Browsing Tag

sahid jawan

ଅନନ୍ତନାଗ ଏନକାଉଣ୍ଟର; ଆଉ ଜଣେ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେବି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବୁଧବାର ଠାରୁ ଜମ୍ମୁ-କଶ୍ମୀରର…

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଲା ସମ୍ପନ୍ନ

ବରଗଡ଼(କେନ୍ୟୁଜ୍): ବୀର ପୁଅକୁ ଅଶ୍ରୁଳ ବିଦାୟ । ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ । ବୀରପୁଅକୁ ହରାଇ କାନ୍ଦୁଛି ବରଗଡ଼ ଜିଲ୍ଲାର ବାଘପାଲି ଗାଁ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ଦର୍ଶନ ସହ ଅଶ୍ରୁଳ ବିଦାୟ ଦେଲେ…

ଜନ୍ମମାଟିରେ ଧର୍ମଶାଳାରେ ଶୋକାକୁଳ ପରିବେଶ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ଶଶାଙ୍କ ଶେଖରଙ୍କ…

ଯାଜପୁର: ବୀର ଓଡ଼ିଆ ଯବାନଙ୍କୁ ଝୁରୁଛି ରାଜ୍ୟ । କାନ୍ଦୁଛି ବୀରଙ୍କ ଗାଁ, କାନ୍ଦୁଛି ପରିବାର, କାନ୍ଦୁଛନ୍ତି ଆତ୍ମୀୟସ୍ୱଜନ । ଲଦାଖରେ ଡ୍ୟୁଟିରେ ଥିବା ବେଳେ ଦେଶ ପାଇଁ ସହିଦ ହୋଇଛନ୍ତି ଯାଜପୁର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁର ଯବାନ ଶଶାଙ୍କ ଶେଖର ସାମଲ । ଆସନ୍ତା ମାସ ଘରକୁ ଆସିବେ…

ପୈତୃକ ଗାଁରେ ସହିଦ ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ଭାରତ-ଚୀନ ଲଢ଼େଇରେ ଗତ ସୋମବାର ରାତିରେ ୨ ଜଣ ଓଡ଼ିଆ ଯବାନ ସହିଦ ହୋଇଥିଲେ । ତେବେ ଗତକାଲି ଦୁଇ ସହିଦ ଯବାନ ନନ୍ଦୁରାମ ସୋରେନ ଏବଂ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପୈତୃକ ଗ୍ରାମକୁ…

ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ୧୭ ଯବାନ୍‌ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ…

ମାଲକାନାଗିରି(କେନ୍ୟୁଜ୍): ଛତିଶଗଡ଼ରେ ନକ୍ସଲ ହମ୍‌ଲାରେ ସହିଦ୍‌ ୧୭ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ। ସୁକମା ଜିଲ୍ଲା ସଦର ମହକୁମାରେ ଶହୀଦ୍‌ ମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଦିଆଯିବ। ସୁକମା ଜିଲ୍ଲା କାସଲପାଡ ଜଙ୍ଗଲରେ…

ଜୟପୁର: ତ୍ରିରଙ୍ଗାରେ ସଜେଇ ହୋଇଥିଲା ବାପାଙ୍କ ପାର୍ଥିବ ଶରୀର, ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ

ଜୟପୁର: ବାପାଙ୍କୁ ଶେଷ ସମ୍ମାନ । ତ୍ରିରଙ୍ଗାରେ ସଜେଇ ହୋଇଥିବା ବାପାଙ୍କ ପାର୍ଥିବ ଶରୀରକୁ ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ଗୁଜୁରାଟ ସୀମାନ୍ତରେ ବିଏସ୍‌ଏଫ୍‌ ୧୫୪ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ ଯବାନ କୃଷ୍ଣଚନ୍ଦ୍ର ସାହୁ ।…

ବରଫ ତଳେ ଚାପି ହୋଇ ଯବାନ ସହିଦ : ଭଦ୍ରକ ଧାମନଗର ଅଞ୍ଚଳର ମହମ୍ମଦ ସିରାଜୁଲ ହକ

ଭଦ୍ରକ(କେନ୍ୟୁଜ୍) : ବରଫ ତଳେ ଚାପି ହୋଇ ଯବାନ ମୃତ । ସହିଦ ଯବାନଙ୍କ ନାଁ ମହମ୍ମଦ ସିରାଜୁଲହକ । ତାଙ୍କ ଘର ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ । ଯବାନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୩ ବର୍ଷ ପୂର୍ବେ ମହମ୍ମଦ ଜାମ୍ମୁ କାଶ୍ମୀର ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷା…