Browsing Tag

Russia

ଫିକା ପଡିପାରେ ରୁଷର ମୁନ୍‌ ମିଶନ, ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି

ସଂକଟରେ ରୁଷର ମୁନ୍ ମିଶନ । ଲ୍ୟାଣ୍ଡିଂ ପୂର୍ବରୁ ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି । ପ୍ରାକ୍ ଅବତରଣ କକ୍ଷପଥକୁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତର ସମାନା କରିଛି । ଆସନ୍ତାକାଲି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ଲୁନା-୨୫ର ଅବତରଣ ପାଇଁ ରୁଷ୍ ଲକ୍ଷ୍ୟ…

ରୁଷ୍‌ରେ ବଡ଼ ଦୁର୍ଘଟଣା: ଗ୍ୟାସ୍‌ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୨୫ ଜଣ ଜୀବନ୍ତ ଦଗ୍ଧ, ୬୬ ଆହତ

ରୁଷ୍‌ରେ ବଡ଼ ଧରଣର ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ରାତିରେ ଦାଗେସ୍ତାନର ରାଜଧାନୀ ମାଖଚକାଲାରେ ରାଜପଥରେ ପାର୍ଶ୍ୱରେ ଥିବା ଏକ କାର୍‌ ସର୍ଭିସ୍‌ ସେଣ୍ଟରରେ…

ୟୁକ୍ରେନର ଖେରସନ ଅଞ୍ଚଳରେ ରୁଷର ମିସାଇଲ ବର୍ଷା, ୭ ମୃତ

ରୁଷ ଆକ୍ରମଣରେ ୟୁକ୍ରେନର ୭ ଜଣଂକ ମୃତ୍ୟୁ । ୟୁକ୍ରେନର ଖେରସନ ଅଞ୍ଚଳରେ ମିସାଇଲ ବର୍ଷା କରିଥିଲା ରୁଷ । ୨୩ ଦିନର ଶିଶୁ ସହ ତାର ୧୨ ବର୍ଷର ଭାଇର ମଧ୍ୟ ମୃତ୍ୟୁ ଘଟିଛି । ଅନ୍ୟ ମୃତକଂକ ମଧ୍ୟରେ ଗୋଟିଏ ପରିବାରର ୪ ସଦସ୍ୟ ଅଛଂତି । ଖେରସନର ନିପ୍ରୋ ନଦୀ କୂଳରେ ଆକ୍ରମଣ କରିଥିଲା ରୁଷ ।…

୪୭ ବର୍ଷ ପରେ ରୁଷ୍‌ ଲଞ୍ଚ୍‌ କଲା ନିଜର ମୁନ୍‌ ମିଶନ, ଚନ୍ଦ୍ରକୁ ଯାତ୍ରା କଲା Luna-25

ପ୍ରାୟ ୪୭ ବର୍ଷ ପରେ ରୁଷ୍‌ ନିଜର ମୁନ୍‌ ମିଶନ ଆରମ୍ଭ କରିଛି। ଅଗଷ୍ଟ ୧୧ ପ୍ରାତଃ ୪ଟା ୪୦ରେ ଅମୁର ଓବ୍ଲାଷ୍ଟର ଭୋସ୍ତୋନୀ କସ୍‌ମୋଡ୍ରୋମ୍‌ରୁ Luna-25 Lander ମିଶନ ଲଞ୍ଚ୍‌ ହୋଇଛି। ଏହି ଲଞ୍ଚିଂ ସୋୟୁଜ୍‌ 2.1b ରକେଟ୍‌ରୁ କରାଯାଇଛି। ଏହି ମିଶନକୁ ଲୁନା-ଗ୍ଲୋବ୍‌ ମିଶନ ମଧ୍ୟ କୁହାଯାଉଛି।…

ୟୁକ୍ରେନ: ଖେର୍‌ସନରେ ରୁଷ୍‌ର ପୁଣି କ୍ଷେପଣାସ୍ତ୍ର ମାଡ଼, ୧୮ଶ ଶତାବ୍ଦୀର ଐତିହାସିକ ଚର୍ଚ୍ଚ ଧ୍ୱସ୍ତ

ରୁଷ୍‌-ୟୁକ୍ରେନ ଯୁଦ୍ଧ ବିଭୀଷିକା ବର୍ତ୍ତମାନ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଏହାରି ଭିତରେ ରୁଷ୍‌ ୟୁକ୍ରେନର ଖେରସନ ସହରରେ ପୁଣି କ୍ଷେପଣାସ୍ତ୍ର ମାଡ଼ କରିଛି। ରୁଷ୍‌ର ଏହି କ୍ଷେପଣାସ୍ତ୍ର ମାଡ଼ରେ ଗୁରୁବାର ୟୁକ୍ରେନର ଖେରସନ ସହରରେ ଥିବା ଏକ ଐତିହାସିକ…

ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଙ୍କ ଭୟଙ୍କର ପଦକ୍ଷେପ, ମୁଣ୍ଡରେ କରିଦେଲେ ଡ୍ରିଲ୍‌ ,ପୁଣି କ’ଣ ହେଲା

