Browsing Tag

similipal fire

ଜଳୁଛି ଶିମିଳିପାଳ ଅଭୟାରଣ୍ୟ : ଆଜି ଚହଲ ରେଞ୍ଜରେ ଲାଗିଛି ନିଆଁ

କରଞ୍ଜିଆ(କେନ୍ୟୁଜ୍): ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜରେ ଗୋଟିଏ ଜାଗାରେ ଲାଗିଛି ନିଆଁ । ଗତକାଲି ଅଭୟାରଣ୍ୟର ୬ ଟି ଜାଗାରେ ନିଆଁ ଲାଗିଥିଲ । ଗତକାଲି ମୋହନପୁର ଓ କେନ୍ଦୁମୁଣ୍ଡି ରେଞ୍ଜରେ ଲାଗିଥିବା ନିଆଁ ଲିଭିଯାଇଥିବା ବେଳେ ଆଜି ଚହଲ ରେଞ୍ଜରେ ନିଆଁ…

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ବନ୍ୟଜନ୍ତୁ, ନିହାଣଗଣ୍ଡି ଗାଁରୁ ହରିଣ ଉଦ୍ଧାର

କରଞ୍ଜିଆ(କେନ୍ୟୁଜ୍): ଗାଁ ମୁହାଁ ବନ୍ୟଜନ୍ତୁ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ । ଆଜି ସକାଳୁ ଠାକୁରମୁଣ୍ଡା ରେଞ୍ଜ ଅଧିନରେ ଥିବା ନିହାଣଗଣ୍ଡି ଗାଁରେ କିଛି ହରିଣଙ୍କୁ ଦେଖିବାକୁ ମିଳିଛି । ସେଥିମଧ୍ୟରୁ କିଛି ହରିଣ ଜଙ୍ଗଲକୁ…

ଜଳୁଛି ଶିମିଳିପାଳ ଅଭୟାରଣ୍ୟ: ବିପଦରେ ଜୀବଜନ୍ତୁ, ୫ ଜଣକୁ ଗିରଫ କଲା ବନ ବିଭାଗ

କରଞ୍ଜିଆ(କେନ୍ୟୁଜ): ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜୀବଜନ୍ତୁ ବିପଦରେ । ଗତ ଦୁଇ ତିନି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଫଳରେ ଏବେ ବିପଦରେ ଶିମିଳିପାଳ । ଶିମିଳିପାଳ ପାଖରେ ଥିବା ବିଭିନ୍ନ ଛୋଟ ମୋଟ ଜଙ୍ଗଲ ସହ ଶିମିଳିପାଳର ଚୋହଲା ଓ ତାଳବନ୍ଧ ଅଞ୍ଚଳର ୭ଟି ସ୍ଥାନରେ ନିଆଁ…

ଜଳୁଛି ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ, ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ

କରଞ୍ଜିଆ(କେନ୍ୟୁଜ): ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦରେ । କାରଣ ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ…

ଜଳୁଛି ଉତ୍ତର ଶିମିଳିପାଳର ୧୦ଟି ପଏଣ୍ଟ: ନିଆଁ ଲିଭାଇବା ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗର ଉଦ୍ଯମ ଜାରି

କରଞ୍ଜିଆ: ଏସିଆର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଏବେ ବି ବିପଦରେ । ପୁଣି ଥରେ ଜଳୁଛି ଶିମିଳିପାଳ । ଉତ୍ତର କାର୍ଯ୍ୟଳୟ ତରଫରୁ ମିଳିଥିବା ସେଟେଲାଇଟ ରିପୋର୍ଟ ଅନୁସାରେ ଉତ୍ତର ଶିମିଳିପାଳରେ ୧୦ଟି ପଏଣ୍ଟରେ ନିଆଁ ଲାଗିଛି । କେନ୍ଦୁମୁଣ୍ଡି, ଚହଳା ରେଞ୍ଜରେ ନିଆଁ ଲାଗିଥିବା ସୂଚନା ମିଳିଛି…

ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ, ଆୟତ କରିବାକୁ ଓଡ୍ରାଫ୍‌ ଟିମ୍‌ ଏବଂ…

କରଞ୍ଜିଆ:ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଓଡ୍ରାଫ୍‌ ଟିମ୍‌ ଏବଂ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତିନି ଦିନ ପୂର୍ବରୁ ବର୍ଷା ହେବା…

ଆଜି କୋର ଏରିଆ ଗସ୍ତ କରିବ ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ…

ଭୁବନେଶ୍ୱର: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ଆଜି କୋର ଏରିଆ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌ । ଗତକାଲି କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାର୍‌ହାକାମୁଡା ବନାଞ୍ଚଳ ଗସ୍ତ କରିଥିଲେ । ଟିମ୍‌ରେ…

ଶିମିଳିପାଳ ପୋଡଡିହା ରେଞ୍ଜ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ଏକ…

ଉଦଳା: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ଶିମିଳିପାଳର ପୋଡଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଧରିଲା ବନ ବିଭାଗ । ଗିରଫ ଶିକାରୀ ହେଲେ ଅନ୍ତରା ସିଂ । ଶିକାରୀ ନିକଟରୁ ୭ କିଲୋ ଝିଙ୍କ ମାଂସ ସହିତ ଏକ ଦେଶୀ ବନ୍ଧୁକ ଏବଂ କୁରାଢ଼ୀ ଜବତ କରିଛି…

ଆଜି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବା ସ୍ଥାନ ବୁଲି ଦେଖିବେ ଅତିରିକ୍ତ ମୁଖ୍ୟ ସଚିବ

କରଞ୍ଜିଆ: ମୟୂରଭଞ୍ଜରେ ଶିମିଳିପାଳ ଅଭୟାରଣ୍ୟର ବନାଗ୍ନିର ସମୀକ୍ଷା କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା । ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍‌, ଏସ୍‌ପି ପାରମାର ସ୍ମିଥ ପୁରୁଷତ୍ତୋମଦାସ୍‌, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ,…

ଶିମିଳିପାଳ ନିଆଁ ଆୟତ୍ତରେ,ସାଟେଲାଇଟରୁ ମିଳିଥିବା ତଥ୍ୟ ଆଧାରରେ ସୂଚନା ଦେଲେ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ…

କେନ୍ୟୁଜ୍(ବ୍ୟୁରୋ):ଶିମିଳିପାଳ ନିଆଁ ଆୟତ୍ତରେ । ଏହା କହିଛନ୍ତି ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ସାଟେଲାଇଟ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ସେ ଏହି ସୂଚନା ଦେଇଛନ୍ତି ।ଶିମିଳିପାଳରେ ନିଆଁ ଲାଗିଥିବା ସ୍ଥାନ ଠାବ ପାଇଁ ବ୍ୟବହାର ହେଉଛି ଡ୍ରୋନ୍‌ । ନିଆଁ…

ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

କର‌ଞ୍ଜିଆ : ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କାର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଅପରାହ୍ନ ୩ଟା ଯାଏ ବନ୍ଦ ଡାକରା ଦେଇଛି ସଂଗଠନ । ପୂର୍ବରୁ ୧୨ ଘଣ୍ଟିଆ…

ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଗଠନ ହେଲା ଟାସ୍କ ଫୋର୍ସ, ନିଆଁକୁ ତୁରନ୍ତ ଆୟତ୍ତ…

କେନ୍ୟୁଜ୍(ବ୍ୟୁରୋ): ହୂତ ହୂତ ହୋଇ ଜଳୁଛି  ଜଙ୍ଗଲ । ଶିମିଳିପାଳ ଅଭ୍ୟାରଣ୍ୟ ଠାରୁ ଆରମ୍ଭ କରି ନୟାଗଡ,ଦେବଗଡରେ ଅନେକ ଜଙ୍ଗଲରେ ଲାଗିଛି ନିଆଁ । ବନ୍ୟ ଜନ୍ତୁ  ଏବେ ଅସୁରକ୍ଷୀତ ଅଛନ୍ତି। ନିଆଁ ଲାଗିବାର କାରଣ ଏବଂ ଆୟତ୍ତ କରିବା ପାଇଁ ସରକାର ଗଠନ କରିଛନ୍ତି ଟାକ୍ସ ଫୋର୍ସ । ଏହି ଟାସ୍କ…