Browsing Tag

sbi

ଗ୍ରାହକଙ୍କୁ ମିଳିବ ବଡ ଫାଇଦା, SBI ତରଫରୁ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା

ଏସବିଆଇ ଆଣିଛି ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ବଡ ଖବର ଆସିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ଗ୍ରାହକମାନଙ୍କୁ ବଡ ଫାଇଦା ମିଳିପାରେ ବୋଲି ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କିପରି ଷ୍ଟେଟ ବ୍ୟାଙ୍କର…

ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍‌ ପ୍ରୋସେସିଂ ଫିସ୍‌

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇ ଆସିଲା ବଡ଼ ଖବର। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ ଜରୁରୀ ସୂଚନା ଦେଉଛି। ମାର୍ଚ୍ଚ ୨୦୨୩ ରୁ କ୍ରେଡିଟ କାର୍ଡ ରୁ ରେଣ୍ଟ ପେମେଣ୍ଟ କରିବା ଉପରେ ୧୯୯ ଟଙ୍କାର ପ୍ରୋସେସିଂ ଫିସ…

ନୂଆବର୍ଷରେ SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କରୁ ଲୋନ ନେଉଥିଲେ ଏବେ ଦେବାକୁ ପଡ଼ିବ ଅଧିକ ସୁଧ

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଆଣଛି ଏକ ବହୁତ ବଡ଼ ଖବର। ଏହାକୁ ନେଇ ଗ୍ରାହକଙ୍କୁ ଝଟକା ଲାଗିପାରେ। ବ୍ୟାଙ୍କ ନିଜ ଏକ ବର୍ଷର ଅବଧି ଲୋନର ମାର୍ଜିନାଲ କଷ୍ଟ ବେସ୍ଡ ଲିଡିଂ ରେଟ ମାନେ ଏମସିଏଲଆର ବଢ଼ାଇବାର ନିଷ୍ପତ୍ତି ନେଇଛି।…

SBI ରେ ଖାଲିପଡିଛି ୧୪୩୮ ପଦବୀ, ଭୁବନେଶ୍ୱର ପାଇଁ ମଧ୍ୟ କରିପାରିବେ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଖରେ ଆଉ ମାତ୍ର ୩ ଦିନ ବାକି ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ େଓ୍ଵବସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ…

SBI କ୍ଲର୍କ ପ୍ରିଲିମ୍ସ ପରୀକ୍ଷା ଫଳ ପ୍ରକାଶିତ, ତୁରନ୍ତ ଏଠାରେ ଚେକ୍‌ କରନ୍ତୁ ତାଲିକା

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) କ୍ଲର୍କ ପ୍ରିଲିମ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆପଣ ଯଦି ପରୀକ୍ଷା ଦେଇଥିଲେ, ତେବେ ତୁରନ୍ତ sbi.co.in/web/careers କୁ ଯାଇ ଅନଲାଇନ ଚେକ୍‌ କରିପାରିବେ । ଜୁନିଅର ଆସୋସିଏଟ୍‌ ପଦରେ ଭର୍ତ୍ତି ପାଇଁ ଏସବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୨ ନଭେମ୍ବରରେ…

SBI ରେ SCO ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ…

SBI ରେ ୧୪୨୨ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ବମ୍ପର ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଏସବିଆଇରେ ସର୍କଲ ବେସଡ ଅଫିସର(CBO) ପଦବୀ ପାଇଁ ୧୪୨୨ ପଦବୀ ଖାଲିପଡିଛି। ଏଥିମଧ୍ୟରୁ ୧୪୦୦ ପଦବୀ ରେଗୁରାଲ ରହିଛି। ୨୨ଟି ପଦବୀ ପଛୁଆବର୍ଗଙ୍କ ପାଇଁ ରହିଛି।…

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଡ ଉପହାର ଦେଲା ଏସବିଆଇ, ଏବେ ମିଳିବ ବଢ଼ିଆ ରିଟର୍ଣ୍ଣ

ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ବଢ଼ିଆ ଉପହାର ଦେଇଛି ଏସବିଆଇ। ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଖୁସିଖବର ଦେଇଛି। ଦେଶରେ ଅଧିକାଂଶ ଲୋକ ଏସବିଆଇ ସହ ଯୋଡି ହୋଇଛନ୍ତି। ଏମିତିରେ ଏହି ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଲାଭ ପହଁଚାଇବ। ଏସବିଆଇ ଫିକ୍ସଡ ଡିପୋଜିଟ ଦରରେ ବୃଦ୍ଧି…

ଅବସରପ୍ରାପ୍ତ ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଚାକିରି; ଜାଣନ୍ତୁ କେଉଁମାନେ କରି ପାରିବେ ଆବେଦନ ଓ କେମିତି…

ଯଦି ଆପଣ ଅବସରପ୍ରାପ୍ତ ଏବଂ ନିଜ ପାଇଁ ଏକ ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ ରହିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଏହି ନିଯୁକ୍ତି ପାଇଁ ଏସ୍‌ବିଆଇ ଯୋଗ୍ୟ…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱାସନା, ମୋବାଇଲ ଫଣ୍ଡ ଟ୍ରାନ୍ସଫର ନେଇ ଏସ୍‌ଏମଏସ୍‌ ଶୁଳ୍କ ଛାଡ କଲା ବ୍ୟାଙ୍କ

ନୂଆଦିଲ୍ଲୀ : ଷ୍ଟେଟ୍‌ ବ୍ୟାଙ୍କ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଖୁସୀ ଖବର । ବ୍ୟାଙ୍କ୍‌ ମୋବାଇଲ ଫଣ୍ଡ୍‌ ଟ୍ରାନ୍ସଫର ଉପରେ ପଡୁଥିବା ଏସଏମଏସ୍‌ ଶୁଳ୍କ ଛାଡ କରିଦେଲେ । ୟୁଏସଏସଡି(USSD) ସେବା ଉପଯୋଗ କରି ଗ୍ରାହକ ଏବେ ବିନା କିଛି ଅତିରିକ୍ତ ଶୁଳ୍କରେ ସହଜରେ ନେଣଦେଣ କରିପାରିବେ ବୋଲି ଏସବିଆଇ…

SBI ରେ ଖାଲିପଡିଛି ଜୁନିଅର ଆସୋସିଏଟସ୍‌ ପଦବୀ, ଓଡିଶା ପାଇଁ ୧୭୦ ପଦବୀ ଖାଲି

ବ୍ୟାଙ୍କରେ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରାଜସ୍ଥାନ ସମେତ ସଂପୂର୍ଣ୍ଣ ଦେଶରେ ଜୁନିଅର ଆସୋସିଏଟସ୍‌ (କ୍ଲର୍କ) ପଦବୀରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏସବିଆଇ ଜୁନିଅର ଆସୋସିଏଟସ୍‌ (କ୍ଲର୍କ) ପାଇଁ ୫୪୮୬ ପଦବୀରେ ଭର୍ତ୍ତି…

ଦେବାକୁ ପଡିବନି କୌଣସି ପରୀକ୍ଷା, ମିଳିବ SBI ରେ ଚାକିରି

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ଏସବିଆଇ ସ୍ପେଶାଲିଷ୍ଟ ଅଫିସର ଭର୍ତ୍ତି ୬୦୦ରୁ ଅଧିକ ପଦବୀରେ ହେବ। ଏସିବିଆଇ ସ୍ପେଶାଲିଷ୍ଟ ଭର୍ତ୍ତି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ…