Below header
Browsing Tag

shani dev

ଶନିଙ୍କ ଉପାୟ ପାଇଁ କାଲି ବନୁଛି ଉତ୍ତମ ସଂଯୋଗ, ନିଜ ରାଶିରେ ରହିବେ ଏହି ଦୁଇ ଗ୍ରହ

ଶନିଙ୍କ ରାଶି ପରିବର୍ତ୍ତନ ହୋଇ ସାରିଛି । ଶନିଦେବ ଏବେ ନିଜ ରାଶି କୁମ୍ଭରେ ଅବସ୍ଥାନ କରିଛନ୍ତି । ଏଠାରେ ସେ ମଙ୍ଗଳ ଗ୍ରହ ସହ ସଂଯୁକ୍ତ ହୋଇଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନି ଓ ମଙ୍ଗଳଙ୍କ ସଂଯୋଗକୁ ବହୁତ ଭଲ କୁହାଯାଇନଥାଏ । ଜୀବନରେ ଏହି ସଂଯୋଗ ଶୁଭ ଫଳ ପ୍ରଦାନ କରିନଥାଏ । କୁହାଯାଏ…

କଷ୍ଟରୁ ମିଳିବ ମୁକ୍ତି, ମିଳିବ ଶୁଭଫଳ: ଶନି ଅମାବାସ୍ୟାରେ କରନ୍ତୁ ଏପରି ପୂଜା

ହିନ୍ଦୁ ଧର୍ମରେ ଶନି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଥାଏ। ଶନିବାର ଦିନ ଅମାବାସ୍ୟା ହେବା ଯୋଗୁଁ ଶନଶ୍ଚର ଅମାବାସ୍ୟାର ଯୋଗ ରହିଛି। ଏହି ଦିନ ଶନିଦେବ ଓ ହନୁମାନଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ। ଚଳିତବର୍ଷର ଶନି ଅମାବାସ୍ୟା ଆସନ୍ତାକାଲି ଶନିବାର…

୩୦ ବର୍ଷ ପରେ ନିଜ ଘରକୁ ଫେରୁଛନ୍ତି ଶନିଦେବ, ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ

ଶନିଦେବ ୩୦ ବର୍ଷ ପରେ ନିଜ ରାଶି ଅର୍ଥାତ୍‌ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନିଙ୍କ ନାମ ଶୁଣିବା ମାତ୍ରେ ମନରେ ଅନେକ ଆଶଙ୍କା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରଅନୁସାରେ ଶନି ବ୍ୟକ୍ତିର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଏପ୍ରିଲ୍ ୨୯ ଅର୍ଥାତ୍‌ ଆଜିଠାରୁ ଶନି…

ଶନିଶ୍ଚରୀ ଅମାବାସ୍ୟାରେ କରନ୍ତୁ ଏହି କାମ, ବଢ଼ିବ ଧନ ବୈଭବ ଓ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣରେ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ ବିଶେଷ ଦିନ ମାନଙ୍କରେ ଦାନ ଧର୍ମ କଲେ ଅନ୍ୟ ଦିନ ତୁଳନାରେ ଅଧିକ ପୁଣ୍ୟ ହୋଇଥାଏ। ଖାସ୍‌ କରି ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ ଆଦି ଦିନ ମାନଙ୍କରେ ଗରିବ ଓ ବ୍ରାହ୍ମଣଙ୍କୁ ଦାନ କଲେ ମହାପୁଣ୍ୟ…

ଏହି ଲୋକଙ୍କ ଉପରେ କରନ୍ତୁ ନାହିଁ ଅତ୍ୟାଚାର, ନଚେତ୍‌ ପଡ଼ିବ ଶନିଙ୍କର କୋପ ଦୃଷ୍ଟି

ଶନିଦେବ ହେଉଛନ୍ତି କର୍ମଫଳ ଦାତା। ମାନେ କର୍ମ ଅନୁସାରେ ସେ ଫଳ ଦେଇଥାନ୍ତି। ତେଣୁ କୁହାଯାଏ ଶନିଦେବଙ୍କ କୋପ ଦୃଷ୍ଟି ନପଡ଼ିବା ର ସବୁଠୁ ଭଲ ଉପାୟ କାହାର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ। ନ୍ୟାୟରେ ରୁହନ୍ତୁ। ଅନ୍ୟାୟର ସାଥ୍‌ ଦେଲେ ଆପଣଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ପଡ଼ିବ । ଶନିଦେବ…

ଶନିବାର ଦିନ କରନ୍ତୁ ଏହି ସହଜ କାର୍ଯ୍ୟ, ପ୍ରସନ୍ନ ହୋଇଯିବେ ଶନି ଦେବ ବଦଳାଇ ଦେବେ ଭାଗ୍ୟ

ଶନିବାର ଦିନ ଶନିଦେବଙ୍କ ପୂଜାର ବିଧାନ ରହିଛି | ଶନିଦେବ ନ୍ୟାୟର ଦେବତା ଭାବେ ଜଣା ଯାଆନ୍ତି | କୁହନ୍ତି ଶନି ଦେବ ଭଲ ଓ ଖରାପ କର୍ମର ହିସାବ ରଖନ୍ତି | ଜୀବନରେ ଖରାପ କର୍ମ କରୁଥିବା ଲୋକଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ | ଭଲ କାମ କରୁଥିବା ବ୍ୟକ୍ତିକୁ ଶନିଦେବ ଭଲ ଫଳ…

