ବ୍ରେକଅପର ୧୮ ବର୍ଷ ପରେ ଏକାଠି ନଜର ଆସିଲେ ସାହିଦ-କରୀନା, ଉଭୟଙ୍କ କେମେଷ୍ଟ୍ରି ଦେଖି ଫିଦା ହେଲେ ଫ୍ୟାନ୍ସ
ବଲିଉଡର ପୁରୁଣା ଲୋକପ୍ରିୟ ଯୋଡ଼ି ସାହିଦ କପୁର ଏବଂ କରିନା କପୁର । ବର୍ତ୍ତମାନ ଉଭୟଙ୍କର କିଛି ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି । କାରଣ ବ୍ରେକଅପର ଦୀର୍ଘ ୧୮ ବର୍ଷ ପରେ ଉଭୟ ଏକାଠି ନଜର ଆସିଛନ୍ତି । କେବଳ ଏକାଠି ନୁହେଁ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ ଏବଂ…