Browsing Tag

rourkela

ରାଉରକେଲା: ଜାଲ୍‌ ସଂସ୍ଥା ଖୋଲି ଗରିବଙ୍କ ନାଁରେ ଚାଲିଥିଲା ହରିଲୁଟ୍‌, ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ

ରାଉରକେଲା(କେନ୍ୟୁଜ୍‌): ୧୭୦ କୋଟିର ଆୟକର ଠକେଇ। ରାଉରକେଲାରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ୧୭ ଗିରଫ। ସୂଚନା ମୁତାବକ ଜାଲ୍ ସଂସ୍ଥା ଖୋଲି ଗରିବ ଦିନ ମଜୁରିଆଙ୍କ ନାଁରେ ଚାଲିଥିଲା କାରବାର । ଏନେଇ ୧୭ ଟି ଜାଲ୍ ସଂସ୍ଥା ଖୋଲି ବେଆଇନ କାରବାର ଚାଲିଥିବା ସୂଚନା ମିଳିଛି । ବିଜ୍ଞପ୍ତିରେ…

ସରକାରୀ ସ୍କୁଲ ସାର୍‌ଙ୍କ କାରନାମା ଶୁଣିଲେ କାନରେ ହାତ ଦେବେ, ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ ରଖି ଖଟାଉଥିଲେ

ରାଉରକେଲା : ପେସାରେ ଜଣେ ସରକାରୀ ସ୍କୁଲର ଶିକ୍ଷକ । ହେଲେ କରିଛନ୍ତି ଏକ ବସ୍ତା ତିଆରି କାରଖାନା । ଆଉ ସାର୍‌ ଆମର ସେହି କାରଖାନାରେ ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ କାମରେ ଲଗାଇ ବେପାର ଚଳାଇଥିଲେ । ଏଥିରେ ୧୪ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଛନ୍ତି । ଯାହା ସୂଚନା ମିଳିଛି,…

ରହସ୍ୟଜନକ ଭାବେ ଫେରିଲେ ବୀରମିତ୍ରପୁରର ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା : ଗତ ଶନିବାର ଦିନ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବହଲରୁ ଅପହୃତ ହୋଇଥିବା କ୍ରସର ବ୍ୟବସୟୀ ଫେରି ଆସିଛନ୍ତି । ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଗତକାଲି ରାତିରେ ରହସ୍ୟ ଜନକ ଭାବେ ତାଙ୍କ ରାଉରକେଲା ସିଭିଲ ଟାଉନସିପ୍‌ ସ୍ଥିତ ବାସଭବନକୁ ଫେରି ଆସିଛନ୍ତି । ତାଙ୍କ ଫେରି ଆସିବା କଥା…

ରାଉରକେଲାରେ ଆଉ ଏକ GST ଠକେଇର ପର୍ଦ୍ଦାଫାଶ, ଏଥର ଶିକାର ହେଲେ ଉଠା ଚାହା ଦୋକାନୀ

ରାଉରକେଲା(କେ ନ୍ୟୁଜ): ରାଉରକେଲାରେ ପୁଣି ଜିଏସଟି ଠକେଇର ପର୍ଦ୍ଦାଫାଶ । ଏପରି ଏକ ଠକେଇର ଶିକାର ହୋଇଛନ୍ତି ରାଉରକେଲା ବାଲୁଘାଟ ଅଞ୍ଚଳରର ଉଠା ଚାହାଦୋକାନୀଙ୍କ ପରିବାର । ଘରର ଅସୁବିଧା ଓ ପରିବାର ପ୍ରତିପୋଷଣ ପାଇଁ ଚାକିରି ଦେବା ର ଲୋଭ ଦେଖାଇ ଜରୁରୀ କାଗଜପତ୍ର ନେଇ ଜାଲକମ୍ପାନୀ ଖୋଲି…

ରାଉରକେଲା : ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ବଡ଼ ଜିଏସ୍‌ଟି ଠକେଇ ନୋଟିସ୍‌, ୨୮ କୋଟି କାରବାରରେ ଫାଙ୍କିଛନ୍ତି ୪ କୋଟି

ରାଉରକେଲା(କେ ନ୍ୟୁଜ): ରାଉରକେଲାରେ ଏକ ବଡ଼ ଧରଣର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି । ତାହା ପୁଣି ଜଣେ ଡ୍ରାଇଭରଙ୍କ ନାଁରେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଠକେଇ ହଜାରେ କି ଲକ୍ଷେ ଟଙ୍କାର ନୁହେଁ, ବରଂ ୪ କୋଟି ଟଙ୍କାର । ରାଉରକେଲା ସେକ୍ଟର-୨୦ରେ ରହୁଥିବା ଜଣେ ଡ୍ରାଇଭରଙ୍କୁ ଏନେଇ…

ରାଉରକେଲା: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼, ଦୁଇ ଆହତ

ରାଉରକେଲା(କେନ୍ୟୁଜ୍): ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ । ରାଉରକେଲା ମାଲଗୋଦାମ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି । ଗୁଳିମାଡ଼ରେ ରୋହିତ ପଟ୍ଟନାୟକ ନାମକ ଯୁବକ ଆହତ ହୋଇଥିବା ବେଳେ ଖଣ୍ଡା ଚୋଟରେ ରାଜୁ ଚୌଧୁରୀ ଆହତ ହୋଇଛନ୍ତି । ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ…

ରାଉରକେଲା: ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ଜଣେ ମୃତ ଓ ଜଣେ ନିଖୋଜ

ରାଉରକେଲା(କେନ୍ୟୁଜ୍): ସାଙ୍ଗମାନଙ୍କ ସହିତ ଜଳ ପ୍ରପାତକୁ ଜାଇ ମଜାମସ୍ତି କରିବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡିଛି   । ସୁନ୍ଦରଗଡ ଜିଲ୍ଲା ବଣାଇ ଗୁରୁଣ୍ଡିଆର ସୋଲ ପଞ୍ଚାୟତର ବାଦଲ ଗିରିଜ ଜଳ ପ୍ରପାତରେ ଭସିଗଲେ ଦୁଇ ଯୁବକ  । ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନିଖୋଜ ହେବା ସହିତ ଅନ୍ୟ ଜଣଙ୍କର…

ରାଉରକେଲା: ମହିଳା ଆଇଆଇସି ଆଣିଲେ ସ୍ବାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ, ଥାନାରେ ଦେଲେ ଏତଲା

ରାଉରକେଲା(କେନ୍ୟଜ୍): ନିଜ ସ୍ବାମୀଙ୍କ ନାମରେ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ସୁନ୍ଦରଗଡ଼ ବିରମିତ୍ରପୁର ମହିଳା ଥାନା ଅଧିକାରୀ ସ୍ନିଗ୍ଧା ରାଣୀ ସୁନା। ରାଉରକେଲା ରଘୁନାଥପଲ୍ଲୀ ଥାନାରେ ନିଜ ସ୍ବାମୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ସ୍ନିଗ୍ଧା। ସ୍ବାମୀଙ୍କ ବିରୋଧରେ ନିର୍ଯ୍ୟାତନା, ମାର…

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା ପଡିଗଲା ମହଙ୍ଗା, ଛୁଆକୁ ମାରିଦେବାର ଧମକ ଦେଇ ସାରାରାତି କଲେ ଦୁଷ୍କର୍ମ

ଅପରିଚିତ ଲୋକଙ୍କ ସହ ଫେସବୁକରେ ବନ୍ଧୁତା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ବୁଝି ବିଚାରି ସେମାନଙ୍କ ସହ ସାଙ୍ଗ ହୁଅନ୍ତୁ ନଚେତ ଆପଣ ମଧ୍ୟ ଏହି ମହିଳାଙ୍କ ଭଳି ଅବସ୍ଥା ଭୋଗି ପାରନ୍ତି। ପୂରା ଘଟଣା ଶୁଣିଲେ ଆପଣ ବି ହଡବଡାଇ ଯିବେ। ଆଉ ଫେସବୁକରେ ଅଜଣା ବନ୍ଧୁଙ୍କ ସହ ସାଙ୍ଗ…

ରାଉରକେଲା ସ୍ୱତନ୍ତ୍ର କାରଗାରର ୧୭ ଜଣ କଏଦୀ ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ

ରାଉରକେଲା (କେ ନ୍ୟୁଜ): ରାଉରକେଲା ସହର ସ୍ୱତନ୍ତ୍ର କାରଗାରକୁ ପ୍ରବେଶ କରିଛି କରୋନା ଭାଇରସ । ଜେଲରେ କାରାଦଣ୍ଡ ଭୋଗୁଥିବା ୧୭ ଜଣ କଏଦୀଙ୍କ ସମେତ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କାରାଗାରର ଜଣେ କର୍ମଚାରୀଙ୍କୁ କାଶ, ଥଣ୍ଡା ପରେ ତାଙ୍କର…

ଲକଡାଉନ୍‌ ଥିବା ୪ ଜିଲ୍ଲାରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

କେନ୍ୟୁଜ (ବ୍ୟୁରୋ) : ଲକଡାଉନ୍‌ ଥିବା ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସକାଳ ୮ରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ । କିନ୍ତୁ ଗ୍ରାହକଙ୍କ ପାଇଁ ସକାଳ ୮ରୁ ଦିନ ୧ଟା ଯାଏ ବ୍ୟାଙ୍କ ସେବା ମିିଳିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲାରେ ପାଇଁ ଲାଗୁ…

ରାଉରକେଲାରେ ଚିନ୍ତା ବଢାଇଲେ ସୁପର ସ୍ପ୍ରେଡର, ସେକ୍ଟର-୧୬କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସେକ୍ଟର-୧୬ରୁ ସୁପର ସ୍ପ୍ରେଡର ବାହାରିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୧୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…