ମହାକୁମ୍ଭରେ ବୁଡ଼ ପକାଇଲେ କମେଡିଆନ୍ ସୁନିଲ ଗ୍ରୋଭର, କହିଲେ, ‘ଧନ୍ୟ ହୋଇଗଲି’
ଚଳିତବର୍ଷ ମହାକୁମ୍ଭରେ ଅନେକ ସେଲିବ୍ରିଟି ସଙ୍ଗମ ସ୍ଥଳରେ ବୁଡ଼ ପକାଇସାରିଲେଣି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅଭିନେତା ତଥା କମେଡିଆନ୍ ସୁନିଲ ଗ୍ରୋଭର । ସୁନିଲ ଇନଷ୍ଟାରେ ଭିଡିଓ ସେୟାର କରି ମହାକୁମ୍ଭ ଯାଇଥିବା କଥା ଫ୍ୟାନମାନଙ୍କୁ ଜଣାଇଛନ୍ତି । ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି ।…