Browsing Tag

src

ନିର୍ବାଚନ ଋତୁ ଥିବାରୁ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC

ଭୁବନେଶ୍ବର(କେନ୍ୟୁଜ୍‌): ସାଧାରଣ ନିର୍ବାଚନ ୨୦୨୪ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି…

ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର

ରାଜ୍ୟରେ ବଢୁଛି ତାତି। ମାର୍ଚ୍ଚ ନହେଉଣୁ ବଢିଲାଣି ଖରାର ପ୍ରକୋପ। ଆଗକୁ ଗ୍ରୀଷ୍ମପ୍ରବାହ ଜୋର ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଏହାର ମୁକାବିଲା ପାଇଁ ସମସ୍ତ…

ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC

ଭୁବନେଶ୍ୱର (କେନ୍ୟୁଜ): SRC ମାଗିଲେ ଫସଲ କ୍ଷୟକ୍ଷତି ରିପୋର୍ଟ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦ୍ଦେଶ, ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ ): ଦୁର୍ବଳ ନଦୀବନ୍ଧରେ ହେବ ୨୪ ଘଣ୍ଟିଆ ପାଟ୍ରୋଲିଂ । ଏ ନେଇ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କୁହାଯାଇଛି…

ଲଗାଣ ବର୍ଷା ସ୍ଥିତିକୁ ନେଇ ଏସଆରସିଙ୍କ ସମୀକ୍ଷା, ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ଜିଲ୍ଲାପାଳଙ୍କୁ…

(କେନ୍ୟୁଜ): ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଅଞ୍ଚଳ । ତୁହାକୁ ତୁହା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ବର୍ଷା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବିଭିନ୍ନ ଜିଲ୍ଲାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା…

ଖରାଦିନିଆ ବାତ୍ୟା ଡର: ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ବାତ୍ୟା ମୁକାବିଲା ପ୍ରସ୍ତୁତି । ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ । ୪ ବର୍ଷ ହେଲା ପ୍ରତି ବର୍ଷ ମେ’ରେ ଆସୁଛି ଝଡ଼। ଗତ ସପ୍ତାହରେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ SRC । ଅସାନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ…

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ଘଣ୍ଟି, ୫୮ଟି ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଗଲା

କେନ୍ୟୁଜ୍(ବ୍ୟୁରୋ): ମୟୂରଭଞ୍ଜ,ବାଲେଶ୍ୱରରେ ନିଶ୍ଚିତ ବନ୍ୟା। ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା। ଏନେଇ ପ୍ରତିକ୍ରିୟା ଦେଇଛନ୍ତି SRC ପ୍ରଦୀପ ଜେନା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲା ରହିଛି। ପ୍ରତି ସେକେଣ୍ଡକୁ ୪ଲକ୍ଷ ୨୫ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ଯାହା…

ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ପହଞ୍ଚିବ ସର୍ବାଧିକ ବନ୍ୟା ଜଳ, ଏହି ସବୁ ଜିଲ୍ଲାକୁ ଦେଲେ ସତର୍କବାଣୀ, ସୂଚନା ଦେଲେ…

ଭୁବନେଶ୍ୱର (କେନ୍ୟୁଜ): କଟକ ମୁଣ୍ଡଳୀ ଠାରେ ଆଜି ସନ୍ଧ୍ୟାରେ ପାସ୍‌ କରିବ ସର୍ବାଧିକ ବନ୍ୟାଜଳ। ସଂଧ୍ୟାରେ ମୁଣ୍ଡଳୀ ଠାରେ ସର୍ବାଧିକ ସାଢେ ୧୧ଲକ୍ଷ ଘନଫୁଟ ବନ୍ୟା ଜଳ ପାସ୍‌ କରିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ଗତକାଲି ରାତି ୯ଟାରୁ ୧୨ଟା ମଧ୍ୟରେ…

ବଦଳିଲା ଦିଗ ! କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି: SRC

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବର୍ତ୍ତମାନରସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ରିପୋର୍ଟ କହୁଛି…

ଆସୁଛି ବାତ୍ୟା ଅସାନୀ, ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିବାକୁ ଅନୁରୋଧ କଲେ SRC

ଭୁବନେଶ୍ବର(କେନ୍ୟୁଜ୍): ଆସୁଛି ସମ୍ଭାବ୍ୟ ବାତ୍ୟା ଅସାନୀ। ୪ଟି  ଜିଲ୍ଲାରେ ବର୍ଷା ସମ୍ଭାବନା।  ୭ ତାରିଖ ସନ୍ଧ୍ୟା ସୁଦ୍ଧା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ। ଅବପାତ ପରେ IMD ବାତ୍ୟାର ଚିତ୍ର ସ୍ପଷ୍ଟ କରିବ।  ୮ ସୁଦ୍ଧା ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିବାକୁ ଅନୁରୋଧ…

ବାତ୍ୟା ହେବ କି ନାହିଁ କାଲି ସ୍ପଷ୍ଟ ହେବ, ଅଯଥା ଭୟଭୀତ ନହୋଇ ସତର୍କ ରୁହନ୍ତୁ: SRC

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି ସନ୍ଧ୍ୟା ପରେ IMD ସ୍ପଷ୍ଟ କରିବ ବାତ୍ୟା ହେବ କି ନାହିଁ। ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପରିବେଷଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି। ବାତ୍ୟା ନେଇ ଏବେବି ସ୍ପଷ୍ଟ ହୋଇନି। ଅଯଥାରେ ଦର ବୃଦ୍ଧି ହେଉଛି। ଭୟଭୀତ ହୋଇ ଲୋକେ…

ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି, ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ମନା

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି ହୋଇଛି । ସର୍ବସାଧାରଣ ସ୍ଥାନ, ବେସରକାରୀ ସଂସ୍ଥା, କ୍ଲବ ଆଦି ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ…