Below header
Browsing Tag

rbi

୧ ଜାନୁଆରୀ ୨୦୨୨ରୁ ଗୁଗଲ ୟୁଜର୍ସଙ୍କ ପାଇଁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଯଦି ଆପଣ ଗୁଗଲର ବିଭିନ୍ନ ସେବାକୁ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଆସନ୍ତା ୧ ଜାନୁଆରୀ ୨୦୨୨ ମାନେ ନୂଆବର୍ଷରୁ ନିୟମ ବଦଳିବାକୁ ଯାଉଛି। ଅନଲାଇନ ପେମେଣ୍ଟ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରୁଛି କମ୍ପାନୀ। ଏହି ପରିବର୍ତ୍ତନ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ…

ଫିଚର ଫୋନ ରଖୁଥିବା ୫୫ କୋଟି ଗ୍ରାହକ କରିପାରିବେ ୟୁପିଆଇ ପେମେଣ୍ଟ, ଆରବିଆଇ କଲା ଘୋଷଣା

ଦେଶରେ ୫୫ କୋଟି ଫିଚର ଫୋନ ରଖୁଥିବା ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଫିଚର ଫୋନ ପାଇଁ UPI-based payment products ଲଞ୍ଚ କରିବାକୁ ଯାଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କହିଛନ୍ତି। ଛୋଟ ଭାଲ୍ୟୁର ୟୁପିଆଇ ଟ୍ରାଞ୍ଜାକ୍ସନ…

ଗ୍ରାହକଙ୍କ ଅସୁବିଧାକୁ ଦୂର କରିବ ଲୋକପାଳ ଯୋଜନା: ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ଆରମ୍ଭ କରିଛି ଇଣ୍ଟିଗ୍ରେଟେଡ ଲୋକପାଳ ଯୋଜନା । ଯେମିତି ଭାରତରେ ଏକ ଦେଶ ଓ ଏକ ଲୋକପାଳ ବ୍ୟବସ୍ଥା ରହିଛି, ଠିକ୍ ସେମିତି ବ୍ୟାଙ୍କିଙ୍ଗ ସିଷ୍ଟମକୁ ସୁଧାରିବା ପାଇଁ ଏହି ଯୋଜନା କରାଯାଇଛି । ଯାହାର ପ୍ରକୃତ ଲକ୍ଷ୍ୟ ହେଉଛି ବ୍ୟାଙ୍କିଙ୍ଗ ଓ ନନ୍ ବ୍ୟାଙ୍କିଙ୍ଗ…

ଅକ୍ଟୋବର ୧ରୁ ଲାଗୁ ହେଉଛି ନୂଆ ଅଟୋ ଡେବିଟ୍ ନିୟମ, ଆପଣଙ୍କ ବିନା ଅନୁମତିରେ ଆଉ କଟିବନି ପଇସା

ଭାରତୀୟ ରିଜର୍ଭ ବ୍ଯାଙ୍କ(RBI) ଆଦେଶନୁସାରେ ଅଟୋ-ଡେବିଟ୍ ଦେଣନେଣରେ ପରିବର୍ତ୍ତନ କରିବା ପାଇଁ ଗ୍ରାହକଙ୍କୁ ସଚେତନ କରିବା ଆରମ୍ଭ କରିଦେଇଛି। ଏହି ପରିବର୍ତ୍ତନ ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଅନୁଯାୟୀ, କୌଣସି ପ୍ରକାର ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମରେ ବିଲ୍…

ପୁରୁଣା ନୋଟ କିଣାବିକା କରୁଥିବା ଅନଲାଇନ ଠକଙ୍କ ଠାରୁ ଦୂରେଇ ରୁହନ୍ତୁ, ସତର୍କ କଲା RBI

ଗତ କିଛି ସମୟ ହେଲା ପୁରୁଣା ମୁଦ୍ରା ଓ ନୋଟ୍ (Old Note and Coin) କିଣିବା ଓ ବିକ୍ରି କରିବାର କ୍ରେଜ ଚାଲିଛି । ଏପରି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରି ହେଉଛି । କିନ୍ତୁ ଏହା ମଧ୍ୟରେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)…

ନୋଟ ମଝିରେ ଧାତୁ ରହିବା ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ଭାରତୀୟ କରେନ୍ସି ନୋଟକୁ ନେଇ ଆପଣ ଅନେକ ସୂଚନା ପାଇଥିବେ।  କିନ୍ତୁ ଆମର ଏହି ଭିଡ଼ିଓଟି ସେ ସବୁ ଭିଡ଼ଓଠୁ ରହିଛି ସମ୍ପୂର୍ଣ୍ଣ ଭିନ୍ନ। ଏହି notes କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆମେ ଆପଣଙ୍କୁ ଦବୁ। ଭାରତୀୟ କରେନ୍ସି ନୋଟକୁ ଦେଖିଲେ ମନରେ ପ୍ରଥମ ପ୍ରଶ୍ନ ଆସେ, ଯେ ଏହା କିପରି ତିଆରି…

ପୁରୁଣା କଏନ୍‌ ଓ ନୋଟ୍‌ ବିକୁଥିଲେ ହୋଇଯାଆନ୍ତୁ ସାବଧାନ୍‌! RBI କଲା ସତର୍କ

ପୁରୁଣା କଏନ୍‌ କିଣାବିକାକୁ ନେଇ ଗତ କିଛି ଦିନ ହେଲା କେତେକ ଖବର ସାମ୍ନାକୁ ଆସୁଛି। ଲୋକମାନେ ବିଭିନ୍ନ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ୍‌ ଓ କଏନ୍‌ ବିକ୍ରି ବି କରୁଛନ୍ତି। ତେବେ ଏ ନେଇ ଏବେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

RBIର ନୂଆ ନିୟମ : ଏଟିଏମରେ ନଗଦ ଟଙ୍କା ନଥିଲେ ବ୍ୟାଙ୍କଗୁଡିକୁ ଉପରେ ଲାଗୁହେବ ଜରିମାନା

ଏଟିଏମରେ ନଗଦ ଟଙ୍କା ନ ଥିବାରୁ ଲୋକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଡା ପଦକ୍ଷେପ ନେଇଛି। କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ ଠିକ ସମୟରେ ଏଟିଏମରେ ଟଙ୍କା ନ ରଖିଲେ ସଂପୃକ୍ତ ବ୍ୟାଙ୍କ ଉପରେ…

ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା, ରେପୋରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ :  କରୋନା ଦ୍ୱିତୀୟ ଲହର ଭିତରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସୁଛି । ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କ କରିଛି ବଡ଼ ଘୋଷଣା । ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ୍‌ ତା’ର ରେପୋରେଟ୍କୁ ଅପରିବର୍ତ୍ତିତ ରଖିଛି । ରିଜର୍ଭ ବ୍ୟାଙ୍କ ଲଗାତାର ଷଷ୍ଠ ଥର ଲାଗି ରେପୋରେଟ୍…

ଯଦି ଆପଣଙ୍କ ପାଖରେ ବି ଅଛି ଏଭଳି ୨୦ ଟଙ୍କିଆ ନୋଟ୍‌, ତେବେ ଘରେ ବସି ରୋଜଗାର କରିପାରିବେ ମୋଟା ଅଙ୍କର ଟଙ୍କା;…

୨୦ ଟଙ୍କିଆ ନୋଟ୍‌ ବଦଳରେ ମିଳିବ ହଜାର ହଜାର ଟଙ୍କା। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହା ସତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଯଦି ଆପଣଙ୍କ ପାଖରେ ଏହି ପ୍ରକାରର ୨୦ ଟଙ୍କିଆ ଅଛି ତେବେ ଘରେ ବସି ବସି ଆପଣଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ। ଆସନ୍ତୁ…

କରୋନାର ଦ୍ୱିତୀୟ ଲହର ଯୋଗୁଁ ଅର୍ଥନୀତିରେ ଦୁଇ ଲକ୍ଷ କୋଟିର କ୍ଷତି ହୋଇଛି : RBI

କରୋନା ମହାମାରୀର ଦ୍ୱିତୀୟ ଲହର ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବର୍ତମାନ ଏହାର ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି । ମାତ୍ର ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ବହୁ ପ୍ରଭାବ ପକାଇଛି । ଏହାର ସମ୍ପୂର୍ଣ୍ଣ ତଥ୍ୟ RBI ରଖିଛି ।  କରୋନାର ଦ୍ୱିତୀୟ ଲହର ଯୋଗୁଁ…

ଆରବିଆଇ ବଦଳାଇଲା ଏଟିଏମ୍‌ରୁ ଟଙ୍କା କାଢ଼ିବାର ନିୟମ, ଏବେ ଦେବାକୁ ହେବ ଅଧିକ ଚାର୍ଜ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଗୁରୁବାର ଏଟିଏମ୍‌ ଟ୍ରାଞ୍ଜାକ୍‌ସନ ନିୟମ ବଦଳାଇଛି । ଏହି ନିୟମ ଅନୁଯାୟୀ ଯଦି ଆପଣ ଲିମିଟ୍‌ ଠାରୁ ଅଧିକ ଥର ପଇସା କାଢ଼ିବେ ତେବେ ଆପଣଙ୍କୁ ଅଧିକ ଚାର୍ଜ ପଡ଼ିବ । ଏହି ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ଯଦି ଆପଣ…