Browsing Tag

shanidev

ଶ୍ରାବଣ ମାସର ପ୍ରଥମ ଶନିବାରରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ, ଶାନ୍ତ କରିବାକୁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଭଗବାନ ଶିବ ଶନିଦେବଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଶନିଦେବ ଭଗବାନ ଶିବଙ୍କର ଭକ୍ତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶନିଦେବଙ୍କୁ ସବୁ ଗ୍ରହର…

ଦୀର୍ଘ ୧୪୮ ବର୍ଷ ପରେ ସୂର୍ଯ୍ୟ ପରାଗ ସମୟରେ ଏହି ଅଦ୍ଭୁତ ଯୋଗ ପଡିବାକୁ ଯାଉଛି, ଜାଣନ୍ତୁ

୨୦୨୧ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ୧୦ରେ ଅର୍ଥାତ ଆଜି ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ୍ ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ । ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ପରାଗର…

ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ ଏହି ୩ଟି ରାଶି ଉପରେ, ଜାଣନ୍ତୁ

ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଏମାନଙ୍କ ମଧ୍ୟରୁ କିଛି ରାଶି ଏମିତି ଅଛି ଯାହା ଉପରେ…

ଏହି ନକ୍ଷ୍ୟତ୍ରରେ ଜନ୍ମ ନେଇଥିବା ଶିଶୁ ହୋଇଥାନ୍ତି ବେଶ ଭାଗ୍ୟବାନ

ଜ୍ୟୋତିଷ ଶାସ୍ତ୍ରରେ ନକ୍ଷ୍ୟତ୍ରର ରହିଛି ଅଧିକ ମହତ୍ୱ। ଶିଶୁର ଜନ୍ମ ଜାତକରେ ଜନ୍ମ ନକ୍ଷ୍ୟତ୍ରର ଅଧାରରେ ଭାଗ୍ୟ ବିଚାର କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସର୍ବମୋଟ ୨୭ଟି ନକ୍ଷ୍ୟତ୍ର ରହିଛି । ଆଜି ଆମେ ଆପଣଙ୍କୁ ଏକ ବିଶେଷ ନକ୍ଷ୍ୟତ୍ର ସଂର୍ପକରେ କହିବାକୁ ଯାଉଛୁ । ଯେଉଁଠି ଜନ୍ମ ଜାତକକୁ…

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଭଗବାନଙ୍କ ପୂଜା, ଜାଣନ୍ତୁ ଏହାର ପୂଜା ବିଧି

ନୀଳାଂଜନ ସମାଭାସଂ ରବିପୁତ୍ରଂ ଯମାଗ୍ରଜମ। ଛାୟାମାର୍ତଣ୍ଡ ସମ୍ଭତଂ ତଂ ନମାମି ଶନୈଶ୍ଚରଂ।। ଶନି ଦୋଷ ପଡିଲେ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶନିବାର ଭଗବାନ ଶନିଦେବ ଓ ସଙ୍କଟମୋଚନ ହନୁମାନଙ୍କୁ ସମର୍ପଣ କରାଯାଇଛି। ଶନିବାର ଦିନ…

କାହାକୁ ନ ଜଣାଇ ଶନିବାର ସନ୍ଧ୍ଯାରେ କରନ୍ତୁ ଏହି ଜରୁରୀ ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ଯ

ଶନିଦେବ ନ୍ଯାୟ ପ୍ରିୟ ପସନ୍ଦ ଦେବତାଙ୍କ ମଧ୍ୟରେ ଅନ୍ଯତମ। ମଣିଷର ଭଲ ଏବଂ ଖରାପ କର୍ମର ଫଳ ଶନିଦେବ ଦେଇଥାନ୍ତି। କିନ୍ତୁ ଭଲ କର୍ମ କରୁଥିବା ବ୍ଯକ୍ତି ଉପରେ ଶନିଦେବଙ୍କ କୃପା ରହିଥାଏ। ସେହିପରି ଖରାପ କାମ କରୁଥିବା ବ୍ଯକ୍ତି ଉପରେ ମଧ୍ୟ ଶନିଦେବଙ୍କ ପ୍ରକୋପର ଶିକାର ହେବାକୁ ପଡିଥାଏ। ଯେଉଁ…