ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଏଣ୍ଟ୍ରି
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ବିସିସିଆଇ ୧୯ ଜଣିଆ ଖଳୋଳି ତାଲିକା ପ୍ରକାଶ କରିଛି। ଯେଉଁଥିରେ କିଛି ନୂଆ ଚହେରୋ ମଧ୍ୟ ସାମିଲ ରହିଛି। ୨୦୨୦ ଆଇପିଏଲ ସିଜିନରେ ଦମଦାର ପ୍ରର୍ଦଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିବା ବଳେେ…