Below header
Browsing Tag

success story

କମ୍ପାନୀର ୧୨ହଜାର ଟଙ୍କିଆ ଚାକିରି ଛାଡ଼ି କଲେ ଚାଷ କାମ, ନେଟ ହାଉସ ଟେକ୍ନୋଲୋଜିରେ ଚାଷ କରି ହୋଇଗଲେ କୋଟିପତି

କୋଟିପତି ଚାଷୀ । ଚାଷ ଏହି ବ୍ୟକ୍ତିଙ୍କୁ ଦେଇଛି ଏକ ନୂଆ ପରିଚୟ । ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ କରି କୋଟିପତି ହୋଇଯାଇଛନ୍ତି । ଯାହାଙ୍କ ସଫଳତା ଏବେ ସବୁଠି ଚର୍ଚ୍ଚା ଧରିଛି । ନେଟ ହାଉସ ରେ ଚାଷ କରି ହେଲେ କୋଟିପତି । ସାରା ଦେଶ ଏବେ ତାଙ୍କ ସଫଳତା ର କାହାଣୀ…

ଦିନେ ଫିସ୍‌ ନ ଭରିପାରିବାରୁ ଅଧାରେ ରହିଯାଇଥିଲା ସ୍କୁଲ୍‌, ଆଜି ସେହି ମୁସଲିମ୍‌ ପାଇଲଟ ହିଜାବ ପିନ୍ଧି ଉଡାଉଛନ୍ତି…

ଯାହାର ଇଚ୍ଛା ଅଛି ଉଡିବାକୁ, ତାକୁ କେହି ବି ଅଟକାଇପାରିବେନି । ଅନେକ ବାଧାବିଘ୍ନ ହେଉ କିମ୍ବା ଆର୍ଥିକ ଅଭାବ ହେଉ ଯିଏ ଥରେ ଉଡିବାକୁ ଇଚ୍ଛା କରିଛି ସେ କେବେବି ଅସଫଳ ହୁଏନାହିଁ । ସଫଳତା ନିଶ୍ଚୟ ପାଏ । ଆଉ ଏଇଟା ଆପଣ ବି ଜାଣିଛନ୍ତି ଯଦି କେହି ନିଜ ଇଚ୍ଛାକୁ ଦୃଢ଼ କରିଦିଏ ତାହେଲେ ସେ…

ଜଣେ ଏଚ୍‌ଆଇଭି ସଂକ୍ରମିତ ଯୁବତୀଙ୍କ କାହାଣୀ, ପିଲା ବେଳୁ ବାପା ମା ଛେଉଣ୍ଡ ହୋଇ ବି ନିଜକୁ କରି ପାରିଛନ୍ତି…

ବ୍ରହ୍ମପୁର (କେନ୍ୟୁଜ) : ସେ ଜନ୍ମରୁ ସାଙ୍ଗରେ ଧରି ଆସିଥିଲେ ଏଚଆଇଭି ଭଳି ଦୂରାରୋଗ୍ୟ ରୋଗ । ତା ପରେ ତାଙ୍କର ଯେଉଁ ଭଉଣୀଟି ହେଲେ ସେ ମଧ୍ୟ ଏଥିରେ ସଂକ୍ରମିତ ଥିଲେ । ବୟସ ମାତ୍ର ସାତ ବର୍ଷ ହୋଇଥିବା ବେଳେ ତାଙ୍କ ଠାରୁ ଦୂରେଇ ଗଲେ ବାପା ଓ ମା । ନିଜ ଇଚ୍ଛାରେ ନୁହେଁ, ଈଶ୍ୱରଙ୍କ ଇଚ୍ଛାରେ…

ଲକଡାଉନରେ ପାଖରେ ନଥିଲା ଗୋଟିଏ ବି ଟଙ୍କା, ଏବେ କ୍ଷୀର ବିକ୍ରି କରି ହେଲେ କୋଟିପତି

କଥାରେ ଅଛି କୌଣସି କାମ ଛୋଟ ନୁହେଁ। କାମ ଠାରୁ ବଡ ଆଉ କିଛି ହୋଇନଥାଏ। ବର୍ଷ ୨୦୨୦ ଏମିତି ଏକ ବର୍ଷ ଥିଲା ଯାହା ସମସ୍ତଙ୍କ ପାଇଁ ଅଭିଷାପ ବନିଯାଇଥିଲା। କିଏ ନିଜ ଚାକିରି ହରାଇ ବସିଲେ ତ ଆଉ କାହା ପାଖରେ କାମ ଧନ୍ଦା ହିଁ ରହିଲାନାହିଁ। ତେବେ ଏଭଳି ପରିସ୍ଥିତିରେ ନିଜ ଗାଁ ଛାଡ଼ି ବାହାରେ…

ଯେଉଁ ଅଫିସରେ ଝାଡ଼ୁ ଲଗାଉଥିଲେ ଏହି ମହିଳା, ଆଜି ସେଠାରେ ହେଲେ ଅଧ୍ୟକ୍ଷ

ମଣିଷର ପରିଶ୍ରମ କେବେ ବୃଥା ଯାଏ ନାହିଁ  । ବହୁତ ଦିନ ପରେ ବି ଏହା ଫଳ ଦେଇଥାଏ । ଅନେକ ଥର ଏମିତି ହୋଇଥାଏ ପରିଶ୍ରମ କରି କରି ଲୋକେ ହାର ମାନିନିଅନ୍ତି, କିନ୍ତୁ ପରିଶ୍ରମ ଫଳ ନିହାତି ଦେଇଥାଏ । ଏହା ହିଁ ହେଲା କେରଳର କୋଲ୍ଲମ ଜିଲ୍ଲା ମକେ ପଠାନପୁରମରେ। ଏଠାରେ ଜଣେ ମହିଳା ଯିଏ କି ପ୍ରଥମେ…

ରାସ୍ତାକଡରେ ମାଆ ବିକୁଥିଲେ ଚିକେନ ଆଉ ବାପା କରୁଥିଲେ କୁଲି କାମ, ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛି ପୁଅ

କଥାରେ ଅଛି ନିଜ ଭାଗ୍ୟ ନିଜ ଲେଖିହୁଏ। ଆଉ ଏଇ କଥା ଶତପ୍ରତିଶତ ପ୍ରମାଣ ମଧ୍ୟ ହୋଇଛି। ଆମେ ଆଜି ଆପଣଙ୍କୁ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ନିଜ ଦକ୍ଷତା ବଳରେ ଗରିବିକୁ ନିଜ ଜୀବନରୁ ହଟାଇବାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କ ମା ଦିନେ ରାସ୍ତାକଡରେ ଚିକେନ ବିକ୍ରି କରୁଥିଲେ। ଆଉ…

୧୪ ରୁ ୨୫ ବର୍ଷ ବୟସର ବ୍ୟକ୍ତି ନିଶ୍ଚୟ ପଢନ୍ତୁ, ସଫଳତା ରହିବ ଆପଣଙ୍କ ହାତମୁଠାରେ

୧୪ ରୁ ୨୫ ବର୍ଷ ହେଉଛି ସେହି ବୟସ, ଯାହା ଉପରେ ଆପଣଙ୍କ ପୂରା ଲାଇଫ୍‌ ଡିପେଣ୍ଡ କରିଥାଏ। କିଛି ଲୋକ ଏହି ବୟସକୁ କ୍ରସ କରିଯାଆନ୍ତି, ଆଉ ଏହି ଏଜକୁ କ୍ରସ୍‌ କରିବା ପରେ ଯେତେବେଳେ ବୁଢ଼ା ହୋଇଯାନ୍ତି, ଯେତେବେଳେ ତାଙ୍କ ବୟସ କୌଣସି କାମ କରିବାକୁ ଅସମର୍ଥ ହେଉଥିବ ସେତେବେଳେ ସେମାନଙ୍କୁ ନିଜ…

ଜୀବନରେ ଏହି ୪ଟି ଭୁଲକୁ ଯଦି ବାରମ୍ବାର ଦୋହରାଇବେ, କର୍ମଠ ମଣିଷ ବି ଅସଫଳ ହୋଇଯିବ, ଜାଣନ୍ତୁ କ’ଣ ରହିଛି…

ଜୀବନରେ ପ୍ରତ୍ୟେକ ମଣିଷ ସଫଳ ହେବାକୁ ଚାହାନ୍ତି। କିନ୍ତୁ ଛୋଟ ଛୋଟ ଭୁଲ ଆମକୁ ଆଗକୁ ବଢ଼ିବାକୁ ଦିଏ ନାହିଁ। ଅର୍ଥାତ ଜୀବନରେ ଅତି ଛୋଟ ଭୁଲ ବି ଆମ ପାଇଁ ଭାରି ପଡ଼ିଯାଏ। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ସଫଳତାର ରଣନୀତିକୁ ଠିକ ଭାବେ ଫଲୋ କରନ୍ତି ସତ, କିନ୍ତୁ କେଉଁଠି ନା କେଉଁଠି…

୨ ବର୍ଷର ପୁଅ ଓ ପରିବାରର ଦାୟିତ୍ୱ ସମ୍ଭାଳି ବି ଆଇଏଏସ ଅଧିକାରୀ ହୋଇପାରିଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ…

କେନ୍ଦ୍ରୀୟ ଲୋକସେବା ପରୀକ୍ଷାରେ ସଫଳତା ପାଇବା ଏତେଟା ସହଜ ହୋଇନଥାଏ । କେହି କେହି ନିଜ ପ୍ରଥମ ଉଦ୍ୟମରେ ସଫଳତା ପାଇଯାନ୍ତି ତ କାହା କାହାକୁ ସଫଳତା ପାଇବା ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ବିଫଳତାର ସ୍ୱାଦ ଚାଖି ଚାଖି ତ କେହି କେହି ତ ଧର୍ଯ୍ୟହରା ହୋଇ ଭାଙ୍ଗି ପଡନ୍ତି ।…

କାଜୁ ଚାଷ କରି ସଫଳ, ମୟୁରଭଞ୍ଜ ବାଉଁଶଡିହା ଗାଁର ତାରିଣୀ ଏସ୍‌ଏଚ୍‌ଜି ଗ୍ରୁପ୍‌

କରଞ୍ଜିଆ (କେ ନ୍ୟୁଜ୍‌) : କାଜୁ ଚାଷ କରି ସଫଳ ହୋଇଛନ୍ତି ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଳକ ବାଉଁଶଡିହା ଗାଁର ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଆଉ ଭଲ ଆୟ ବି କରୁଛନ୍ତି । ଏପରିକି ଗାଁର ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି…