Browsing Tag

smriti irani

ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ମୃତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(ଏନ୍‌ଆରସି)କୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତୀ ଇରାନୀ କହିଛନ୍ତି ଯେ ଆମ ସରକାର ଦେଶର ସମସ୍ତ ନାଗରିକଙ୍କ ଅଧିକାର ରକ୍ଷା କରିବାକୁ ପ୍ରତିଶୃତିବଦ୍ଧ। ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ…

କାହିଁକି ସ୍ମୃତି ଇରାନୀଙ୍କୁ ମନେପଡିଲା ଅଜୟ ଦେବଗନ୍ ଏବଂ ତବୁଙ୍କ କଥା? କହିଲେ-‘ଆଇଏ ଆପକା ଇଂତେଜାର ଥା’

ମୁମ୍ବାଇ: କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫିଲ୍ମ ଏବଂ ଟିଭି ଦୁନିଆ ସହିତ ପୁରୁଣା ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ସ୍ମୃତି ବହୁ ଥର ଫିଲ୍ମର ମିମ୍ସ ସେୟାର କରିଥାନ୍ତି । କେବଳ ଏହା ନୁହେଁ ସ୍ମୃତି ନିଜର ମଜା ଉଡାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ।…

ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର, ଜଳୁଥିବା ଫସଲକୁ ଲିଭାଇବା ପାଇଁ ନିଜେ ଭିଡିଲେ ଅଣ୍ଟା

ସ୍ମୃତି ଇରାନୀଙ୍କ ଫାୟାର୍ ବ୍ରିଗେଡ୍ ଅବତାର । କଂଗ୍ରେସ୍ ଗଡ ଅମେଠିରେ କିଛି ଏଭଳି ରୂପରେ ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଥାନୀୟ ଏକ ଗାଁରେ ନିଆଁ ଲାଗିଥିବା ସୂଚନା ପାଇ ନିର୍ବାଚନ ପ୍ରଚାର ଛାଡି ଘଟଣାସ୍ଥଳରେ ପହଂଚିଥିଲେ ସ୍ମୃତି । ଆଉ ପୁରା ମୋର୍ଚ୍ଚା ସମ୍ଭାଳିବାକୁ ଲାଗିଥିଲେ ।…

ସ୍କୁଟରବାଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ପକାଇଲେ ସ୍ମୃତି ଇରାନୀ

ଗୋଆ: ମନହୋର ପାରିକରଙ୍କ ଅନ୍ତିମ ଦର୍ଶନ ବେଳେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଲେ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ପାରିକରଙ୍କ ନିଧନ ବେଳେ ସ୍ମୃତି ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଥିଲେ ପାରିକର ମୋ ପାଇଁ ଜଣେ ପରାମର୍ଶଦାତା ଓ ଜଣେ ବନ୍ଧୁ ଥିଲେ । ମୁଁ ତାଙ୍କୁ ଆଦର୍ଶ ବୋଲି ମାନି…

ସୈଫଙ୍କୁ ଭେଟିଲା ପରେ ସ୍ମ୍ରୁତି ଇରାନୀଙ୍କୁ ମନେ ପଡିଲା ୨୩ ବର୍ଷର ପୁରୁଣା ରହସ୍ୟ, ଫଟୋକୁ ସେୟାର କରି କଲେ ଖୁଲାସା

ମୁକେଶ ଅମ୍ବାନୀଙ୍କ ଝିଅଙ୍କର ବିବାହ ଖୁବ୍ ଚର୍ଚ୍ଚାରେ ରହି ଆସିଛି। ୧୨ ଡିସମ୍ବରରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରକୁ ବଲିଉଡ ତାରକା, ରାଜନେତା, କ୍ରିକେଟର, ବିଜିନେସ ଟାଇକୁନଙ୍କଠୁଆରମ୍ଭ କରି ସବୁ ବଡ ବଡ ଲୋକ ବିବାହରେ ସାମିଲ ହୋଇଥିଲେ। ଏହି ବିବାହର ଗୋଟେ ଫଟୋ ଏବେ…