Browsing Tag

student

ସାର୍ଟିଫିକେଟ୍‌ରେ ତ୍ରୁଟି ଯୋଗୁଁ ନାଁ ଲେଖାଇ ପାରିଲେନି ଯୁବତୀ, କଲେ ଆତ୍ମହତ୍ୟା ଉଦ୍ୟମ

ପୁରୀ (କେ ନ୍ୟୁଜ୍‌) : ସାର୍ଟିଫିକେଟ୍‌ ତ୍ରୁଟି ଯୋଗୁଁ ନାମ ଲେଖାଇ ନ ପାରିବାରୁ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ଦେଲେ ପୁରୀ ସଦର ଥାନା କୁରୁଣ୍ଟି ଗାଁର ମିଲି ସେଠୀ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ କଟକକୁ…

ପୁଣି ଫେଲ୍‌ ମାରିଛି ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା, ଗାଁ ଦାଣ୍ଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭଦ୍ରକ (କେନ୍ୟୁଜ୍‌) : ପୁଣି ଫେଲ୍‌ ମାରିଛି ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା। ପଦାରେ ପଡିଛି ଶିକ୍ଷା ବିଭାଗର ଗୁମର। ସ୍କୁଲଘର ଅଭାବରୁ ଗାଁ ରାସ୍ତାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ତିହିଡି ବ୍ଲକ୍‌ର ମୁଟୁରିଗଡ ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଛାତ୍ରଛାତ୍ରୀ…

ଅଡ଼ଶପୁର କଲେଜ ଛାତ୍ରୀ ନିକିତା ମୃତ୍ୟୁ, କଣ ସତରେ ଆତ୍ମହତ୍ୟା ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ଜିଲ୍ଲା ଅଡ଼ଶପୁର କଲେଜ ହଷ୍ଟେଲରୁ ଗତ ୨୧ ତାରିଖ ଦିନ ଉଦ୍ଧାର ହେଲା ଜଣେ ଛାତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ ମୃତ ଛାତ୍ରୀ ଜଣକୁ ଉଦ୍ଧାର କରିଥିଲା ପୋଲିସ୍‌ । ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ନିକିତା ମୁଦଲିଙ୍କର ମୃତ୍ୟୁ…

ସ୍କୁଲର ଋଣ ଭାର ସୁଝିବା ପାଇଁ ଶପଥ ନେଲେ ଦୁଇ ଭଉଣୀ, ଲଗାଇଲେ ଲେମ୍ବୁ ପାଣିର ଷ୍ଟଲ

ୱସିଂଟନ : ଉତ୍ତର କାରୋଲିନାର ରହୁଥିବା ୧୩ ବର୍ଷର ହେଲି ଓ ୧୧ ବର୍ଷର ହନ୍ନା ହଗର ନାମକ ଦୁଇ ଭଉଣୀଙ୍କ କଥା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର କାରଣ ହେଉଛି ଉଭୟ ସ୍କୁଲର ୪୧ ହଜାର ଡଲାର (ଭାରତୀୟ ମୁଦ୍ରା ୨୮ଲକ୍ଷ)କରଜ ସୁଝିବା ପାଇଁ ଲେମ୍ବୁ ପାଣିର ଷ୍ଟଲ…

ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ…

ଭୁଲ କଲା କିଏ ଶସ୍ତି ପାଇଲା କିଏ, ବୋର୍ଡର ତ୍ରୁଟି ପାଇଁ ପରୀକ୍ଷାରୁ ବଞ୍ଚିତ ରବିନା

ବାଲେଶ୍ୱର (କେନ୍ୟୁଜ୍) : ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାରୁ ମେଧାବୀ ଛାତ୍ରୀ ବଞ୍ଚିତ । ବୋର୍ଡ ପରୀକ୍ଷା ଦେଇନପାରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠର ଛାତ୍ରୀ ରବିନା ଖାତୁନା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଏନେଇ ବିଭାଗୀୟ…

