ସ୍ୱାମୀ ସହିତ କାଲିଫର୍ଣ୍ଣିଆ ବିଚ୍ରେ ମସ୍ତି କରୁଥିବା ନଜର ଆସିଲେ ସନି ଲିଓନ, କହିଲେ ପାଳନ କରୁଛି ସୋସିଆଲ ଡିଷ୍ଟାସିଂ
ବଲିଉଡର ହଟ୍ ଏବଂ ବୋଲ୍ଡ ଅଭିନେତ୍ରୀ ସନି ଲିଓନ ଏବେ ଆମେରିକାରେ ସ୍ୱାମୀଙ୍କ ସହିତ ମସ୍ତି କରୁଛନ୍ତି। ସନି ମୁମ୍ବାଇରେ ଥିବା ବେଳେ ସାମାଜିକ ଦୂରତାକୁ ମାନୁଥିବା ବେଳେ କାଲିଫର୍ଣ୍ଣିଆରେ ମଧ୍ୟ ସାମାଜିତ ଦୂରତାକୁ ମାନି ଚଳୁଛନ୍ତି। ସନି ଡାନିଏଲଙ୍କ ସହିତ ସମୁଦ୍ର କୂଳରେ ବୁଲିବା ସହିତ ମସ୍ତି…