Browsing Tag

suspended

କୋରାପୁଟ: କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଜେଲର ଗଗନ ବିହାରୀ ନିଲମ୍ବିତ

କୋରାପୁଟ (କେନ୍ୟୁଜ): କୋରାପୁଟ ସର୍କଲ ଜେଲ୍‌ର ଜେଲର ଗଗନ ବିହାରୀ ସାହୁ ନିଲମ୍ବିତ । ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍‌ ଡିଜି । କୋରାପୁଟ ସବ୍‌…

୫ଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ନିଲମ୍ବିିତ ହେଲେ ୪ ପୋଲିସ କର୍ମଚାରୀ

ଧର୍ମଗଡ(କେନ୍ଯୁଜ୍): ୫ଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ କର୍ମଚାରୀ ନିଲମ୍ବିିତ। ନିଲମ୍ବିତ ପୋଲିସ କର୍ମଚାରୀ ହେଲେ ଜୟପାଟଣା ଥାନାର ଏଏସଆଇ ସନ୍ତୋଷ ସାହୁ, କନଷ୍ଟେବଳ ସୂର୍ଯ୍ୟ ନାରାୟଣ ମିଶ୍ର, ହେମନ୍ତ ବାଗ, ଓଏପିଏଫ ଯବାନ ଦେବରାଜ ନାଏକ। କପୁରମାଲ ଗାଁର ଘାସିରାମ ମାଝୀଙ୍କ ଜମି…

ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌

ନୂଆଦିଲ୍ଲୀ: ଶାନ୍ତନୁ ସେନ୍‌ ସସ୍‌ପେଣ୍ଡ । TMC ସାଂସଦ ସାନ୍ତନୁ ସେନ୍‌ ରାଜ୍ୟସଭାରୁ ସସ୍‌ପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ସାନ୍ତନୁ ସେନ୍‌ ସସ୍‌ପେଣ୍ଡ । କାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଛଡ଼ାଇଥିଲେ ପେପର୍‌ । ଗତ ତିନି ଦିନ ଧରି ସଂସଦରେ ପେଗାସସ୍‌କୁ…

ମାଲକାନଗିରି: ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ କରିବା ଘଟଣା: କାଲିମେଳା ତହସିଲ ଅଫିସ ରାଜସ୍ୱ ନିରୀକ୍ଷକ ଓ…

 ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲାରେ ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । କାଲିମେଳା ତହସିଲ ଅଫିସ ରାଜସ୍ୱ ନିରୀକ୍ଷକ ସୁରେଶ କୁମାର ପୂଜାରୀ ଓ କନିଷ୍ଠ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି…

ବାଲେଶ୍ୱର ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସପେଣ୍ଡ

ବାଲେଶ୍ୱର : ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସପେଣ୍ଡ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ସେ ବାଲେଶ୍ୱର ବିଧାନସଭା ଆସନରୁ ବିଜେଡି ଟିକେଟରେ ଦୁଇ ଥର ବିଧାୟକ ହୋଇଥିଲେ । ଗତ ୧୯ ନିର୍ବାଚନରେ ଦଳୀୟ ଟିକେଟରେ ଲଢିିଥିଲେ ମଧ୍ୟ ପରାଜିତ ହୋଇଥିଲେ ।…

କେନ୍ଦୁଝର:ବୃକ୍ଷରୋପଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ, ୨ଜଣ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: ନିଲମ୍ବିତ ହେଲେ ୨ଜଣ ବନ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ପାର୍ଶ୍ୱରେ ଏନ୍‌ଏଚ୍‌ ପକ୍ଷରୁ ବୃକ୍ଷରୋପଣ ପାଇଁ ଆସିଥିଲା ଲକ୍ଷାଧିକ ଟଙ୍କା । ବୃକ୍ଷରୋପଣ କରାନଯାଇ ଏହି ଟଙ୍କା ଆତ୍ମସାତ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏନେଇ କେନ୍ଦୁଝର ଏସିଏଫ୍‌…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ୧୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରନ୍ସ ନୀତିକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଦୁର୍ନୀତି ଅଭିଯୋଗରେ ଆଜି ଆଉ ୧୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି…

ବାଲେଶ୍ୱର: ସ୍କୁଲରେ ଛାତ୍ରକୁ ଛାଡି ପକାଇ ଦେଲେ ତାଲା, ଏବେ ଚାକିରି ଗଲା

ବାଲେଶ୍ୱର (କେନ୍ୟୁଜ୍): ସହର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାକୁ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ର ନିଲମ୍ବିତ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସଦର ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।…

ବନ୍ଧୁକ ଦେଖାଇ ନାଚ ଗୀତ କରିବା ବିଜେପି ବିଧାୟକଙ୍କୁ ପଡିଲା ମହଙ୍ଗା, ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ପ୍ରଣବ ସିଂ…

ବନ୍ଧୁକ ଦେଖାଇ ନାଚ ଗୀତ କରିବା ଦବଙ୍ଗ ବିଧାୟକଙ୍କ ଲାଗି ମହଂଗା ସାବ୍ୟସ୍ତ ହେଲା। ଉତ୍ତରାଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂହ ଚାମ୍ପିଅନଙ୍କୁ ବିଜେପି ବହିସ୍କାର କରିଛି। ପ୍ରଣବ ସିଂହ ଚାମ୍ପିଅନଙ୍କୁ ୬ ବର୍ଷ ଲାଗି ଦଳରୁ ବହିସ୍କୃତ କରାଯାଇଛି ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି।…

ଛାତ୍ରୀଙ୍କୁ ସ୍ବିଟ୍ ହାର୍ଟ କହି ଡାକୁଥିଲେ ପ୍ରଫେସର୍, ଜାଣନ୍ତୁ କଣ ହେଲା ତାପରେ

ମହଙ୍ଗା ପଡିଲା ଛାତ୍ରୀମାନଙ୍କୁ ସ୍ବିଟ୍ ହାର୍ଟ କହିବା । ସସପେଣ୍ଡ୍ ହେଲେ ପ୍ରଫେସର୍ । ଘଟଣାଟି ହେଉଛି ନୋଏଡା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର । ଯୌନ ନିର୍ଯାତନା ମାମଲାରେ ସସପେଣ୍ଡ ହୋଇଛନ୍ତି ଫିଜିଓଥେରାପି ବିଭାଗର ମୁଖ୍ୟ ଡା. ସେନ୍ଥିଲ୍ ପି । ମିଳିଥିବା ସୂଚନା ଅନୁସାରେ, ସେନ୍ଥିଲ୍…

ସାବଧାନ ଏବେ ନିର୍ବାଚନ ବେଳା : ମହଙ୍ଗା ପଡ଼ିଲା ପଦ୍ମଫୁଲ ଚିତ୍ର, ନିଲମ୍ବିତ ହେଲେ ୪ ଜଣ ସ୍କୁଲ ପ୍ରିନସିପାଲ

ଉତ୍ତରପ୍ରଦେଶର ଇଟାଓ୍ଵାରେ ଚାରିଜଣ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲଙ୍କୁ ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି । ଏହାର କାରଣ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ ପ୍ରାଇମେରୀ ସ୍କୁଲ କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ଅନେକ ଦିନ ହେବ କିଛି ପଦ୍ମଫୁଲର ଛବି ରହିଥିଲା…

ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ…

ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ । ଦୁଇ କ୍ରିକେଟରଙ୍କୁ ନିଲମ୍ବିତ କରିଛି ବିସିସିଆଇ । ମହିଳା ବିରୋଧୀ ମନ୍ତବ୍ୟ ନେଇ ବିବାଦ ଘେରରେ ଥିଲେ ଏହି ଯୁବ କ୍ରିକେଟର । ଦୁଇ ଜଣଙ୍କୁ କାରଣ ଦର୍ଶାଅ…