ଏମିତି ଏକ ସ୍କୁଲ ଯେଉଁଠାରେ ସବୁ ଛାତ୍ର ଦୁଇ ହାତରେ ଲେଖନ୍ତି ଦୁଇ ଭିନ୍ନ ପ୍ରକାରର ଭାଷା , ଦେଖି ହେବେ ଆଶ୍ଚର‌୍ୟ୍ୟ

ଲେଖାଲେଖି କରିବା ପାଇଁ ସାଧାରଣତଃ ଗୋଟିଏ ହାତର ବ୍ୟବହାର କରୁ । ହେଲେ ମଧ୍ୟପ୍ରଦେଶର ଗୋଟିଏ ସ୍କୁଲ ଅଛି , ଯେଉଁଠି ପିଲା ଗୋଟିଏ ନୁହେଁ ୨ ହାତରେ ଲେଖାଲେଖି କରୁଛନ୍ତି । ବଡ଼ କଥା ପିଲାଙ୍କୁ ଏଠି ଏଭଳି ଶିକ୍ଷା ମିଳିଛି , ଯେ ସେମାନେ ଗୋଟିଏ ହାତରେ ଗୋଟିଏ ଭାଷାରେ ବି ଲେଖି ପାରୁଛନ୍ତି ।…

ଗୁଡ୍ ନ୍ୟୁଜ୍ ଇଣ୍ଡିଆର ୧୦୭ ଛାତ୍ରଛାତ୍ରୀ , ପରୀକ୍ଷା ଦେବାକୁ ନେଇ ବଢ଼ିଛି ଚିନ୍ତା

ନବରଙ୍ଗପୁର (କେନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲାର ୧୦୭ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ଅନାଥ ଶିଶୁ ଏବେ ଅସହାୟ ହୋଇପଡିଛନ୍ତି। ଗତ ଏକ ମାସ ତଳେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ହଷ୍ଟେଲରୁ ୧୦୭ଜଣ ଶିଶୁଙ୍କୁ ଉଦ୍ଧାର କରି ନିଜ ଘରକୁ ପଠାଇଥିଲା ଜିଲ୍ଲା ପ୍ରଶାସନ ।…

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣା, ତଦନ୍ତ ପାଇଁ ଅଗରତାଲା ଯାଉଛି ଏକ ଉଚ୍ଚସ୍ତରୀୟ କମିଟି

ତ୍ରିପୁରା(କେନ୍ଯୁଜ୍) : ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣାର ତନାଘନା । ତଦନ୍ତ ପାଇଁ ଅଗରତାଲା ଯାଉଛି ଏକ ଉଚ୍ଚସ୍ତରୀୟ କମିଟି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ୍‌ ଓ ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ରାଧାମାଧବ ଦାଶତ୍ରିପୁରା ଯାଉଛନ୍ତି ।…

ନିରାପଦରେ ସ୍କୁଲ ଯିବେ ପିଲା, ଏ ନେଇ ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର(କେନ୍ଯୁଜ୍) : ନିରାପଦରେ ଛାତ୍ରଛାତ୍ରୀ କିପରି ସ୍କୁଲ ଯିବେ ସେନେଇ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ୱର ଭରତପୁରରେ ଅଟୋ ଦୁର୍ଘଟଣାରେ ସ୍କୁଲ ଛାତ୍ରଛାତ୍ରୀ ଆହତ ହେବା ଘଟଣା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁର୍ଘଟଣାର ଅନୁଧ୍ୟାନ…

ଶିକ୍ଷକଙ୍କୁ ତାଲା ପକାଇ ନିର୍ଦ୍ଧୁମ ଛେଚିଲେ ଗାଁଲୋକ, ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ

ବାଲେଶ୍ବର (କେନ୍ଯୁଜ୍) : ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ଅଭିଯୋଗ ପରେ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବିଇଓ । ଅଭିଯୋଗ ଅନୁଯାୟୀ, ଖଇରା…

ମହାନଦୀ ପଠାରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ

କଟକ(କେନ୍ୟୁଜ୍) : ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଜାତମୁଣ୍ଡିଆ ବ୍ରିଜ୍ ଉପରୁ ଛାତ୍ରୀଙ୍କ ସ୍କୁଟି ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀଙ୍କ ସୀମା…