Browsing Tag

suspend

ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ

ଯାଜପୁର (କେନ୍ୟୁଜ) : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ…

ପଟାଙ୍ଗି ସବରେଜିଷ୍ଟାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କା ହଡପ: ନିଲମ୍ବିତ ହେଲେ ୩ ଅଧିକାରୀ ଓ ଜଣେ କିରାଣୀ

କୋରାପୁଟ(କେନ୍ଯୁଜ୍): ୩ ଅଧିକାରୀ ଓ ଜଣେ କିରାଣୀ ନିଲମ୍ବିତ। ପଟାଙ୍ଗି ସବରେଜିଷ୍ଟାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହେଲେ ପଟାଙ୍ଗି ତହସିଲଦାର, ଅତିରିକ୍ତ ତହସିଲଦାର , ପୂର୍ବତନ ତହସିଲଦାର ତଥା ଅଧୁନା ମୟୁରଭଞ୍ଜ ଜିଲ୍ଲାରେ ବିଡିଓ ଦାୟିତ୍ବରେ ଥିବା…

ଋଷର ଆର୍ଥିକ ବ୍ୟବସ୍ଥାକୁ ଲାଗିଲା ବଡ ଝଟକା ! ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ

ନୂଆଦିଲ୍ଲୀ : ଲଗାତାର ଭାବରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଭିସା ଏବଂ…

WhatsApp ବ୍ୟବହାର ବେଳେ କରନ୍ତୁ ନାହିଁ ଏହି ଭୁଲ, ନଚେତ ଆପଣଙ୍କୁ ବି ହୋଇପାରେ ଜେଲ

କୋଟି କୋଟି ଭାରତୀୟ WhatsApp କୁ ବ୍ୟବହାର କରନ୍ତି । ଏହି ମେସେଜିଂ ଆପ ବର୍ତ୍ତମାନ ଆମ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଯାଇଛି। ଅଫିସ୍ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ସମସ୍ତଙ୍କ ପାଇଁ WhatsAppର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱ । କିନ୍ତୁ ଏହି ଆପରେ ଏପରି ଅନେକ ଜିନିଷ ଅଛି,…

SBI ର ଚେତାବନୀ- ୩୦ ସେପ୍ଟେମ୍ବର ମଧ୍ୟରେ କରିନିଅନ୍ତୁ ଏହି କାମ, ଅନ୍ୟଥା ଆକାଉଣ୍ଟ ହେବ ସସ୍ପେଣ୍ଡ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଗ୍ରାହକଙ୍କ ପାଇଁ ଏକ ନୋଟିସ ଜାରି କରିଛି । ଆକାଉଣ୍ଟ୍ ଧାରକଙ୍କୁ କହିଛି ଯେ ୩୦ ସେପ୍ଟେମ୍ବର ମଧ୍ୟରେ ପାନ-ଆଧାର ଲିଙ୍କ କରିନିଅନ୍ତୁ । ବ୍ୟାଙ୍କ କହିଛନ୍ତି ଯେ ଯଦି ଆପଣ ଏହି ସମାୟସୀମା ମଧ୍ୟରେ ଏହା ନକରନ୍ତି ତେବେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ଗଲାଣି ୭ ହାତୀଙ୍କ ଜୀବନ: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ କର୍ମଚାରୀଙ୍କ ନିଲମ୍ବନ କରାଯାଇଛି । ସେହେଲେ ପ୍ରାଣୀଧନ ସହାୟତା କେନ୍ଦ୍ର ନିରୀକ୍ଷକ ଗଣେଶ ରାମ ପୂଝରି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ…

ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ

ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ କରିଥିବା ସାଂସଦଙ୍କ ବିରୋଧରେ ଆକ୍ସନ । ଆକ୍ସନ ନେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ । ୮ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ୮ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଗଲା । ଗତକାଲି କୃଷି ବିଲ୍‌କୁ ନେଇ ହଙ୍ଗାମା କରିଥିଲେ ୮ ସାଂସଦ ।…

ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ, କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ଯନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର

ରାୟଗଡ଼ା : ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ। କାର୍ଯ୍ୟରେ ଅବହେଳା ପାଇଁ ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ପରେ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ…

ନିଲମ୍ବିତ ହେଲେ ଯୁବତୀଙ୍କୁ ଅଶ୍ଳୀଳ ମେସଜ୍ ପଠାଇ ଜେଲ ଯାଇଥିବା ପୂର୍ବତନ ରସିକିଆ ଆୟୂଷ ନିର୍ଦ୍ଦେଶକ ବିଭୁ ପ୍ରସାଦ…

କେନ୍ୟୁଜ୍(ବ୍ୟୁରୋ): ବୁଢା ବୟସରେ ନିଜକୁ କିଶୋର ଭାବୁଥୁବା ଆୟୂଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ ହେଲେ ନିଲମ୍ବିତ। ନିଜ ଅଫିସର ଜଣେ ଠିକା ମହିଳା କର୍ମଚାରୀଙ୍କୁ ରସିକିଆ ମେସେଜ ପଠାଇ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏତିକିରେ ସୀମିତ ନଥିଲା ଏହି କରିତକମାଙ୍କର। ରାତି ଅଧରେ ଫୋନ କରି…

କର୍ତ୍ତବ୍ୟରେ ଅବହେଳା କରିଥିଲେ ବରଗଡ଼ ଯୋଗାଣ ଅଧିକାରୀ, ରାଜ୍ୟସରକାର ଦେଲେ ନିଲମ୍ବନ ପତ୍ର

ବରଗଡ(କେନ୍ୟୁଜ୍): ଆକ୍ସନ ମେଡରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।  ଆଜି ପୁଣି ଜଣେ ଅଧିକାରୀଙ୍କୁ  କର୍ତ୍ତବ୍ୟରେ ଅବହେଳା ନେଇ କଳେ ନିଲମ୍ବିତ।  ଯାହାକୁ ନେଇ ସାରାରାଜ୍ୟରେ ପୁଣି ଚର୍ଚ୍ଚା ଧରିଛି। ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ନାମ ହେଉଛି ଶ୍ରୀକର ମାଝୀ ଶ୍ରୀକର  ବରଗଡ  ଜିଲ୍ଲାର…

ସୁନ୍ଦରଗଡ଼ ଇନ୍‌ଚାର୍ଜ CDMO ପଙ୍କଜ ପଟେଲ ନିଲମ୍ବିତ

ସୁନ୍ଦରଗଡ଼(କେନ୍ଯୁଜ୍): ସୁନ୍ଦରଗଡ଼ ଇନ୍‌ଚାର୍ଜ CDMO ପଙ୍କଜ ପଟେଲ ନିଲମ୍ବିତ । ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ନିଲମ୍ବନ କରିଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ମୋ ସରକାର କାର୍ଯ୍ୟକାରିତାରେ ଅବହେଳା ପାଇଁ ନିଲମ୍ବନ କରାଯାଇଛଥିବା ଜଣାପଡିଛି ।

NSUIର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନ ନିଲମ୍ବିତ, ବିଶୃଙ୍ଖଳାକୁ ଦାୟୀ କରାଯାଇଛି

ଭୁବନେଶ୍ବର(କେନ୍ୟୁଜ୍):  ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍‌ ଅଫ ଇଣ୍ଡିଆ ବା NSUIର ପ୍ରାଥମିକ ସଦସ୍ୟ ପଦରୁ ଇତିଶ ପ୍ରଧାନ ନିଲମ୍ବିତ । ଦଳରେ ବିଶୃଙ୍ଖଳା କାରଣରୁ ଇତିଶଙ୍କୁ ନିଲମ୍ବନ କରାଯାଇଛି । ଏ ନେଇ NSUIର ଇନ୍‌ଚାର୍ଜ ରୁଚି ଗୁପ୍ତା ସୂଚନା ଦେଇଛନ୍ତି । ସେପଟେ ପ୍ରତିକ୍ରିୟାରେ ଇତିଶ…