Browsing Tag

school bus

ଆନନ୍ଦପୁର: ରାସ୍ତା ତଳକୁ ଖସିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଅନନ୍ଦପୁର(କେନ୍ୟୁଜ୍):ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଭଣ୍ଡାରିଡିହା କେନାଲ ନିକଟରେ ଆଜି ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋହିରା ଠାରେ ଥିବା ପ୍ରଣବଲ୍ଲଭ ପବ୍ଲିକ୍‌ ସ୍କୁଲର ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ସ୍କୁଲ ଛୁଟିପରେ ପିଲାଙ୍କୁ ଘରକୁ ଛାଡୁଥିବା ସମୟରେ…

କଟକରେ ଜୋରଦାର ହୋଇଛି ସ୍କୁଲ ବସ୍ ଫିଟନେସ୍ ଚେକିଂ, ଅନେକ ଗାଡ଼ିର ନାହିଁ ପରିମିଟ ଓ ଇନ୍ସୁରାନ୍ସ

କଟକ(କେନ୍ୟୁଜ୍):  ରାଜ୍ୟରେ ଜୋରଦାର ହୋଇଛି ସ୍କୁଲ ବସ ସମେତ ଅନ୍ୟ ସ୍କୁଲ ପରିବହନ ଚେକିଂ। ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ହୋଇଛି ଏହି ଚେକିଂ । କଟକରେ ପ୍ରଥମ ଦିନରେ ୨୫ ଟି ସ୍କୁଲ ଗାଡି ଚେକିଂ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୨୨ ଟି ଗାଡି ଚେକିଂ ହୋଇଛି।ପ୍ରଥମ ଦିନରେ ମୋଟ ୧୦୫ ଟି ବସ, ୮୭…

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଓ ଛୋଟ ଗାଡିର କଡାକଡି ଯାଞ୍ଚ, ଆଜିଠୁ ୨୭ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର…

କେନ୍ୟୁଜ୍: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ;ଚାଲିଛି କଡାକଡି ଯାଞ୍ଚ। ଆଜିଠୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ପାଠପଢିବା ନାଁରେ ବାପା ମାଙ୍କ ଆଖିରେ ଧୂଳି ଦେଉଛନ୍ତି ପିଲା, ଛାତ୍ରଛାତ୍ରୀ ବିଅର ପିଉଥିବା ଭିଡିଓ ଭାଇରଲ

ପିଲାର ପାଠପଢିବା ପାଇଁ ଅଭିଭାବକ କେତେ କ’ଣ କରୁଛନ୍ତି। କେତେକ ବାପା ମା ପିଲାର ଉଜ୍ୱଳ ଭବିଷ୍ୟତ ପାଇଁ ଦିନ ମଜୁରିଆ ହୋଇ ଖଟୁଥିବା ବେଳେ ଆଉ କିଏ ଖରାତରାକୁ ଖାତିର ନ କରି କାମ କରୁଛି। କିନ୍ତୁ ଆଜିକାଲିର ପିଲା ପାଠ ପଢିବା ନାଁରେ ବାପା ମାଙ୍କ ସ୍ୱପ୍ନକୁ ଭାଙ୍ଗିଦେଉଛନ୍ତି। ଆଉ ଏବେ ଯେଉଁ…

୨୭୦ ବର୍ଗଫୁଟର ସ୍କୁଲ ବସ, ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନାଇ ଦେଲେ ବିଳାସପୂର୍ଣ୍ଣ ଘର! ରହିଛି ଆଖି ଖୋସି ହେଲା ଭଳି…

ପାଖାପାଖି ୨୭୦ ବର୍ଗଫୁଟର ସ୍କୁଲ ବସକୁ ଏକ ବିଳାସପୂର୍ଣ୍ଣ ଘରରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ଆଉ ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥରାଶି। ଏହି ବିଳାସପୂର୍ଣ୍ଣ ବସ ଭିତରେ ରହୁଛନ୍ତି ଜେଫ ନାମକ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଏନା…