Browsing Tag

Shocking news

କୁକୁର ମୁହଁକୁ ବିଲେଇକୁ ମରିବାକୁ ଫୋପାଡିଦେଇଥିଲେ ବ୍ୟକ୍ତି, ଏବେ ପୋଲିସ ହାତରେ ହେଲେ ଗିରଫ

ଭୁବନେଶ୍ୱର (କେନ୍ୟୁଜ) : କୁକୁର ମୁହଁକୁ ବିଲେଇ ଫୋପାଡିବା ଘଟଣାରେ ଅଭିଯୁକ୍ତ ଗିରଫ। ମୂରଲି ଧର ବେହେରାଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ଗତ ୧୩ ତାରିଖରେ ଭିଡିଓଟି ସୋସିଆଲ ମିଡିଆରେ ବାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୁବନେଶ୍ୱର ପ୍ରଶାନ୍ତ ବିହାର ଅଂଚଳରେ ଏକ…

ପାଞ୍ଚ ଦିନର ସାଥି ହୋଇ କନ୍ୟାର ହାତ ଛାଡି ଆଖି ବୁଜିଲା ବର

ଆଳି (କେନ୍ୟୁଜ) : କନ୍ୟା ହାତରୁ ଛାଡିନି ମେହେନ୍ଦୀ ପାଦରୁ ଲିଭିନି ଅଳତା, ସ୍ୱାମୀ ଲଗାଇଥିବା ମଥାର ସିନ୍ଦୁର ବି ସତେଜ୍‌ ଅଛି, କିନ୍ତୁ ମାତ୍ର ପାଞ୍ଚ ଦିନର ସାଥି ହୋଇ ସବୁଦିନ ପାଇଁ ଛାଡି ଚାଲିଗଲେ ସାତ ଜନ୍ମ ପାଇଁ ସାଥି ହୋଇଥିବା ବର। କେତେ ଧୁମଧାମରେ ହୋଇଥିଲା ବାହାଘର, ମନରେ ଅନେକ ଆଶା…

ମଶାଣି ମଣିଷ ଜୟ ହୋ ଭାଇ, ଯିଏ ଏବେ ସୁଦ୍ଧା କରିସାରିଲେଣି ୧୦ ହଜାରରୁ ଅଧିକ ଶବ ସତ୍କାର

ବାଲେଶ୍ୱର (କେନ୍ୟୁଜ) : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଭିନ୍ନ ମଣିଷଙ୍କ ନିକଟରେ ଭିନ୍ନ ଭିନ୍ନ ଗୁଣ ସବୁ ପ୍ରକଟିତ ହୋଇଛି । ଏତେ ବଡ଼ ଦୁନିଆରେ ଯଦି ଦୟା, ଦାନ, ଧର୍ମ, କର୍ମ ଓ ସେବା ନା ରହିଥାନ୍ତି ତା ହେଲେ ଏ ପୃଥିବୀ କେବେଠାରୁ ସମୁଦ୍ରରେ ବିଲୀନ ହୋଇଯାଇ ସାରନ୍ତାଣି । ଆଜି ଆମେ…

ଏଠାରେ ଝିଅମାନଙ୍କ ସ୍କର୍ଟ ମାପି ଦିଆଯାଏ ଡିସକାଉଣ୍ଟ, ଯେତେ ଛୋଟ ସେତେ ଅଧିକ ରିହାତି

ସବୁ ଦୋକାନୀ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଡିସକାଉଣ୍ଟ କରନ୍ତି। ଯାହାଦ୍ୱାରା ଗ୍ରାହକ ଡିସକାଉଣ୍ଟରେ ଆକର୍ଷିତ ହୋଇ ଦୋକାନକୁ ଆସନ୍ତି। ଖାସକରି ରେଷ୍ଟୁରାଣ୍ଟରେ ଏମିତି ଡିସକାଉଣ୍ଟ ବହୁତ ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଆମେ ଏମିତି ରେଷ୍ଟୁରାଣ୍ଟ ଏବଂ ଡିସକାଉଣ୍ଟ ବିଷୟରେ ଆପଣଙ୍କୁ…

କରୋନା ଭୟରେ ପାଖ ମାଡିଲେନି ସାହି ପଡିଶା, ମାଆର ଶବ ପାଖରେ ଦୁଇଦିନ ବସିରହିଲା ଦେଢ଼ ବର୍ଷର ପୁଅ

ମହାରାଷ୍ଟ୍ର ପୁନେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମା’ର ମୃତଦେହ ନିକଟରେ ୧୮ ମାସର ଶିଶୁଟି ଦୁଇ ଦିନ ଭୋକ ଉପାସରେ ବସିରହିଥିଲା । ସହରରେ କରୋନାର ଭୟ ଏତେ ଯେ, ଦେଢ଼ ବର୍ଷ ର ପୁଅକୁ ମରିବା ପାଇଁ ଛାଡ଼ିଦେଲେ ଲୋକେ। ମାତ୍ର କେହି ଟିକେବି ଛୁଆଟିକୁ ହାତ ଲଗାଇଲେନାହିଁ । ଦୁଇ ଦିନ…

ଆଶ୍ଚର୍ଯ୍ୟ! ହଠାତ୍‌ ଏହି ସୁନ୍ଦରୀ ଝିଅ ପାଲଟିଗଲା ପୁଅ, କପଡ଼ା ଖୋଲି ଦେଖାଇଲା ୬ ପ୍ୟାକ୍ସ ବଡି

ବିଶ୍ୱରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଜନ୍ମ ହୁଅନ୍ତି ଗୋଟିଏ ଜେଣ୍ଡରରେ, କିନ୍ତୁ ସମୟ ସହିତ ଅନ୍ୟ ଜେଣ୍ଡରରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି। ସେମାନଙ୍କ ଚାଲିଚଳନ, ମନୋଭାବ, ହାବଭାବ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। କାଲିଫର୍ଣ୍ଣିଆରେ ରହୁଥିବା ମ୍ୟାଟ୍‌ ମିଲରଙ୍କ…

ଛାତି ଥରାଇଦେବ ଏ ଦୃଶ୍ୟ, ଦେଖନ୍ତୁ କେମିତି ପାଣିରେ ଖେଳଣା ଭଳି ଭାସୁଛି କାର

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ପ୍ରକୃତିର ତାଣ୍ଡପ ରୂପ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଆଜି ଆମେ ଆପଣଙ୍କୁ ଏକ ଏମିତି ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ କହିବେ ପ୍ରକୃତି କିଛି ବି କରିପାରେ। ଏ ଭିଡିଓ ଅଷ୍ଟ୍ରେଲିୟାର। ଏଠାରେ ମୂଷଳ ଧାରାରେ ବର୍ଷା ହେବା କାରଣରୁ…

କାମୁଡିଦେଲା ନାଗ, ତାପରେ ବାଇକରେ ନାଗକୁ ବସାଇ ହସପିଟାଲରେ ପହଁଚିଲେ ପୀଡିତ ବ୍ୟକ୍ତି

ଉମରକୋଟ (କେନ୍ୟୁଜ) : ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ। କିନ୍ତୁ ପୀଡିତ ବ୍ୟକ୍ତି ତୁରନ୍ତ ଦେଖାଇଲେ ସାହସ। କାଳବିଳମ୍ବ ନକରି ସାହସ ଜୁଟାଇ ସାପଟିକୁ କାବୁକଲେ ପୀଡିତ । ଖାଲି କାବୁ କଲେନି ବାଇକରେ ଏହାକୁ ଧରି ପହଞ୍ଚିଗଲେ ମେଡିକାଲରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି…

ଚୋରି କରିବାକୁ ଘରେ ପଶିଥିଲା ଚୋର, କିନ୍ତୁ ଏମିତି ହେଲା ଫସି ରହିଲା ୩ ଘଣ୍ଟା

କୁହାଯାଏ ଚୋର ଘର କେବେ ଅନ୍ଧାର ନଥାଏ। ସେମିତି ହିଁ ଘଟଣା ଆପଣଙ୍କ ଆଖି ସାମ୍ନାକୁ ଆଜି ଆଣିଛୁ। ଜଣେ ମହାଶୟ ଚୋରୀ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଏହାପରେ ତାଙ୍କ ସହିତ ଯାହା ହେଲା ତାକୁ ଶୁଣିଲେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। ଏ ଖବର ଶୁଣିଲେ କେବଳ ଆପଣ ନୁହଁନ୍ତି ଦୁନିଆର ସବୁ ଚୋର କମ୍ପନ…

ବହୁତ ଚେଷ୍ଟା ପରେ ବି ମାଆ ହୋଇପାରୁନଥିଲେ ମହିଳା, ଡାକ୍ତର ଟେଷ୍ଟ କଲା ପରେ ଜାଣିଲେ ସେ ମହିଳା ନୁହେଁ ପୁରୁଷ !

ଖାସ୍ କରି ଲୋକ ବିବାହର ତୁରନ୍ତ ପରେ ନିଜ ପରିବାର ବଢ଼ାଇବା ପ୍ଲାନିଙ୍ଗ୍ କରନ୍ତି। ବିବାହ ପରେ ସବୁ ମହିଳା ମଧ୍ୟ ଜଲଦି ମାଆ ହେବାକୁ ଚାହାଁନ୍ତି। ଚୀନରେ ରହୁଥିବା ଜଣେ ୨୫ ବର୍ଷର ମହିଳା ବି ମାଆ ହେବାକୁ ଚାହିଁଲେ। ଏଥିପାଇଁ ସେ ଗତ ଗୋଟେ ବର୍ଷ ଧରି ଚେଷ୍ଟା ବି କରୁଥିଲେ। କିନ୍ତୁ ସବୁ…

୬୫ ବର୍ଷରେ ବନିଲେ ଓକିଲ ! ୪୨ ଥରରେ ମାଟ୍ରିକ, ୧୦ ଥରରେ ଯୁକ୍ତ ୨ ପାସ୍ କଲେ ଏହି ବ୍ୟକ୍ତି

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲାର ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ। ସେ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ଯେଉଁ ବୟସରେ ସେ ଅବସର ନେବା କଥା ସେହି ବୟସରେ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ନିଜର ଦୃଢ ଇଛାଶକ୍ତି ବଳରେ…

ଭିନ୍ନ ଏ ଦମ୍ପତି ଭିନ୍ନ ସେମାନଙ୍କ ପ୍ରେମ, ପଢ଼ନ୍ତୁ ଏହି ଦମ୍ପତିଙ୍କ ନିଆରା ପ୍ରେମ କାହାଣୀ

ରେଢ଼ାଖୋଲ (କେନ୍ୟୁଜ) : ଭିନ୍ନ ଜଣେ ପ୍ରେମ ପକ୍ଷୀ। ଭିନ୍ନ ସେମାନଙ୍କ ପ୍ରେମ। ଭିନ୍ନ ସେମାନଙ୍କ ସାଂସାରିକ ଜୀବନ। ଯୌବନରେ କଳାର ପ୍ରେମରେ ପଡ଼ି ପ୍ରେମ ବିବାହ କରିଥିଲେ। ବିବାହ ପରେ ସଂସାର ନଗଢ଼ି ପୂଜା ଦୁନିଆକୁ କରିଛନ୍ତି ପରିବାର। ଆଉ ତା’ପରେ ନିଜର କର୍ତ୍ତବ୍ୟ କରିବାକୁ ଯାଇ ମୁହଁରେ ରଙ୍ଗ…