Below header
Browsing Tag

sambalpur

ଭୟଙ୍କର ଅଗ୍ନିକାଣ୍ଡ: ପ୍ଲାଷ୍ଟିକ୍‌ ପାଇପ ଗୋଦାମରେ ଲାଗିଲା ନିଆଁ

ସମ୍ବଲପୁର (କେନ୍ୟୁଜ): ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର । ସେଠାରେ ଥିବା ଏକ ପ୍ଲାଷ୍ଟିକ ପାଇପ୍‌ ଗୋଦାମରେ ଏହି ଭୟଙ୍କର…

ଚରମ ଅବହେଳା ! ପୋଲିସ ଚା ପିଇବାବେଳେ ଚମ୍ପଟ ମାରିଲା ଅଭିଯୁକ୍ତ

ସମ୍ବଲପୁର (କେନ୍ୟୁଜ): ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ…

ସମ୍ବଲପୁର ଟ୍ରିପଲ୍‌ ମର୍ଡର ସସପେନ୍ସ, ଫେରାର ଭଡ଼ାଟିଆଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ଟ୍ରିପଲ ମର୍ଡର ଖିଅ ଖୋଜୁଛି ପୋଲିସ । ହତ୍ୟା ଅଭିଯୁକ୍ତ କିଏ ? ଏଯାଏ କୌଣସି ଟେର୍‌ ପାଉନି ପୋଲିସ । ମୃତ ସାଜିଆଙ୍କ ଘରେ ଭଡ଼ାରେ ଥିବା ସଲମାନ୍‌ ଅହମ୍ମଦକୁ ଖୋଜୁଛି ପୋଲିସ । ହତ୍ୟାକାଣ୍ଡ ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ । ସେ ଏବେ କେଉଁଠି ? ତାଙ୍କୁ…

ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା? ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର…

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ କିଏ ଓ କାହିଁକି ମାଆ ଓ ୨ ଛୁଆଙ୍କୁ ମାରିଲା ? ଟ୍ରିପଲ ମର୍ଡର କାରଣ କଣ ? ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତନାଘନା ତଦନ୍ତ କରୁଛନ୍ତି । ଏଯାଏ ଘର ଭିତରୁ ଉଦ୍ଧାର ହୋଇନି ମୃତଦେହ । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି…

ସମ୍ବଲପୁର: ଝଗଡ଼ା ରୋକିବାକୁ କହିଥିଲେ ନଶୁଣିବାରୁ ଯୁବକଙ୍କ ବେକକୁ ଚୋଟ ପକାଇ ଦୁର୍ବୃତ୍ତ ଫେରାର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଆମ୍ବେଦକର ନଗରରେ ଜଣେ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ମହାନନ୍ଦ। ସୁବାଷ ଗତକାଲି ରାତି ଘରେ ଥିବା ସମୟରେ କୌଣସି ଏକ କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହ…

୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହେଲେ ସମ୍ବଲପୁରବାସୀ,ଉଠିଲା କର୍ଫ୍ୟୁ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ…

ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି, କିଛି ସ୍ଥାନରୁ ଉଠିଲା ୧୪୪ ଧାରା

ସମ୍ବଲପୁର(କେନ୍ୟୁଜ ): ସମ୍ବଲପୁର ସହରରେ ସ୍ୱାଭାବିକ ହେଉଛି ସ୍ଥିତି । ସଦର ଥାନା ଓ ବରେଇପାଲି ଥାନା ଅଞ୍ଚଳରୁ ଉଠିଲା ୧୪୪ ଧାରା । ସମ୍ବଲପୁର ହିଂସା ଘଟଣା ପରଠୁ ବିଭିନ୍ନ ଅଞ୍ଚଳରେ ଲାଗିଥିଲା ୧୪୪ ଧାରା । ଟାଉନ ଥାନା ଅଞ୍ଚଳ, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା,…

୧୦ ଦିନ ପରେ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ, ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି

ସମ୍ବଲପୁର(କେନ୍ୟୁଜ):  ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ । ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଛି । ସକାଳ ୬ଟାରେ ଆରମ୍ଭ ହୋଇଛି ଇଣ୍ଟରନେଟ୍‌ ସେବା । ହ୍ଵାଟସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ସଚଳ ହୋଇଛି । ସମସ୍ତ ମୋବାଇଲ୍‌ ସେବା…

ସମ୍ବଲପୁର: ଆଉ ୨୪ ଘଣ୍ଟା ବନ୍ଦ ରହିବ ଇଣ୍ଟରନେଟ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ ଅଧିକ କୋହଳ ହେଲା କର୍ଫ୍ୟୁ । ଆଜିଠାରୁ ଦିନରେ ଆଉ କଟକଣା ନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ…

ସମ୍ବଲପୁର : ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ କମିଟି କୁ ନେଇ ଚାଲିଛି ଘନ ଘନ ବୈଠକ

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁରକୁ ଶାନ୍ତି ଫେରାଇ ଆଣିବା ପାଇଁ ଜୋରଦାର ଚାଲିଛି ପ୍ରୟାସ l ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟି କୁ ନେଇ ଶାନ୍ତି କମିଟି ବୈଠକ ମାନ ଚାଲିଛି l ସମ୍ବଲପୁରକୁ ଧିରେ ଧିରେ ସ୍‌ୱାଭାବିକ ପରିସ୍ଥିତି ଫେରିବାରେ ଲାଗିଛି l ଏଥିପାଈଁ ଜ଼ିଲ୍ଲାପ୍ରଶାସନ ଠୁ…

ସମ୍ବଲପୁର ହିଂସା : ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ, ସୂଚନା ଦେଲେ ଲୋକ ସମ୍ପର୍କ ଅଧିକାରୀ

ସମ୍ବଲପୁର (କେନ୍ୟୁଜ): ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ସମ୍ବଲପୁରକୁ ଫେରିଲାଣି ଶାନ୍ତି, ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ

ସମ୍ବଲପୁର(କେନ୍ୟୁଜ୍):  ସ୍ୱାଭାବିକ ହେଉଛି ସମ୍ବଲପୁର । ସହରକୁ ଶାନ୍ତି ଫେରିଲାଣି । ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଆଜିଠାରୁ ସକାଳେ ୪ଘଣ୍ଟା ଓ ଅପରାହ୍‌ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି କଟକଣା । ସକାଳ ସାଢ଼େ ୭ଟାରୁ ସାଢ଼େ ଗୋଟାଏ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା…