Below header
Browsing Tag

rourkela

ରାଉରକେଲା ସେକ୍ଟର ୧୩ ଅଞ୍ଚଳରୁ ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ସହ ଦଲାଲ ଗିରଫ

ରାଉରକେଲା: ରାଉରକେଲାରୁ ସେକ୍ସ ରାକେଟ ଠାବ । ସେକ୍ଟର ୧୩ କ୍ଵାଟର ନମ୍ବର ଏ-୧୯୧ରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ସୂଚନା ମିଳିଥିଲା ପୋଲିସକୁ । ସେକ୍ଟର-୧୫ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଵାଟର ଉପରେ ଚଢ଼ଉ କରିଥିଲା । ସମ୍ପୃକ୍ତ କ୍ଵାଟରରୁ ରାଣୀ ମହୁମାଛି ଭାରତୀ ପାତ୍ର ଓ…

ରାଉରକେଲାରେ ଏକ କପଡା ସୋ ରୁମ୍ ମାଲିକଙ୍କୁ ଠକେଇ, ୧୧ହଜାର ଟଙ୍କାର ଜିନିଷ ନେଇ ପଳାଇଲା ଠକ

ରାଉରକେଲା: ଅନଲାଇନ୍‌ରେ ଠକେଇ। ୧୧ହଜାର ଟଙ୍କାର କପଡା ଠକି ନେଇ ପଳାଇଲା ଠକ। ରାଉରକେଲାରେ ଏକ କପଡା ସୋ ରୁମ୍‌ ମାଲିକ ଅନଲାଇନ୍‌ ଠକ ହାବୁଡରେ ପଡି ୧୧ହଜାର ଟଙ୍କାର କ୍ଷତି ସହିଛନ୍ତି। ୩ ଜଣ ଯୁବକ ସହରର ମେନ୍‌ ରୋଡରେ ଥିବା ଏକ କପଡା ସୋ ରୁମ୍‌କୁ ଯାଇ ୧୧ହଜାର ୮୦୦ଟଙ୍କାର କପଡା କିଣିଥିଲେ।…

ଦଲାଲଙ୍କ ଜରିଆରେ ଲୁଟ କରୁଛି ଗ୍ଲେଜ ଇଣ୍ଡିଆ ନାମକ ଘରୋଇ କମ୍ପାନୀ, ଚାକିରି ନାଁରେ ବନ୍ଧକ ରଖିଥିବା ଯୁବତୀଙ୍କୁ ଉଦ୍ଧାର…

ରାଉରକେଲା(କେନ୍ୟୁଜ୍):  ଚାକିରି ନାଁରେ ଯୁବତୀ ବନ୍ଧକ । ପରେ ବନ୍ଧକ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି ଦୁଇ ଯୁବତୀ। ଗ୍ଲେଜ ଇଣ୍ଡିଆ ନାମକ ଏକ ଘରୋଇ କମ୍ପାନୀ ଦଲାଲଙ୍କ ଜରିଆରେ ଯୁବତୀମାନଙ୍କୁ ବିଭିନ୍ନ ଷ୍ଟିଲ…

ବୁଦା ମୂଳରୁ ମିଳିଲା ଶିଶୁର ମୃତଦେହ, ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଚର୍ଚ୍ଚା

ରାଉରକେଲା (କେ ନ୍ୟୁଜ୍‌): ରାଉରକେଲା ବନ୍ଧମୁଣ୍ଡା ଥାନା ଡୁମେର୍ତା ପୋଖରୀ କଡ଼ରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର। ଆଜି ସକାଳୁ ଶିଶୁଟିର ମୃତ ପୋଖରୀ ନିକଟ ବୁଦା ମୂଳେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବନ୍ଧମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁ ଟିର ମୃତ…

ବେଶି ଚାଲାକିର ଖେଳ ଖତମ୍, ନକଲି ଚେକ୍‌ ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ହଡପ୍‌ ଘଟଣାରେ ଯୁବକ ଗିରଫ

ରାଉରକେଲା(କେନ୍ୟୁଜ୍):  ରାଉରକେଲରେ ବଡ ଧରଣର ଠକେଇ । ନକଲି ଚେକ୍‌ ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ହଡପ୍‌ ଘଟଣାରେ ଯୁବକଙ୍କୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ଜଣକ ବ୍ୟାଙ୍କର ଜଣେ ଗ୍ରାହକ ହୋଇଥିବା ସୂଚନା ମିଳିଛି। ରାଉରକେଲା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ୍ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ…

ରାଉରକେଲା: ବ୍ରାହ୍ମଣୀ ବ୍ରିଜ ନିକଟରେ ଆଖି ପିଛୁଳାକେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା(କେନ୍ୟୁଜ୍):  ହୁତ୍ ହୁତ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ସମେତ ୩ ପାସେଞ୍ଜର। ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ବ୍ରିଜ ନିକଟ  ୧୪୩  ନମ୍ବର ଜାତୀୟ ରାଜପଥରେ । ଗାଡିଟି ସମ୍ବଲପୁରରୁ ରାଉରକେଲା ଆସୁଥିଲା। ଗୋଟିଏ ପରିବାରର ୩ ଜଣ ସଦସ୍ୟ କରରେ ରାଉରକେଲେ…

ରାଉରକେଲା: ପିଶାଚ ପୁଅର ଜଘନ୍ୟ କାଣ୍ଡ, ଜମି ବିବାଦକୁ କେନ୍ଦ୍ର କରି ବାପା ମା’କୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ରାଉରକେଲା(କେନ୍ୟୁଜ୍): ପିଶାଚ ପୁଅର ଜଘନ୍ୟ କାଣ୍ଡ,ଶିଳପୁଆରେ ଛେଚି ବାପାମାକୁ ହତ୍ୟା କଲା ପୁଅ। ବିଶ୍ରା ଥାନା ବିଶପୁର ସିଂ ଟୋଲା ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।୪୦ ବର୍ଷୀୟ ଜୟ ସିଂ ନାମକ କୁଳାଙ୍ଗାର ପୁଅ ନିଜ ୭୦ବର୍ଷର ବାପା ମନବୋଧ ସିଂ ଓ ୫୯ ବର୍ଷୀୟ ମା’…

ରାଉରକେଲା ରହମତ ନଗର ବସ୍ତିରେ ଲାଗିଲା ନିଆଁ, ଜଳିଗଲା ଦୁଇଟି ଟାୟାର ଗୋଦାମ

ରାଉରକେଲା(କେ ନ୍ୟୁଜ): ଟାୟାର ଗୋଦାମରେ ଲାଗିଲା ନିଆଁ। ମାତ୍ର କିଛି ମୁହୂର୍ତ୍ତରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟାୟାର ଗୋଦାମ। ରାଉରକେଲା ୨୧ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ୨ଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।…

ରାଉରକେଲାରେ ହେବ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ବଡ଼ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ରାଉରକେଲା ଠାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍‌ କରାଯିବ । ପୂର୍ବ ହକି ବିଶ୍ୱକପ୍‌କୁ ଅତ୍ୟନ୍ତ ସଫଳତାର ସହ ଆୟୋଜନ କରିବା ପରେ ବିଶ୍ୱ…

ରାଉରକେଲାରେ ରେଳ କର୍ମଚାରୀଙ୍କୁ ହତ୍ୟା, ହତ୍ୟାକରୀ କିଏ ଓ କାହିଁକି ମାରିଲା ଜଣାପଡୁନି

ରାଉରକେଲା : ରେଳ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ ଲାଇନ ନିକଟରେ ଜଣେ ଯୁବକର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ରାଉରକେଲା ବନ୍ଧମୁଣ୍ଡା ଥାନା ପୋଲିସ ମିଲନ ନଗର ନିକଟ ରାସ୍ତା ଠାରୁ କିଛି ଦୂରରେ ପଡ଼ିଥିବା ମୃତଦେହ ଉଦ୍ଧାର କରି ତଦନ୍ତ…

ମ୍ୟାଲେରିଆକୁ ନେଇ ୧୦୦ ବର୍ଷ ପୁରୁଣା ରହସ୍ୟର ସମାଧାନ କଲେ ବୈଜ୍ଞାନିକ

ବୈଜ୍ଞାନିକମାନେ ମସ୍ତିଷ୍କର ଚିତ୍ର ଉତ୍ତୋଳନ କରୁଥିବା କୌଶଳ ବ୍ୟବହାର କରି 100 ବର୍ଷ ପୁରୁଣା ରହସ୍ୟର ସମାଧାନ କରିଛନ୍ତି ବୋଲି ଦାବି କରିଛନ୍ତି ଯାହା ହେଉଛି ମ୍ୟାଲେରିଆ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଇଥାଏ । ଓଡିଶାର ରାଉରକେଲାରେ କରାଯାଇଥିବା ଏହି ଅଧ୍ୟୟନରେ 'ସେଣ୍ଟର ଫର ଦ ଷ୍ଟଡି…