Browsing Tag

tax

ଫ୍ଲାଟ୍‌ ପାଇଁ ଏଣିକି ଗ୍ରାହକଙ୍କୁ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ, ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ନିୟମ-୨୦୧୭ରେ…

ଭୁବନେଶ୍ୱର(କେନ୍ୟୁଜ୍): ଫ୍ଲାଟ୍‌ ପାଇଁ ଏଣିକି ଗ୍ରାହକଙ୍କୁ ଆଉ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବନି । ବିଲଡର ଗ୍ରାହକଙ୍କଠାରୁ ଜିଟଏସଟି, ସେସ୍‌ କି ଅନ୍ୟାନ୍ୟ କୌଣସି ଟିକସ ଠକି ନେଇ ପାରିବେ ନାହିଁ । ଘର ମୂଲ୍ୟ ବାଦ ଆଉ କିଛି ଟିକସ ଘର କିମ୍ବା ଜମି କ୍ରେତାଙ୍କଠାରୁ ନେଇପାରିବେ ନାହିଁ…

୨୫ ମେ ରେ ଲାଗୁ ହେଲା ସରକାରଙ୍କ ନୂଆ ନିୟମ, ଏବେ ବିନା ପାନ୍‌ ଓ ଆଧାର କାର୍ଡରେ ଆପଣ ଟଙ୍କା ଜମା କରିପାରିବେ ନାହିଁ

ଦେଶରେ ଲାଗୁ ହେବାକୁ ଯାଉଛି ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ନେଇ ନୁଆ ନିୟମ। ଏବେ ଏହି ସବୁ ସେକ୍ଟରରେ ଅଧିକ ଟଙ୍କା ଜମା କଲେ ଆପଣଙ୍କ ପାନ ଓ ଆଧାର କାର୍ଡ ଦେଖାଇବା ବାଧ୍ୟତାମୂଳକ ହେବ। ଚଳିତ ବର୍ଷ ଆର୍ଥିକ କାରବାରକୁ ନେଇ ଡିପାର୍ଟମେଣ୍ଟ ତରଫରୁ ନୂଆ ନିୟମ ଆରମ୍ଭ ହୋଇଛି। ଏହି ନିୟମ ଅନୁଯାୟୀ…

ଆରମ୍ଭ ହେଲା ଆର୍ଥିକ ବର୍ଷ, ସରକାରୀ ନିୟମରେ ହେଉଛି ଏହି ୮ ଟି ବଡ ପରିବର୍ତ୍ତନ

ଆଜି ଏପ୍ରିଲ ୧ । ଆଜି ଠାରୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ। ଦେଶର ଅନେକ ନିୟମରେ ପରିବର୍ତ୍ତନ ଦେଖାଯିବ, ଯାହା ରୋଜଗାର, ଖର୍ଚ୍ଚ ଏବଂ ବିନିଯୋଗ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଭଳି ପରିସ୍ଥିତିରେ ଆଜି ଜାଣିବା ଜରୁରୀ ଯେ ବଜେଟ୍ ଏବଂ ଅନ୍ୟାନ୍ୟ ସରକାରୀ ନିୟମ ଯୋଗୁଁ ଦେଶର ଲୋକ ଏବଂ ସେମାନଙ୍କ…

ଟାକ୍ସ ସେଭିଂ ସ୍କିମରେ ଟଙ୍କା ଲଗାଉଥିଲେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ

ଆର୍ଥକ ବର୍ଷ ୨୦୨୧-୨୨ ଶେଷ ହେବାକୁ ଯାଉଛି । ଆଗକୁ ନୂଆ ବିତ୍ତ ବର୍ଷ ଆରମ୍ଭ ହେବ। ଏହି ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ରେ ଆପଣ ସ୍ମାର୍ଟ ପ୍ଲାନିଂ ଅନ୍ତର୍ଗତ ଟାକ୍ସ ସେଭିଂ କରିପାରିବେ। ଯାହାକି ପୂର୍ଣ୍ଣ ରୂପେ ସୁରକ୍ଷିତ। ଅନେକ ଥର ଲୋକ ଟାକ୍ସ ସେଭିଂ କରିବା ପାଇଁ ପ୍ଲାନିଂ କରି କିଛି ଏମିତି…

ଏବେ ମାତା-ପିତାଙ୍କ ସେବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ମିଳିବ ଟାକ୍ସ ଛାଡ୍‌

ଆମ ସମାଜରେ ମାତା ପିତାଙ୍କ ସ୍ଥାନ ଖୁବ ଉଚ୍ଚରେ ରହିଥାଏ। ତାଙ୍କ ସେବା କରିବା ଆମ ଧର୍ମ। ତେବେ ପ୍ରତ୍ୟେକ ପିଲାଙ୍କ କର୍ତ୍ତବ୍ୟ ହେଉଛି ମାତା ପିତାଙ୍କ ସେବା କରିବା। ତେବେ ମାତା ପିତାଙ୍କ ସେବାକୁ ନେଇ ଏଠାରେ ଅନେକ ଶିକ୍ଷଣୀୟ କଥା କୁହାଯାଇଛି। ତେବେ ଏହାରି ମଧ୍ୟରେ ଇନକମ ଟାକ୍ସ ବିଭାଗ ମଧ୍ୟ…

ଅପ୍ରେଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ, ଏବେ ଦେବାକୁ ପଡ଼ିବ ଏତିକି ଟାକ୍ସ

ନୂଆବର୍ଷରେ ବଦଳୁଛି ପିଏଫର ପୁରୁଣା ନିୟମ। ୧ ଅପ୍ରେଲ ୨୦୨୨ରେ ଲାଗୁ ହେବ ପିଏଫର ନୂଆ ନିୟମ। ଏହି ନିୟମ ଅନୁଯାୟୀ ୧.୨୩ ଲକ୍ଷ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଟାକ୍ସ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ…

ଗୁଗଲ, ଫେସବୁକ ଭଳି ଟେକ୍ କମ୍ପାନୀ ଉପରେ ୧୫% ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି, G-7 ଦେଶ ସ୍ୱାକ୍ଷର କଲା ଚୁକ୍ତି

ଦୁନିଆର ୭ଟି ସବୁଠୁ ଧନୀ ରାଷ୍ଟ୍ର ବୃହତ ବହୁରାଷ୍ଟ୍ରୀୟ ଟେକ୍ନିକ କମ୍ପାନୀଗୁଡ଼ିକ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଜି-୭ ସମୂହ ଗୁଗଲ, ଫେସବୁକ, ଆପଲ ଓ ଆମାଜନ ଭଳି ବଡ଼ ଆମେରିକୀୟ କମ୍ପାନୀ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଇବାକୁ ଚୁକ୍ତି ସ୍ୱାକ୍ଷରିତ…

ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର: ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡିବ। ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଶେଷ ସହାୟକ ହେବ। ଏହାସହ କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ…

ଆଲର୍ଟ! ପୋଷ୍ଟ ଅଫିସ୍‌ରେ ଅଛି ଆକାଉଣ୍ଟ ତ ଧ୍ୟାନ ଦିଅନ୍ତୁ, ଟଙ୍କା ଉଠାଣ ଉପରେ ଲାଗିପାରେ ଟ୍ୟାକ୍ସ, ଜାଣନ୍ତୁ ନିୟମ

ପୋଷ୍ଟ ଅଫିସ୍‌ରେ ଏବେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଏହା ଅଧୀନରେ ଏକ ବିତ୍ତୀୟ ବର୍ଷରେ ଗୋଟିଏ ଲିମିଟ୍‌ରୁ ଅଧିକ ଟଙ୍କା ଉଠାଣ ଉପରେ TDS କାଟି ନିଆଯିବ। ଯଦି କୌଣସି ବିତ୍ତୀୟ ବର୍ଷରେ ପୋଷ୍ଟ ଅଫିସ୍‌ ସ୍କିମ୍‌ରୁ ଉଠାଣର ମୋଟ ଅର୍ଥରାଶି ୨୦ ଲକ୍ଷ ପାର୍‌ କରୁଛି, ତ ଏହି…

ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି: ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଆୟକର ସ୍ଲାବ ଅପରିବର୍ତ୍ତିତ । ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଆଶ୍ୱସ୍ତି । ୭୫ ବର୍ଷରୁ ଊର୍ଦ୍ଧ୍ୱ ଦେବେ ନାହିଁ ଇନକମ୍‌ ଟ୍ୟାକ୍ସ । ୭୫ ବର୍ଷରୁ ଊର୍ଦ୍ଧ୍ୱ ପେନ୍‌ସନ୍‌ଧାରୀ ଦେବେ ନାହିଁ ଇନ୍‌କମ୍‌ ଟ୍ୟାକ୍ସ । ଛୋଟ କର ଦାତାଙ୍କୁ ବୋଝ କମ୍‌ ପଡିବ । ଟ୍ୟାକ୍ସ ଅଡିଟ୍‌ ସୀମା…

ଗୁଗୁଲ ଓ ଫେସ୍‌ବୁକ ଠାରୁ ଟ୍ୟାକ୍ସ ଆଦାୟ କରିବେ କାନାଡ଼ା ସରକାର

ଆସନ୍ତା ୨୦୨୨ରୁ ଗୁଗଲ୍ ଏବଂ ଫେସବୁକ୍ ଭଳି ଡିଜିଟାଲ୍ ସେବା ପ୍ରଦାନ କରୁଥିବା ବଡ ବଡ କମ୍ପାନୀ ଉପରେ କାନାଡା ଟ୍ୟାକ୍ସ ଲାଗୁ କରିବାକୁ ଯାଉଛି। ଦେଶର ଅର୍ଥ ବିଭାଗ ପକ୍ଷରୁ ଗତ ସୋମବାର ଦିନ କୁହାଯାଇଛି କି, ଯେ ପର୍ଯ୍ୟନ୍ତ ପ୍ରମୁଖ ଦେଶଗୁଡିକ ଏ ବିଷୟ ଉପରେ ଟ୍ୟାକ୍ସ ଲଗାଇବାକୁ ନେଇ…

ଆପଣ ବି ସେୟାର ବଜାର କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ କରିପାରିବେ ନିବେଶ, ଜାଣନ୍ତୁ କେତେ ଦେବାକୁ ପଡିବ ଟ୍ୟାକ୍ସ

ଟେକ୍ନୋଲୋଜି ଅପଗ୍ରେଡେସନ୍ ଏବଂ ଜିରୋ ବ୍ରୋକରେଜ୍ ପ୍ଲେଟଫର୍ମ ଯୋଗୁ ଏବେ ଯେକୌଣସି ବ୍ୟକ୍ତି ଷ୍ଟକ୍ ମାର୍କେଟରେ ସହଜରେ ନିବେଶ କରିପାରିବେ। କିନ୍ତୁ ଷ୍ଟକ୍ ମାକେର୍ଟରେ ନିବେଶ କରିବା ପୂର୍ବରୁ ଯେପରି ଅନ୍ୟ କଥା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ । ସେହିପରି ଏହା ସହ ଜଡିତ ଟ୍ୟାକ୍ସ…