ଭୁଲରେ କ୍ୟାବ୍ ଡ୍ରାଇଭର ଆକାଉଣ୍ଟକୁ ବ୍ୟାଙ୍କ ପଠାଇଦେଲା ୯୦୦୦ କୋଟି ଟଙ୍କା, ଏବେ ସିଇଓ ଦେଲେ ଇସ୍ତଫା
ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍ କ୍ରିଷ୍ଣନ ନିଜ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇଯାଇଥିଲା । ଆଉ ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ କରିବା ପରେ ନିଜ…