ରୁଷରେ ଏକ ବିଚିତ୍ର ଘଟଣା ଆସିଛି ସାମନାକୁ । ଜଣେ ବ୍ୟକ୍ତି ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡରେ ଡ୍ରିଲ କରିଦେଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ୨୦ ଜୁଲାଇରେ । ଟ୍ଵିଟରରେ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରାଯାଇଛି ।…

ରୁଷ କାରଖାନାରେ ଭୟଙ୍କର ବିସ୍ଫୋରଣ: ୬ ମୃତ, ଦୁଇ ଗୁରୁତର

ରୁଷର ଏକ କାରଖାନାରେ ବିସ୍ଫୋରଣ ଘଟି ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ରୁଷ ସାମାଚାର ଏଜେନ୍ସୀ ଦ୍ୱାରା ସୂଚନା ମିଳିଛି । ବିସ୍ଫୋରଣ ରୁଷର ସମାରା ସ୍ଥିତ ଫ୍ୟାକ୍ଟ୍ରିରେ ହୋଇଛି । ଏହି କାରଖାନାରେ ବିସ୍ଫୋରକ ପଦାର୍ଥ ତିଆରି କରାଯାଉଥିଲା । ବିସ୍ଫୋରଣ ଏତେ ଭୟଙ୍କର…

ଜଣାପଡିଲା ପୁଟିନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର, ରୁଷ ସେନାର କିଛି ଟପ୍‌ ଅଧିକାରୀ କରିଥିଲେ ସହାୟତା

ରୁଷ୍‌ରେ ପୁଣି ହଲଚଲ୍‌ । ଜଣାପଡିଲା ପୁଟିନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର । ୱାଗନର ଗ୍ରୁପ୍‌ର ସାଥ୍‌ ଦେଇଥିଲେ ରୁଷ ସେନାର କିଛି ଟପ୍‌ ଅଧିକାରୀ ।  ରୁଷରେ ୱାଗନର ବିଦ୍ରୋହର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲୁଛି। ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନ୍‌ ବିଦ୍ରୋହ କଲେ। ଏବେ ଜଣା ପଡିଛି, ରୁଷ…

ଟଳିଲା ରୁଷ ସଂକଟ, ଗୃହଯୁଦ୍ଧରୁ ବର୍ତ୍ତିଗଲା କ୍ରେମଲିନ

ରୁଷ୍‌ରେ ଅଳ୍ପକେ ଟଳିଲା ଗୃହଯୁଦ୍ଧର ସଂକଟ। ଗୃହଯୁଦ୍ଧରୁ ବର୍ତ୍ତିଗଲା କ୍ରେମଲିନ। ସାମରିକ ବିଦ୍ରୋହରୁ ପୁଟିନଙ୍କୁ ବଞ୍ଚାଇ ଦେଲେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ। ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ମସ୍କୋ ମୁହାଁ ଓ୍ଵାଗନର ଗ୍ରୁପର ୨୫ ହଜାର ସୈନିକ କ୍ୟାମ୍ପକୁ…

ୱାଗନର ସେନା ମୁଖ୍ୟ ପ୍ରିଗୋଝିନଙ୍କୁ ହତ୍ୟା ଉଦ୍ୟମ ବିଫଳ, ୱାଗନର ସିପାହୀକୁ ଦିଆଗଲା ଫାଶୀ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି ୱାଗନର ସେନା । ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବାରୁ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ ଗିରଫ କରିବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏହାମଧ୍ୟରେ ୱାଗନର ସେନାର ଜଣେ ସୈନିକ ପ୍ରିଗୋଝିନଙ୍କୁ ହତ୍ୟା…

ପୁଟିନଙ୍କ ବିରୋଧରେ ରୁଷର ୱାଗନର ସେନା, ସେନା ମୁଖ୍ୟଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆର୍ମି ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି । ୟୁକ୍ରେନ ସେନା ସହ ହାତ ମିଶାଇ ବିଦ୍ରୋହ କରିଛି ରୁଷର ପ୍ରାଇଭେଟ ସେନା ୱାଗନର ଗ୍ରୁପ । ଏ ନେଇ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍‌ ସୂଚନା ଦେଇଛନ୍ତି । ରୁଷ ସୀମା ପାର କରାଯାଇଥିବା ୱାଗନର ସେନା…

ଯୁଦ୍ଧରେ ସାମିଲ ହେଲେ କିଭ୍‌ର ନୂଆ ୧୨ ବ୍ରିଗେଡ, ଆହୁରି ଭୟଙ୍କର ହେବ ଯୁଦ୍ଧ

ରୁଷ-ୟୁକ୍ରେନ ମଧ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ୟୁକ୍ରେନ ସୈନ୍ୟ । ଯୁଦ୍ଧରେ ସାମିଲ ହେଲେ କିଭ୍‌ର ନୂଆ ୧୨ ବ୍ରିଗେଡ । ପାଶ୍ଚାତ୍ୟ ଦେଶରୁ ପ୍ରଶିକ୍ଷଣ ନେଇଥିବା ୫୦ହଜାରରୁ ୬୦ହଜାର ସୈନ୍ୟ ଫ୍ରଣ୍ଟ ଲାଇନରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେବ…