Browsing Tag

surgery

ମଣିଷ ପେଟ ଭିତରେ ଥିଲା ଜିଅନ୍ତା ଜୀବ, ସର୍ଜରୀ କରି ବାହାର କଲେ ଡାକ୍ତର

ଜଣେ ବ୍ୟକ୍ତିଙ୍କ ପେଟରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହେଲା । କଷ୍ଟର ମାତ୍ରା ଏତେ ବଢ଼ିଗଲା ଯେ ସେ କଣ କରିବେ କଣ ନାହିଁ କିଛି ବି ବୁଝି ପାରିଲେନି । ବ୍ୟକ୍ତିଜଣଙ୍କ ପ୍ରଥମେ ଭାବିଲେ ଯେ ସେ ବୋଧେ କିଛି ବିଷାକ୍ତ ଖାଦ୍ୟ ଖାଇ ଦେଇଛନ୍ତି । କିନ୍ତୁ ମେଡିସିନ ଖାଇବା ପରେ ବି ତାଙ୍କୁ ଆରାମ ମିଳି…

ବଡି ତିଆରି ପାଇଁ ଯୁବକ ଗିଳିଲେ ୩୯ କଏନ୍‌ ଓ ୩୭ଟି ଚୁମ୍ବକ, ଅଧିକ କଏନ୍‌ ଖାଇବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା

ଜିମ୍ ଯାଉଥିବା ଅନେକ ଯୁବକ ନିଜ ବଡି ବନାଇବା ପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ୍‌ ଖାଆନ୍ତି । ଶରୀରକୁ ପ୍ରୋଟିନ୍‌ ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଫୁଡ୍‌ ସପ୍ଲିମେଣ୍ଟ ଖାଇଥାନ୍ତି । କିନ୍ତୁ ଜଣେ ଯୁବକ ନିକଟରେ ହିଁ ବଡି କରିବା ପାଇଁ ଏମିତି କିଛି କରିଥିଲେ ଯେଉଁଥିପାଇଁ ତାଙ୍କୁ…

ସଫଳ ହେଲା କେସିଆର୍‌ଙ୍କ ହିପ୍‌ ରିପ୍ଲେସ୍‌ମେଣ୍ଟ ସର୍ଜରୀ, ସୂଚନା ଦେଲେ ବିଆର୍‌ଏସ୍‌ ନେତା

ହିପ୍‌ରେ ଆଘାତ ଯୋଗୁ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏରାଭେଲିସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ହିପ୍‌ ଫ୍ରାକ୍‌ଚର ହୋଇଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ହିପ୍…

ଡାକ୍ତରଙ୍କୁ ଚା ନମିଳିବାରୁ ଅଧାରୁ ବନ୍ଦ କଲେ ଅପରେସନ୍‌, ଜାଣନ୍ତୁ ପୂରା ଘଟଣା

ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ରୂପ କୁହାଯାଏ । କିନ୍ତୁ ଯଦି ଡାକ୍ତର ହିଁ ଅପରସେନ ଅଧାରୁ ଛାଡ଼ି ପଳାଏ ତେବେ ରୋଗୀ କଣ କରିବ । କାହା ଉପରେ ଭରଷା କରିବ । ଆଉ ଡାକ୍ତର ଯେଉଁ କାରଣ ପାଇଁ ଅପରେସନ ଅଧାରୁ ଛାଡ଼ି ପଲାଇଛନ୍ତି ସେ କଥା ଜାଣିଲେ ବି ଆପଣ ତାଜୁବ ହୋଇଯିବେ । ରୋଗୀ ଯେତେବେଳେ ଭୟଙ୍କର…

ଡାକ୍ତରଙ୍କ ଅଜବ ଚିକିତ୍ସା, ଚୁମ୍ବକ ସାହାଯ୍ୟରେ ଫୁସଫୁସରୁ ବାହାର କଲେ ଛୁଞ୍ଚି

ଡାକ୍ତରମାନେ ଭଗବାନଙ୍କର ଦ୍ୱିତୀୟ ରୂପ । ସେମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାଇଥାନ୍ତି । ମଣିଷ ରୋଗଶଯ୍ୟାରେ ପଡ଼ିଥିବା ସମୟରେ ଡାକ୍ତରଙ୍କ ଉପରେ ହିଁ ବିଶ୍ୱାସ ରଖିଥାଏ । କାରଣ ଯେକୌଣସି ରୋଗ ହେଉ ନା କାହିଁକି ଡାକ୍ତର ହିଁ ସବୁ ରୋଗକୁ ଠିକ କରି ପାରନ୍ତି । ତେବେ ଡାକ୍ତରଙ୍କୁ…

ଚକ୍ଷୁ ଅପରେସନରେ ତ୍ରୁଟି: ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଆଖି ହରାଇଲେ ୬ ବୟସ୍କ

ଭଦ୍ରକ (କେନ୍ୟୁଜ): ଚକ୍ଷୁ ଅପରେସନରେ ତ୍ରୁଟି । ମୋତିଆବିନ୍ଧୁ ଚିହ୍ନଟ ଓ ଅପରେସନକୁ ସଠିକ ଭାବେ ହେଉ ନଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ସହରରେ ଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲରୁ । ଏହା ଏକ ଘରୋଇ ହସ୍ପିଟାଲ ହୋଇଥିଲେ ବି ଏଠାରେ BSKY କାର୍ଡର ସୁବିଧା ଉପଲବ୍ଧ ରହିଛି । କିନ୍ତୁ…

ରୋଗୀ ପେଟରୁ ବାହାରିଲା ହେୟାର ପିନ୍‌, ସେଫ୍ଟି ପିନ୍‌ ଓ ରେଜର ବ୍ଲେଡ୍‌, ଦେଖିକରି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଜଣେ ବ୍ୟକ୍ତିଙ୍କ ପେଟରୁ ହେୟାର ପିନ୍‌, ସେଫ୍ଟି ପିନ୍‌ ଏବଂ ରେଜର୍‌ ବ୍ଲେଡ୍‌ ବାହାର କରାଯାଇଛି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଘଟଣା ସତରେ ଘଟିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ପୁଡୁଚେରିରୁ ସାମ୍ନାକୁ ଆସିଛି । ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ…

ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌, ସଫଳ ହେଲା ସର୍ଜରୀ

ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍‌ । ଦିଲ୍ଲୀ ଏମ୍‌ସରେ ପୁଣି ଏକ ସଫଳ ଅପରେସନ୍‌ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି…

କୁକୁର ଆକ୍ରମଣର ଶିକାର ହେଲେ ଯୁବତୀ, ସର୍ଜରୀ ପରେ ନାକର ଅବସ୍ଥା ହେଲା ଏପରି

ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସରେ ଅନେକ ଉନ୍ନତି ହୋଇଛି ।  ଯାହା ପୂର୍ବରୁ ଅସମ୍ଭବ ଥିଲା ତାହା ବର୍ତ୍ତମାନ ସମ୍ଭବ ହୋଇପାରୁଛି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଚେହେରାର ରୂପ ରଙ୍ଗ ବଦଳାଇ ପାରୁଛନ୍ତି । କିନ୍ତୁ ଅନେକ ସମୟରେ ସର୍ଜରୀ ଦ୍ୱାରା ମଧ୍ୟ ଅନେକ ସମସ୍ୟା ହୋଇଥାଏ ।…

୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ବାହାରିଲା ୧ କିଲୋଗ୍ରାମ ଓଜନର ପଥର

ଜଣେ ୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ୧ କିଲୋଗ୍ରାମ ଓଜନର ପଥରକୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। କୋଲକାତାର ବାସିନ୍ଦା ହେଉଛନ୍ତି ଏହି ବାଳକ । ମୁମ୍ବାଇରେ ଶରୀରରେ ଅସ୍ତ୍ରୋପଚାର କରାଯାଇ ପଥର ବାହାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବାଳକ…

ସ୍କୁଲରୁ ତଡ଼ା ଖାଇଥିବା ୮ମ ପାସ୍‌ ଯୁବକ କଲା ଗର୍ଭବତୀ ମହିଳାଙ୍କ ଅପରେସନ୍‌, ଉଭୟ ମା’ ଓ ଶିଶୁ ମୃତ

ଉତ୍ତର ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ୩୦ ବର୍ଷୀୟ ବ୍ୟକ୍ତି ସେଭିଂ କରିବାରେ ବ୍ୟବହୃତ ବ୍ଲେଡ୍‌ରେ ଜଣେ ଗର୍ଭବତୀ ମହିଳାଙ୍କ ସିଜରିଆନ୍‌ ସେକ୍ସନ୍‌ ଅପରେସନ୍‌ କରିଛି। ଫଳରେ ଉକ୍ତି ମହିଳାଙ୍କ ସମେତ ନବଜାତକର ମଧ୍ୟ ମୃତ୍ୟୁ ଘଟିଛି। ରିପୋର୍ଟ…

ଅପରେଶନ ଥିଏଟରରେ ଆକସ୍ମିକ ଘଟିଲା ଏମିତି ଘଟଣା, ସର୍ଜରୀ ଛାଡ଼ି ଦୌଡ଼ି ପଳାଇଲେ ଡାକ୍ତର

ଉତ୍ତର ପ୍ରଦେଶର ଅଲିଗଡ଼ରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅପରେଶନ ଥିଏଟରରେ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ଏମିତି ଏକ ଘଟଣା ଘଟିଲା, ଯେଉଁଥିପାଇଁ ସର୍ଜରୀ ଛାଡ଼ି ଡାକ୍ତରମାନେ ସେଠାରୁ ଦୌଡ଼ି ପଳାଇଲେ। ଏପଟେ ରୋଗୀର ଅବସ୍ଥା ଏତେ ଖରାପ ହୋଇଗଲା ଯେ ଯଥାଶୀଘ୍ର ଅନ୍ୟ ସ୍ଥାନରୁ…