Below header
Browsing Tag

rourkela

ରାଉରକେଲା: ରାସ୍ତା ଉପରେ ଜୀଅନ୍ତା ମାଛ, ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି

ରାଉରକେଲା(କେନ୍ୟୁଜ୍):  ରାସ୍ତାରେ ଖେଳିଲେ ମାଛ । ବନ୍ଦ ପାଳନ ବେଳେ ଓଲଟି ପଡ଼ିଲା ମାଛ ବୋଝେଇ ଗାଡ଼ି । ଆଉ ମାଛ ନେବାକୁ ଲୋକମାନେ ଉଦ୍ୟମ କରିବା ବେଳେ ଘଟଣାସ୍ଥଳରେ ପୋଲିସ ସେମାନଙ୍କୁ ନିବୃତ୍ତ କରିଥିଲା । ଭାରତ ବନ୍ଦ ବେଳେ ରାଉରକେଲା ବିଶ୍ରା ଛକରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ।…

ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ବାସନ୍ତୀ କଲୋନୀରେ ଘଟିଛି ଏହି ଦୁଃଖଦ ଘଟଣା । ଛାତ୍ର ଜଣକ ସେଣ୍ଟ ଥମାସ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଆଜି ଘରେ ବାପାମାଆ ନଥିବା ବେଳେ ସେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆତ୍ମହତ୍ୟାର କାରଣ…

ଏକ୍ସସାଇଜ୍‌ ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା କନେଷ୍ଟବଳ

ରଉରକେଲା(କେନ୍ୟୁଜ୍): ରଉରକେଲା ଅବକାରୀ ବିଭାଗର ଏସ୍‌ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ଏସ୍‌ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଭାଗର ଜଣେ ମହିଳା କନେଷ୍ଟବଳ । ଏନେଇ ମହିଳା ଜଣଙ୍କ ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘ ୫ ମାସ…

ରାଉରକେଲା ପୋଲିସକୁ ସଫଳତା, ଗିରଫ କଲା ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର

ରାଉରକେଲା(କେନ୍ୟୁଜ୍): ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ଗିରଫ । ଏରିଆ କମାଣ୍ଡର ସୁଦାମ ସିଂହକୁ ଗିରଫ କରିଛି ରାଉରକେଲା ପୋଲିସ । ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ ଲୁଚିଥିବା ସୂଚନା ପାଇ ରାଉରକେଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତାକୁ ଗିରଫ କରିଛି । ଝାଡ଼ଖଣ୍ଡରେ ବିଭିନ୍ନ ନେତାଙ୍କୁ…

ରାଉରକେଲା: ଭୁଲ୍‌ ଟିକା ନେଇ ଜଣେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ, ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ…

ରାଉରକେଲା(କେନ୍ୟୁଜ୍): ଭୁଲ୍‌ ଟିକା ନେଇ ଜଣେ ଛାତ୍ରଙ୍କ ମୃତ୍ୟୁ । ଏଭଳି ଅଭିଯୋଗ ଆସିଛି ରାଉରକେଲା ସେକ୍ଟର ୬ ଅଞ୍ଚଳରୁ । ମହିମା ଆଶ୍ରମ ବିଦ୍ୟା ମନ୍ଦିରର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଟିକା ନେବାପରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଛାତ୍ର କଲ୍ୟାଣୀ ରାୟ…

ମନ କିଣିନେଲେ ବିଧାୟକ, ଡାକ୍ତରଖାନା କର୍ମଚାରୀ ଧାରଣାରେ ଥିବାରୁ ରୋଗୀଙ୍କୁ କଲେ ନିଜ ହାତରେ ଡ୍ରେସିଂ

ଡ୍ରେସର ସାଜିଲେ ବିଧାୟକ । ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କ ଡ୍ରେସିଂ କଲେ ରାଉରକେଲା ଏମ୍‌ଏଲ୍‌ଏ ସାରଦା ନାୟକ । ରାଉରକେଲା ସରକାରୀ ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଧର୍ମଘଟ ଯୋଗୁଁ ଅଚଳବସ୍ଥା ଦେଖାଦେଇଛି । ଏସଂପର୍କରେ ଖବର ପାଇବା ପରେ ବିଧାୟକ ସାରଦା ନାୟକ ଘଟଣାସ୍ଥଳରେ…

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି, ନିର୍ଗତ ବିଷାକ୍ତ ପବନରେ ଲୋକେ ଅତିଷ୍ଠ ହେଉଥିବା ଅଭିଯୋଗ

ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ରହିଛି ଗୁଟ୍‌ଖା ଫ୍ୟାକ୍ଟ୍ରି। ସମ୍ବଲପୁର-ରାଉରକେଲା ଜାତୀୟ ରାଜପଥରୁ ୫୦ ମିଟର ଦୂରରେ ଏହି ଫ୍ୟାକ୍ଟି ରହିଛି । ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗଣଶିକ୍ଷା ବିଭାଗ ଓ ପ୍ରଦୂଷଣ ବିଭାଗର ସମସ୍ତ ନିୟମକୁ ଉଲଘଂନ ଏହି ଗୁର୍‌ଖା ଫ୍ୟାକ୍ଟ୍ରି…

ରାଉରକେଲା: ତିଆରି ହେଲା ୧୧ କିଲୋମିଟର ଲମ୍ବର ବିଶାଳକାୟ ଜାତୀୟ ପତାକା, ବିଶ୍ବ ରେକର୍ଡ ପାଇଁ ଆବେଦନ

ଆଉ ତିନି ଦିନ ପରେ ଦେଶ ପାଳିବ ୭୩ ତମ ସ୍ୱାଧୀନତା ଦିବସ । ଏଥିପାଇଁ ସବୁଠି ଉତ୍ସାହ । ରେ ପ୍ରସ୍ତୁତ ହୋଇଛି ସବୁଠି ବଡ଼ ଜାତୀୟ ପତାକା । ଦୀର୍ଘ ୧୧ କିଲୋମିଟର ଲମ୍ବର ତ୍ରିରଙ୍ଗାକୁ ପ୍ରସ୍ତୁତ କରିଛନ୍ତି ସ୍ମାଇଲ୍‌ ଫର୍‌ ଏଭର ଫାଉଣ୍ଡେସନ୍‌ । ଅଗଷ୍ଟ ୧୫ ତାରିଖରେ ଏହି ବିଶାଳକାୟ ଜାତୀୟ…

ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜଙ୍ଗଲ ରାସ୍ତାର ଗଛରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଝାଡ଼ଖଣ୍ଡର ଶ୍ରଦ୍ଧା ସୁନନ୍ଦିନୀ ସୋରେଙ୍ଗ ଓ ବୀରମିତ୍ରପୁରର ସୁନନ୍ଦିନୀ ବାଗେ । ଦୁହେଁ ହକି ଖେଳାଳି । ଶ୍ରଦ୍ଧା ଓ ସୁନନ୍ଦିନୀ ହକି ଖେଳିବେ କହି…

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା । ରାଉରକେଲା ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣା ଦେବା ସହ ଏସଡିଜେଏମଙ୍କ ବଦଳିି ଦାବି କରିଛି ସଂଘ। ନିକଟରେ ବିଶ୍ୱକପ୍‌ ବେଟିଂର ଅଭିଯୁକ୍ତ ନଗରମଲ ଅଗ୍ରୱାଲର ଜାମିନ ଶୁଣାଣି ହେବାର…

ରାଉରକେଲା ପୋଲିସକୁ ସଫଳତା, ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ । ୭୦ ପ୍ୟାକେଟ୍‌ ଆମୋନିୟମ ନାଇଟ୍ରେଟ, ୪୮୦୦ ଡିଟୋନେଟର, ୨୭୦୦ ଜେଲ ସୁପର ୯୦ ସହ ବିସ୍ଫୋରକ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଜବତ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହାର ମୁଖ୍ୟ ଆସାମୀ ଆଲୋକ ସାମଲ ଫେରାର…

ରାଉରକେଲାରୁ ଆସିଛି ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାତିସାରା ଗଣଦୁଷ୍କର୍ମ। ରାଉରକେଲା ସେକ୍ଟର ୨୦ ହିଲଟପ୍ ବସ୍ତିର ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଂପୃକ୍ତ ୨ଜଣ ଯୁବକ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଉଛି। ଯୁବତୀ ଜଣକ ଟ୍ରାଫିକ…