇତାନ। ଯାଜପୁର ଜିଲା ବିଂଝାରପୁର ଥାନା ରୁଦ୍ରପୁର ଗାଁରୁ ଆସିଛି ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା । ନିଜ ଦେହର ଭୋକ ମେଂଟାଇବାକୁ ଶେଷରେ ନିଜ ଝିଅ ଉପରେ ନଜର ପକାଇଥିଲା ବାପା । ରୁଦ୍ରପୁର ଗାଁର ଅଭିମନ୍ୟୁ ସାମଲ । ଯିଏ ନିଜ କାମନାର ନିଆଁରେ ନିଜ…

ସଭ୍ୟ ସମାଜର ଅସଭ୍ୟ ଚେହେରା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରି ରେଳଲାଇନରେ ଫିଙ୍ଗିଲେ ଦୁର୍ବୃତ୍ତ

ବିଜୟଓ୍ଵାଡା : ୭୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ । ଘଟଣାଟି ଘଟିଛି ବିଜୟୱାଡା ରେଳଷ୍ଟେସନ୍ ନିକଟରେ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏକା ରହୁଥିବା ଜଣେ ୭୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କୁ ରେଳଧାରଣାରେ…

ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ ।…

କଠୁଆ ଗ୍ୟାଙ୍ଗରେପ୍ ଓ ହତ୍ୟା ମାମଲା : ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଜି ରାମ ସମେତ ୬ ଦୋଷୀ, ଜଣେ…

ବହୁଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କିଛି ସମୟ ପରେ ହେବ ଦଣ୍ଡ ଘୋଷଣା । ପଠାନକୋଟ କୋର୍ଟ ଦଣ୍ଡବିଧାନ କରିବେ । ଏହି ମାମଲାରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଞ୍ଜି ରାମ ସମେତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପଠାନ୍‌କୋଟ୍‌ କୋର୍ଟ ।…

ପ୍ରଥମେ ନିଜର ନାବାଳିକା ଝିଅକୁ କଲେ ଦୁଷ୍କର୍ମ, ପରେ ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା

ପ୍ରଥମେ ନିଜର ୧୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କଲେ । ପରେ ନିଜର ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା । ଘଟଣାଟି ହେଉଛି ଉତ୍ତରପ୍ରଦେଶର ପ୍ରତାପଗଡରେ । ମିଳିଥିବା ସୂଚନା ମୂତାବକ, କିଛି ଦିନ ତଳେ ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା…

ପବିତ୍ର ସଂପର୍କରେ ପାପର ଛିଟା ! ସ୍ତ୍ରୀର ମୃତ୍ୟୁ ପରେ ୮ବର୍ଷର ଝିଅ ସହ ବାପା କରୁଥିଲା ଦୁଷ୍କର୍ମ

ଗୁରୁଗ୍ରାମ : ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳର ପଟୋଦୀରେ ମାନବିକତାକୁ ଲହୁଲୋହାଣ କରିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀର ମୃତ୍ୟୁ ପରେ ଅନେକ ମାସ ହେବ ନିଜ ୮ ବର୍ଷର ଝିଅ ସହ ଦୁଷ୍କର୍ମ କରି ଆସୁଥିଲେ। ଏବେ ତାଙ୍କ ପଡ଼ିଶାରେ ରହୁଥିବା ଦୁଇ ଯୁବତୀ ଏହି ଘଟଣା…

ଦମ୍ପତିଙ୍କ କଳା କାରନାମା: ସ୍ୱାମୀ କରୁଥିଲା ଦୁଷ୍କର୍ମ, ଆଉ ତାର ଭିଡିଓ କରି ବ୍ଲାକ୍‌ମେଲ୍‌ କରୁଥିଲା ସ୍ତ୍ରୀ

ମୁଜାଫରନଗର (ଉତ୍ତର ପ୍ରଦେଶ) : ଦୁଇ ଜଣ ମହିଳାଙ୍କୁ ବନ୍ଦୀ କଲା ଆଉ ତାପରେ ସେମାନଙ୍କ ସହିତ ଦୁଷ୍କର୍ମ କଲା ଦୁର୍ବୃତ୍ତ । ପୋଲିସ୍‌ରେ ଏହି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କର ପତ୍ନୀ ତାର ସ୍ୱାମୀ ଦୁଷ୍ମର୍ମକରିବା ବେଳର ଦୃଶ୍ୟକୁ ଭିଡିଓ ରେକର୍ଡ କରିଥିଲେ ।…

ସାଙ୍ଗ ସହ ମିଶି ସ୍ତ୍ରୀକୁ ନିର୍ବସ୍ତ୍ର କରି ଓଲଟା ଝୁଲାଇଲା ସ୍ବାମୀ, ୨ ଦିନ ପର୍ଯ୍ୟନ୍ତ ରଖିଲା ବନ୍ଧକ

ବାବବାଡା : ଦୁନିଆ ଆଗକୁ ବଢ଼ିବା ସହ ବଢ଼ିଚାଲିଛି ବିଭିନ୍ନ ଅପରାଧ। ନିକଟରେ ରାଜସ୍ଥାନରେ ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ୭ଜଣଙ୍କ ସାଙ୍ଗଙ୍କ ସାମ୍ନାରେ ନିର୍ବସ୍ତ୍ର କରି ଓଲଟା ଝୁଲାଇ ଦେଇଥିଲେ। ଖାଲି ସେତିକି ନୁହଁ ଏହାପରେ ଲଗାତାର…

ସ୍ବାମୀଙ୍କ ଦୁର୍ଘଟଣାର ମିଥ୍ଯା ଖବର ଦେଇ ଘରୁ ଉଠାଇନେଲେ, ପରେ ବଗିଚାରେ କଲେ ଗଣଦୁଷ୍କର୍ମ

ମାନହାନୀ : ମାନହାନୀ ଥାନା ନିକଟବର୍ତ୍ତି ଏକ ଗ୍ରାମରେ ଜଣେ ଯୁବକ, ଗାଁର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କର ଦୁର୍ଘଟଣା ହୋଇଥିବା ମିଥ୍ୟା ଖବର ଦେଇ ସାଙ୍ଗରେ ନେଇଯାଇଥିଲେ। ଏହାପରେ ଏକ ବଗିଚା ମଧ୍ୟରେ ପିଡିତା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲା। ଏନେଇ ଅଭିଯୁକ୍ତର ଗିରଫ…

ଏମିତି ଘଟିଛି କେନ୍ଦୁଝରରେ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

କେନ୍ଦୁଝର (କେନ୍ୟୁଜ୍) : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପିଟି ପିଟି ମାରିଲେ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦବୁନା ଗାଁରେ ଏପରି ଅଘଟଣ ଘଟିଛି। ମୃତ ଯୁବକଙ୍କ ନାଁ ଗଣେଶ ପିଙ୍ଗୁଆ। ଭିନ୍ନକ୍ଷମ ନାବାଳିକା ଜଣକ ଦୁଷ୍କର୍ମ…

ବ୍ୟାଙ୍କ କାମରେ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁବର୍ଣ୍ଣପୁର : ଘରେ ଛାଡି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ । ଯୁବତୀ ଜଣକ ବ୍ୟାଙ୍କ କାମରେ ଯାଇ ଫେରିବା ବେଳେ ଏକ ହୋଟେଲରେ ଖାଉଥିଲେ । ଏତିକି ବେଳେ ସ୍ଥାନୀୟ ସହରପାଲି ଗାଁର ଜଣେ ଯୁବକ ତାଙ୍କୁ ଘରେ ଛାଡି ଦେବ କହି…