ଲଞ୍ଚ ହେଲା ସାମସଙ୍ଗର ଶସ୍ତା ଫୋନ, ଜାଣନ୍ତୁ କଣ ରହିଛି ସ୍ପେସିଫିକେସନ୍
ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Samsung Galaxy A05 ଲଞ୍ଚ କରିଛି । ଏହି ଡିଭାଇସର ଦମଦାର ଫିଚର ବିଷୟରେ କହିବାକୁ ଗଲେ, Samsung Galaxy A05ରେ ମିଡିଆଟେକ ପ୍ରୋସେସର୍ ଏବଂ HD ପ୍ଲସ୍ ପ୍ୟାନେଲ୍ ସହିତ ଏକ ବଢ଼ିଆ ବ୍ୟାଟେରୀ…