Browsing Tag

rohit sharma

ଭାରତର ଦମଦାର ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ କଲା ପରାସ୍ତ

ବୋଲିଂରେ ଘାଇଲା କଲେ ଯଶପ୍ରୀତ ବୁମରାହ । ବ୍ୟାଟିଂରେ ପ୍ରହାର କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ସହଜ ହେଲା ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଜୟ । ବିଶ୍ବକପରେ ଜାରି ରହିଛି ଟିମ୍ ଇଣ୍ଡିଆର ବିଜୟ ଅଭିଯାନ । ଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ…

ବିଶ୍ବକପକୁ ଆଉ ମାତ୍ର ୪ ଦିନ, ସବୁ ଟିମ୍‌ ପାଇଁ ଅଧିନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବିଶ୍ବକପକୁ ଆଉ ରହିଲା ୪ ଦିନ । ୱାର୍ମଅପ୍ ଭିତରେ ଅସଲ ଲଢ଼େଇ ସବୁ ଦଳ ରଣନୀତି କରିଛନ୍ତି । ବିଶେଷ କରି କ୍ୟାପଟେନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଦଳକୁ ଆଗକୁ ନେବାରେ ଅଧିନାୟକଙ୍କ ଠିକଣା ନିଷ୍ପତ୍ତି ହିଁ ଜରୁରୀ ହୋଇଥାଏ । କାରଣ ଖେଳ ସାଙ୍ଗକୁ ରଣନୀତି ମିଶିଗଲେ ସେ ଅଧିନାୟକ ହେବେ…

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଘରକୁ ଫେରିଛନ୍ତି ଭାରତୀୟ ଖେଳାଳି, ଏୟାରପୋର୍ଟରେ ଖୁସିରେ ନାଚିଲେ ରୋହିତ

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଭାରତୀୟ ଟିମ୍‌ ଘରକୁ ଫେରିଛନ୍ତି । ମୁମ୍ବାଇର କାଲିନା ଏୟାରପୋର୍ଟରେ ଓହ୍ଲାଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ରୋହିତ ଶର୍ମା ନାଚିଉଠିଥିଲେ । ରୋହିତ ଶର୍ମା ଭାଙ୍ଗଡା ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରିବା ସହିତ ଫ୍ୟାନ୍ସଙ୍କ ସହିତ ଫଟୋ…

ରୋହିତ ଶର୍ମାଙ୍କ ସୁପର କ୍ୟାଚ୍‌, ଖୁସିରେ କୁଣ୍ଢାଇ ପକାଇଲେ କୋହଲି: ଭିଡିଓ ଭାଇରଲ

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ମ୍ୟାଚକୁ ସବୁବେଳ ପାଇଁ ସ୍ମରଣୀୟ କରି ରଖିବେ ରୋହିତ ଶର୍ମା । ଭାରତ ତରଫରୁ ରୋହିତ ଶର୍ମା ୪୮ ବଲରେ ୫୩ ରନ୍‌ କରିଛନ୍ତି । ରୋହିତ ୭ଟି ୪ ଏବଂ ଦୁଇଟି ଛକା…

ମୁମ୍ବାଇ ଇଣ୍ଡିଆନ୍ସ ବଏଜ୍‌ଙ୍କ ନୂଆ ଭିଡିଓ ଭାଇରଲ, ଦେଖିବାକୁ ମିଳିଲା ସ୍ୱାଗ୍‌

ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଭିଡିଓ । ଯେଉଁଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏବଂ ଈଶାନ କିଶନ ନଜର ଆସୁଛନ୍ତି । ଆଉ ଏହି ଭିଡିଓକୁ ଦେଖି ଫ୍ୟାନ୍ସ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ଭିଡିଓରେ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ୪୦୦ ରନରେ ଅଲଆଉଟ୍‌ ହେଲା ଭାରତ, ପ୍ରଥମ ଇନିଂସରେ ୨୨୩ ରନରେ ଆଗୁଆ

ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୦୦ ରନରେ ଅଲଆଉଟ ହୋଇଛି । ଫଳରେ ଭାରତ ୨୨୩ ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨୦ ରନ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ନବମ ଏବଂ ଅଧିନାୟକ ଭାବେ ପ୍ରଥମ…

ନାଗପୁର ଟେଷ୍ଟ: ଅଧିନାୟକ ରୂପେ ରୋହିତ ଯୋଡ଼ିଲେ ପ୍ରଥମ ଟେଷ୍ଟ ଶତକ; ପାଭେଲିୟନ ଫେରିଲେ ଭାରତର ଅଧା ଟିମ୍‌

ନାଗପୁର ପ୍ରଥମ ଟେଷ୍ଟ ମ୍ୟାଚର ଦିତୀୟ ଦିନରେ ରୋହିତ ଶର୍ମାଙ୍କ ଦମଦାର ଶତକ। ୧୭୨ ବଲ୍ରେ ଶତକ ହାସଲ କଲେ ଅଧିନାୟକ ରୋହିତ ଶର୍ମା। ଏଥିରେ ରହିଛି ୧୪ଟି ଚୌକା ଓ ୨ଟି ଛକା। ରୋହିତ ଶର୍ମାଙ୍କ ବ୍ୟତୀତୀ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଭଲ ସ୍କୋର କରି ପାରିନାହାଁନ୍ତି। ଭାରତୀୟ କ୍ୟାପଟେନ…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ଦୁଇ ଓପନର ମାରିଲେ ଶତକ, ନ୍ୟୁଜିଲାଣ୍ଡକୁ ଦେଲେ ୩୮୬ ରନର ଟାର୍ଗେଟ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ୩୮୬ ରନର ଟାର୍ଗେଟ ଦେଇଛି ଭାରତ । ୫୦ ଓଭର ସୁଦ୍ଧା ୯ ଓ୍ଵିକେଟ ହରାଇ ୩୮୫ ରନ କରିଛି…

ମ୍ୟାଚ୍‌ ମଝିରେ ପଡିଆକୁ ଦୌଡି ଆସି ରୋହିତଙ୍କୁ ଜାବୁଡି ଧରିଲେ ଫ୍ୟାନ୍‌, ସିକ୍ୟୁରିଟି ଗାର୍ଡକୁ ଏମିତି ରୋକିଦେଲେ…

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୮ ଓ୍ଵିକେଟରେ ଜିତିଛି ଭାରତ । ହେଲେ ଏହି ମ୍ୟାଚ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରତ ବ୍ୟାଟିଂ କରୁଥିବା ସମୟରେ ରୋହିତ ଶର୍ମାଙ୍କୁ ସାକ୍ଷାତ କରିବା ପାଇଁ ମଇଦାନକୁ ଦୌଡି ଆସିଥିଲା ଜଣେ କୁନି ଫ୍ୟାନ୍‌ ।…

ଭାରତୀୟ ଖେଳାଳିଙ୍କ ଡ୍ରେସିଂ ରୁମ୍‌ ଏବଂ ଖାଦ୍ୟ ବିଷୟରେ ଭିଡିଓ କରି ଫ୍ୟାନ୍ସଙ୍କୁ ଜଣାଇଲେ ଚହଲ, ରୋହିତ କଲେ ପ୍ରଶଂସା

ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆଜି ରାୟପୁରରେ ଖେଳିବ । ପ୍ରଥମ ଦିନିକିଆ ଜିତିବା ପରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ । ଟିମ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ପ୍ରଥମ ଦିନିକିଆରେ ଖେଳିବାକୁ ସୁଯୋଗ ପାଇନଥିଲେ ।…

କାନ୍ଦୁଥିବା କୁନି ଫ୍ୟାନ୍‌ ଗାଲକୁ ଚିପି ରୋହିତ ହସାଇଦେଲେ, ଭିଡିଓ ଭାଇରଲ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଦିନିକଆ ମ୍ୟାଚ୍‌ ଆରମ୍ଭ ହେଉଛି। ଗୌହ୍ଵାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ପ୍ରଥମ ଦିନିକିଆରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ…

BCCIର ବଡ଼ ନିଷ୍ପତ୍ତି: ରୋହିତ ଶର୍ମାଙ୍କ ହାତରେ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ପାଇଁ ଚୂଡ଼ାନ୍ତ ହେଲା…

ନୂଆବର୍ଷରେ ବିସିସିଆଇ ଗତକାଲି ମୁମ୍ବାଇରେ ଏକ ସମୀକ୍ଷା ବୈଠକ କରିଥିଲା। ଏହି ବୈଠକରେ ବୋର୍ଡ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ବୈଠକରେ ଭାରତୀୟ ଦଳର ଗତ ବର୍ଷ (2022) ର ପ୍ରଦର୍ଶନ…