ପୁଣି ନିଜ ଉଦାରତା ଯୋଗୁ ଚର୍ଚ୍ଚାରେ ସୋନୁ ସୁଦ୍
ଅଭିନେତା ସୋନୁ ସୁଦ ତାଙ୍କ ଅଭିନୟ ବ୍ୟତୀତ ଉଦାରତା ପାଇଁ ହେଡଲାଇନ୍ ରୁହନ୍ତି । ବଲିଉଡ ଅଭିନେତା ଅର୍ଥାତ ରିଅଲ ଲାଇଫ ହିରୋ ସୋନୁ ସୁଦ ତାଙ୍କର ଭଲ କାମ ହେତୁ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । କରୋନା ମହାମାରୀ ସମୟରେ ସେ ଗରିବ, ପ୍ରବାସୀ ଶ୍ରମିକ ଏବଂ ଶ୍ରମିକମାନଙ୍କୁ ବହୁତ ସାହାଯ୍ୟ…