୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ: କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିବାର ସମ୍ଭାବନା
ଭୁବନେଶ୍ୱର (କେନ୍ୟୁଜ): ପ୍ରଚଣ୍ଡ ତାତି । ଅସ୍ତବ୍ୟସ୍ତ ଜନଜୀବନ । ଜଳୁଛି ସାରା ଓଡ଼ିଶା । ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ । ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟରେ ହିଟୱେଭ ଜନଜୀବନକୁ ହନ୍ତସନ୍ତ କରିବ । ୨ଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ହେବ ।…