Below header
Browsing Tag

rourkela

ରାଉରକେଲାରୁ ୧୫ କରୋନା  ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଦିଲ୍ଲୀରୁ ଫେରିଥିଲେ

ସୁନ୍ଦରଗଡ(କେନ୍ୟୁଜ୍): ରାଉରକେଲାରୁ ୧୫ କରୋନା  ଆକ୍ରାନ୍ତ ଚିହ୍ନଟ। ବୀରମିତ୍ରପୁର କ୍ବାରେଣ୍ଟାଇନ ସେଣ୍ଟରରୁ ୧୪ ଜଣ । ସେହିପରି କୁଆଁରମୁଣ୍ଡାରୁ ଜଣେ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଦିଲ୍ଲୀରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଦେଇଛନ୍ତି ଉପ…

ରାଉରକେଲା ସରକାରୀ ହସ୍ପିଟାଲର ଦୁଇ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ର ଦୁଇ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି । ସୂଚନା ଦେବା ଯୋଗ୍ୟକି, ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଥିବା ୧୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଉରକେଲା ଜେଲ୍‌ର ୬ ଜଣ ଓ ସରକାରୀ ଡାକ୍ତରଖାନାର ୨ ଜଣ ଷ୍ଟାଫ୍‌ ରହିଛନ୍ତି…

ରାଜସ୍ଥାନ କୋଟାରୁ ରାଉରକେଲା ଫେରିଲେ ୧୧୬ ଛାତ୍ରଛାତ୍ରୀ

ରାଉରକେଲା:  ରାଉରକେଲା ଫେରିଲେ ୧୧୬ ଛାତ୍ରଛାତ୍ରୀ । ଲକ୍‌ଡାଉନ୍‌ ପରେ କୋଟାରେ ଫଶିରହିଥିବା ଛାତ୍ରଛାତ୍ରୀ ଆଜି ୪ଟି ବସ୍‌ ଯୋଗେ ରାଉରକେଲା ଫେରିଛନ୍ତି । ରାଉରକେଲାରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ଥିବା ମେଡିକାଲରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ୧୧୬ଜଣଙ୍କ…

ମିଥ୍ୟ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପଡିଲା ମହଙ୍ଗା, ଯୁବକକୁ ଗିରଫ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା…

ରାଉରକେଲା(କେନ୍ୟୁଜ): ଯେତେ ସଚେତନ କରାଯାଉଥିଲେ ମଧ୍ୟ ସୁଧୁରୁନାହାନ୍ତି କିଛି ଅମାନିଆ ଯୁବ ଗୋଷ୍ଠୀ। କରୋନା ସମ୍ପର୍କିତ କିଛିବି ପୋଷ୍ଟ ସୋସିଆଲ ମିଡିଆରେ ନକରିବାକୁ କଟକଣା ଜାରି ହୋଇଥିଲେ ମଧ୍ୟ ଲୋକ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି.ଗତ କିଛି ଦିନ ମଧ୍ୟରେ ଅନେକ ଯୁବକ ଏଭଳି କାମ କରି…

ରାଉରକେଲା: କଳାବଜାରୀଙ୍କ ପାଇଁ ଉତ୍ତମ ସମୟ ପାଲଟିଛି ଲକଡାଉନ, ଚଢା ଦରରେ ବିକୁଛନ୍ତି ପିଡ଼ିଏସ ଚାଉଳ, ଜବତ କଲା ଯୋଗାଣ…

ରାଉରକେଲା(କେନ୍ୟୁଜ) : ସାରା ଦେଶ କରୋନା ବିରୋଧରେ ଲଢ଼ୁଥିବା ବେଳେ ରାଉରକେଲା ରେ କେତେକ ବ୍ୟବସାୟୀ ଉଠାଉଛନ୍ତି ଏହାର ଫାଇଦା। ରାଉରକେଲା ରେ ଆରମ୍ଭରୁ ସରକାରୀ ପିଡ଼ିଏସ ଚାଉଳ ର କଳାବଜାରୀ।ଖୋଲା ଖୋଲି ଭାବେ ବଜାରରେ କଳାବଜାରୀ କରୁଥିଲେ ସେକ୍ଟର ୧୯ ଆମବାନ ମାର୍କେଟରେ ଦୁଇ ବ୍ୟବସାୟୀ । ଆଜି…

କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ୩୧ ତାରିଖ ଯାଏ ରାଉରକେଲା ଏନଆଇଟିର ଛୁଟି ଘୋଷଣା