ଶନିଦେବ ଏବେ ଏହି ରାଶିମାନଙ୍କୁ କରିବେ ନାହିଁ ହଇରାଣ, ଏହା ପଛରେ ଅଛି ଏହି ବଡ଼ କାରଣ

କର୍ମଫଳଦାତା କୁହାଯାଉଥିବା ଶନିଦେବ ରାଶି ବଦଳେଇବାକୁ ଯାଉଛନ୍ତି | ଶନିଙ୍କର ଏହି ପରିବର୍ତ୍ତନ ଦ୍ୱାରା କିଛି ରାଶିଙ୍କର ଅସୁବିଧା କମି ଯିବା | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କୁ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯିବାପାଇଁ ପାଖାପାଖି ଅଢେଇ ବର୍ଷ ସମୟ ଲାଗିଥାଏ | ବର୍ତ୍ତମାନ ଶନି…

ଅପ୍ରେଲରେ ରାଶି ପରିବର୍ତ୍ତନ କରୁଛନ୍ତି ଶନିଦେବ, ଏହି ରାଶି ଉପରେ ପଡ଼ିବ ଶୁଭଫଳ

କର୍ମଫଳ ଦାତା ଶନିଦେବ ସବୁ ଗ୍ରହଙ୍କ ମଧ୍ୟରୁ ଅଧିକ ସମୟ ଧରି ଗୋଟିଏ ରାଶିରେ ରହିଥାନ୍ତି। ମାନେ ୭ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଶନିଦେବ ରହିଥାନ୍ତି। ଆଗ ପଛ ଭାବେ ଅଢ଼େଇ ବର୍ଷ ସମୟ ପର୍ଯ୍ୟନ୍ତ ରାଶିର ଲୋକଙ୍କୁ ପ୍ରଭାବିତ କରିଥାନ୍ତି। କୁହାଯାଏ ଶନିଦେବ ହେଉଛନ୍ତି ନ୍ୟାୟା ଦେବତା। ସେ…

ଶନିବାର କାହିଁକି କରାଯାଏ ହନୁମାନଙ୍କ ପୂଜା, ଜାଣନ୍ତୁ ଏହା ପଛରେ ଥିବା କାରଣ

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସମସ୍ତେ ପ୍ରାୟ ଶନିଦେବଙ୍କୁ ଭୟ କରିଥାନ୍ତି। ଏମିତି କୁହନ୍ତି ଯେ ଶନିଦେବଙ୍କ ସମୟରେ ଅନେକ ସମସ୍ୟା ଦେଖାଯାଏ। ତେଣୁ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଲୋକମାନେ ହନୁମାନଙ୍କ ଆଶ୍ରୟ ନେଇଥାନ୍ତି। କୁହାଯାଏ ଯେ ହନୁମାନଙ୍କ ଆଶିର୍ବାଦ ଦ୍ୱାରା…

ଏହି ୫ ରାଶିଙ୍କ ଉପରେ ରହିବ ଶନିଙ୍କ ପ୍ରକୋପ, ଜାଣନ୍ତୁ କାହିଁ ଆପଣଙ୍କ ରାଶି ଏହା ଭିତରେ ନାହିଁ ତ !

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ଭାବେ ନିଆଯାଏ । ଯିଏକି କୌଣସି ବ୍ୟକ୍ତିଙ୍କୁ ବି ପ୍ରଭାବିତ କରିପାରେ । ଶାସ୍ତ୍ରରେ ଭଗବାନ ମଧ୍ୟ ଶନି ଗ୍ରହଙ୍କ ଦୃଷ୍ଟିରୁ ଛାଡ଼ ପାଇ ନାହାଁନ୍ତି ବୋଲି କୁହାଯାଇଛି । ଶନିଙ୍କର ଏକ ସଙ୍ଗରେ ୫ ରାଶି ଉପରେ ନଜର ରହିଥାଏ । ଯେଉଁଠି ୨…

ସୂର୍ଯ୍ୟଦେବ କାହିଁକି ଜାଳିଦେଇଥିଲେ ପୁତ୍ର ଶନିଦେବଙ୍କ ଘର, ପଢନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ମକର ସଂକ୍ରାନ୍ତି ପର୍ବକୁ ଅନେକ ସ୍ଥାନରେ ୧୫ ଜାନୁଆରୀରେ ମଧ୍ୟ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ ହୋଇସାରିଛି। ମକର ରାଶିର ସ୍ୱାମୀ ଶନି ଦେବ। ମକର ସଂକ୍ରାନ୍ତି ପର୍ବ ସହିତ ଶନି ଦେବଙ୍କର ସଂଯୋଗ ରହିଛି। ସଂକ୍ରାନ୍ତି ଠାରୁ ଆସନ୍ତା ଗୋଟେ ମାସ…

ପିତା ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ସମ୍ପର୍କ ଖରାପ ହେବା ପଛରେ ରହିଛି ଏହି ବିଶେଷ କାରଣ, ଜାଣନ୍ତୁ

ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହିଦିନ ଉଭୟ ସୂର୍ଯ୍ୟଦେବ ଓ ଶନିଦେବଙ୍କ ପୂଜା କରାଯାଏ । ଜ୍ୟୋତିଷ ଶାସ୍ତ୍ର ମୁତାବିକ ଗତ କାଲି ମକର ସଂକ୍ରାନ୍ତିରେ ଦୀର୍ଘ ୨୯ ବର୍ଷ ପରେ ସୂର୍ଯ୍ୟ ଦେବଙ୍କ ସହ ପୁତ୍ର ଶନିଦେବଙ୍କ…