ରାଉରକେଲା(କେନ୍ୟୁଜ):  କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଆସନ୍ତା ୩୧ ତାରିଖ ଯାଏ ଏନଆଇଟି,ରାଉରକେଲା ଛୁଟି ଘୋଷଣା । ଏହି ସମୟରେ ଲାଇବ୍ରେରୀ, ସୁଇମିଂ ପୁଲ, ଜିମ୍ନାସିୟମ ଓ ଅଡିଟୋରିୟମ ବନ୍ଦ ରହିବ । ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ଇ-କୋର୍ସ ମେଟେରିଆଲ, ଆସାଇନମେଣ୍ଟ ଅନ୍‌ଲାଇନରେ…

ରାଉରକେଲା ପୋଲିସ ନିକଟରେ ମାଓ ଦମ୍ପତ୍ତି କଲେ ଆତ୍ମସମର୍ପଣ, ନିୟମ ଅନୁସାରେ ସୁବିଧା ସୁଯୋଗ ଦିଆଯିବ ବୋଲି କହିଲେ ଏସପି

ରାଉରକେଲା(କେନ୍ୟୁଜ୍): ପୁଣି ଲାଲ ବାହିନୀକୁ ଧକ୍କା । ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି । ଝାଡ଼ଖଣ୍ଡର ରାଜୁ କାୟମ ଓ ଅନୀତା ମାର୍ଲା ରାଉରକେଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ରାଜୁ ୨୦୧୧ରୁ ଏବଂ କଳ୍ପନା ୨୦୧୪ରେ ମାଓ ସଙ୍ଗଠରେ ଥିଲେ । ଉଭୟ ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା…

ରାଉରକେଲାରେ ହେବ ଟୋଲରୁମ୍‌ ଟ୍ରେନିଂ ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ…

କେନ୍ୟୁଜ୍(ବ୍ୟୁରୋ):  ରାଉରକେଲାରେ ହେବ ଟୋଲରୁମ୍‌ ଟ୍ରେନିଂ ସେଣ୍ଟର। ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୨୦୦କୋଟି। ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।…

କିସ୍‌ ପ୍ରତିଷ୍ଠାତାଙ୍କ ଗୋଟିଏ ମଣିଷ ଗୋଟିଏ ଗଛ ଲଗାଇବା ପ୍ରୟାସରେ ସାମିଲ ହେଲେ ରାଉରକେଲା ଛେଣ୍ଡର ଜ୍ଞାନମନ୍ଦିର…

କେନ୍ୟୁଜ୍(ବ୍ୟୁରୋ): କିଟ୍‌, କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଗୋଟିଏ ମଣିଷ ଗୋଟିଏ ଗଛ ଲଗାଇବା ଭଳି ପ୍ରୟାସରେ ସାମିଲ ହୋଇଛନ୍ତି ରାଉରକେଲା ଛେଣ୍ଡ ଅଞ୍ଚଳର ଜ୍ଞାନମନ୍ଦିର ସ୍କୁଲର ଛାତ୍ରଛାତ୍ରୀ । ଗଛକୁ ନେଇ ଏକ ବାର୍ତ୍ତା ଦେବା ଓ ପିଲାମାନଙ୍କ ମଧ୍ୟରେ ବୃକ୍ଷ ପ୍ରତି…

ରାଉରକେଲା: ରାସ୍ତା ଉପରେ ଜୀଅନ୍ତା ମାଛ, ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି

ରାଉରକେଲା(କେନ୍ୟୁଜ୍):  ରାସ୍ତାରେ ଖେଳିଲେ ମାଛ । ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି । ଆଉ ମାଛ ନେବାକୁ ଲୋକମାନେ ଉଦ୍ୟମ କରିବା ବେଳେ ଘଟଣାସ୍ଥଳରେ ପୋଲିସ ସେମାନଙ୍କୁ ନିବୃତ୍ତ କରିଥିଲା । ଭାରତ ବନ୍ଦ ବେଳେ ରାଉରକେଲା ବିଶ୍ରା ଛକରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ।…

ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ବାସନ୍ତୀ କଲୋନୀରେ ଘଟିଛି ଏହି ଦୁଃଖଦ ଘଟଣା । ଛାତ୍ର ଜଣକ ସେଣ୍ଟ ଥମାସ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଆଜି ଘରେ ବାପାମାଆ ନଥିବା ବେଳେ ସେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆତ୍ମହତ୍ୟାର କାରଣ…

ଏକ୍ସସାଇଜ୍‌ ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା କନେଷ୍ଟବଳ

ରଉରକେଲା(କେନ୍ୟୁଜ୍): ରଉରକେଲା ଅବକାରୀ ବିଭାଗର ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ଏସ୍‌ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଭାଗର ଜଣେ ମହିଳା କନେଷ୍ଟବଳ । ଏନେଇ ମହିଳା ଜଣଙ୍କ ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘ ୫ ମାସ…